ଭୁବନେଶ୍ୱରରୁ ଆଉ ୧୦୫ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ସହରରେ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ରୁ ୫୯ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୬ ଲୋକାଲ କେସ ରହିଛି। ଏନେଇ ବିଏମ୍‌ସି ଟୁଇଟ କରି ସୂଚନା...

ଆଜି ରାତିରୁ ଅଗଷ୍ଟ ୧ ଯାଏଁ କୋରାପୁଟ ସଟଡାଉନ

ଓଡ଼ିଶାଲାଇଭ୍‌  ବ୍ୟୁରୋ କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ କୋରାପୁଟରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଘୋଷଣା ଅନୁସାରେ ଆଜି ମଧ୍ୟରାତ୍ରରୁ  ଅଗଷ୍ଟ ୧...

ନୟାଗଡ଼: ୫୫୮ରେ ପହଞ୍ଚିଲା କରୋନା ପଜିଟିଭ୍ ସଂଖ୍ୟା

ଓଡିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଲାଣି। ଆଜି ୨୪ ଜଣ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ମୋଟ...
Coronavirus blood test

ଭାରତରେ ୧୫୦ ଦିନରେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣ। ତେବେ ଭାରତରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଦେଖିବାକୁ ମିଳିଛି। ଭାରତରେ ୧୫୦ ଦିନରେ ସୁସ୍ଥ ହୋଇଛନ୍ତି ଦଶ ଲକ୍ଷ୍ୟରୁ ଅଧିକ ଆକ୍ରାନ୍ତ। ଭାରତରେ...

କରୋନା ପାଇଁ ଭୀମଭୋଇ ମେଡିକାଲ କଲେଜ ଆଇସିୟୁ ସିଲ୍

ଓଡିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁକୁ ସିଲ୍ କରାଯାଇଛି। ଆଇସିୟୁରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ...

ରାମ ମନ୍ଦିର ଭୂମି ପୂଜନ – ମୋଦୀଙ୍କ ଗସ୍ତ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅଗଷ୍ଟ ୫ରେ ଭୂମି ପୂଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୋଦୀ ପାଇଁ ଏବେଠାରୁ ଅଯୋଧ୍ୟାରେ ପ୍ରସ୍ତୁତି ଆରମ୍ଭ...

ଲୋକସେବା ଭବନ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ଚିଠି ଲେଖିଲା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ହୁ ହୁ ହୋଇ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସରକାରୀ ଦପ୍ତରଗୁଡ଼ିକରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିଲାଣି। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର କର୍ମଚାରୀଙ୍କୁ କରୋନା ଟେଷ୍ଟ କରିବାକୁ...
corona case-2

ଦେଶରେ ଅଣାୟତ୍ତ ହେଉଛି କରୋନା, ମୃତ୍ୟୁସଂଖ୍ୟା ୩୪,୯୬୮କୁ ବୃଦ୍ଧି

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୭୭୫ ଆକ୍ରାନ୍ତ ମୃତ, ୩୪,୯୬୮ ଛୁଇଁଲା ମୃତ୍ୟୁସଂଖ୍ୟା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୩,୭୯୨କୁ ବୃଦ୍ଧି ୧୦,୨୦,୫୮୨ ଜଣ ସୁସ୍ଥ, ୫,୨୮,୨୪୨ଟି ଆକ୍ଟିଭ୍ କେସ୍ ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ...
corona death

ରାଜ୍ୟରେ ପୁଣି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୬୯ରେ ପହଁଚିଲା ମୃତ୍ୟୁସଂଖ୍ୟା

ଓଡିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରାଣ ହରାଇଛନ୍ତି ୧୦ ଜଣ...
corona positive

ରାଜ୍ୟରେ କରୋନା ସ୍ଥିତି ସାଘାଂତିକ – ଦିନକରେ ୧୨୦୩ ପଜିଟିଭ୍, ଗଞ୍ଜାମରୁ ସର୍ବାଧିକ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୧୨୦୩ ପଜିଟିଭ୍ ଚିହ୍ନଟ କ୍ଵାରେଣ୍ଟାଇନ୍‌ରୁ ୭୫୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮କୁ ବୃଦ୍ଧି ରାଜ୍ୟରେ କରୋନା ସଂକ୍ରମଣ...