ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona warriors

ଗତ ୨୪ ଘଣ୍ଟା ମଧ୍ଯରେ ସୁନ୍ଦରଗଡ଼ରେ ଚିହ୍ନଟ ହୋଇଛନ୍ତି ସମୁଦାୟ ୫୨ ଜଣ କରୋନା ଆକ୍ରାନ୍ତ। ଏଥିମଧ୍ୟରୁ ୩୭ ଜଣ ହେଉଛନ୍ତି କରୋନା ଯୋଦ୍ଧା। ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୩୬ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଡାକ୍ତର। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟୁଇଟ କରି ସୂଚନା ଦେଇଛନ୍ତି।

CGU new

ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ କୋଭିଡ୍ କେୟାର ହସ୍ପିଟାଲ୍ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୨୨ ଜଣ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ଆକ୍ରନ୍ତଙ୍କ ମଧ୍ୟରୁ ଲୋକାଲ କଣ୍ଟାକ୍ଟଙ୍କ ସଂସ୍ପର୍ଶରେ ଆସି ଦୁଇ ଜଣ ଏବଂ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭ ଜଣ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି।

Comment