ଅସମ୍ଭାଳ କରୋନା ସ୍ଥିତି – ୫ ଜିଲ୍ଲା ଉପରେ ସ୍ୱତନ୍ତ୍ର ଫୋକସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା ସ୍ଥିତି ଅସମ୍ଭାଳ। ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ବିଶେଷକରି ୫ ଜିଲ୍ଲାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଣୁ ଏହି...
ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଆଉ ଜଣେ ବିଧାୟକଙ୍କୁ କରୋନା। ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏନେଇ ନିଜେ ବିଧାୟକ ସୂଚନା ଦେଇଛନ୍ତି। ବିଧାୟକଙ୍କ ପାଖରେ କରୋନା ଲକ୍ଷଣ ଦେଖାଦେବାରୁ...
ଭୁବନେଶ୍ୱରରୁ ପୁଣି ୫୧ ପଜିଟିଭ୍ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୭୬୯କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ପୁଣି ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୯ରେ ପହଞ୍ଚିଛି।
ଚିହ୍ନଟ ହୋଇଥିବା ୫୧ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ...
ଆସନ୍ତାକାଲିଠୁ ଓଡ଼ିଶାରେ ପ୍ଲାଜମା ଥେରାପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ଲାଜମା ଥେରାପୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସମ୍, କିମ୍ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଏହି ଥେରାପି ଆରମ୍ଭ କରାଯିବ।...
ଦିଲ୍ଲୀରେ କମୁଛି ସଂକ୍ରମଣ, ହସ୍ପିଟାଲରେ ୭୦ ପ୍ରତିଶତ ବେଡ୍ ଖାଲି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ନଅ ଲକ୍ଷ ଟପିସାରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକୁ ଦିନ ଏହି ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜଧାନୀରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି।...
ଥମୁନି କରୋନା, ଏହି ସବୁ ସ୍ଥାନରେ ଲକଡାଉନ ସହ ବଢ଼ିଲା କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ କରୋନା ଥମିବାର ନାଁ ନଉନି। ହୁ ହୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏଥିମଧ୍ୟରେ କିଛି ସ୍ଥାନରେ କରୋନାକୁ ନେଇ ହୋଇଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବାର...
ସୁନ୍ଦରଗଡ଼ରେ ୩୬ ଜଣ ପୋଲିସ କର୍ମଚାରୀ ଓ ଜଣେ ଡାକ୍ତର କରୋନା ସଂକ୍ରମିତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗତ ୨୪ ଘଣ୍ଟା ମଧ୍ଯରେ ସୁନ୍ଦରଗଡ଼ରେ ଚିହ୍ନଟ ହୋଇଛନ୍ତି ସମୁଦାୟ ୫୨ ଜଣ କରୋନା ଆକ୍ରାନ୍ତ। ଏଥିମଧ୍ୟରୁ ୩୭ ଜଣ ହେଉଛନ୍ତି କରୋନା ଯୋଦ୍ଧା। ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୩୬...
କୋରାପୁଟର ସରକାରୀ କର୍ମଚାରୀଙ୍କୁ ହଟସ୍ପଟ ଜିଲ୍ଲାମନା, ନଚେତ୍ ୧୪ ଦିନିଆ କ୍ୱାରେଣ୍ଟାଇନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରୁ କରୋନା ହଟସ୍ପଟ ଜିଲ୍ଲାକୁ ସରକାରୀ କର୍ମଚାରୀଙ୍କୁ ଯିବା ମନା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି କୋରାପୁଟ ଜିଲ୍ଲାପାଳ ଏଭଳି କଟକଣା ଜାରି କରିଛନ୍ତି।
ସେ କହିଛନ୍ତି, ଅତି ଜରୁରୀ...
ଗଞ୍ଜାମ,ଏଡ୍ସ ଓ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଏବେ ସମସ୍ତ ରେକର୍ଡ଼ ଭାଙ୍ଗିବା ଉପରେ। ଦିନକୁ ଦିନ ଏହ ତା’ର କରାଳ କାୟା ବିସ୍ତାର କରି ଚାଲିଛି ଯାହାକି ଓଡ଼ିଶା ସରକାର ଓ ଗଞ୍ଜାମ...
ଆଉ ୪ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା, ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଖୋର୍ଦ୍ଧା, ଭୁବନେଶ୍ୱର, ଗଞ୍ଜାମ ଓ କଟକର ଜଣେ ଲେଖାଏଁ ଆକ୍ରାନ୍ତ ମୃତ
ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି
କରୋନାରେ ପ୍ରାଣ ହରାଇଲେ...





















