ଭଦ୍ରକ-କୋଲକାତା ବସ୍ ଚଳାଚଳ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବଢ଼ି ଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟି ସାରିଛି। ଏନେଇ ଭଦ୍ରକ- କୋଲକାତା ମଧ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ।
ବଢ଼ୁଥିବା କରୋନା...
ସହରାଞ୍ଚଳର ଲକ୍ଷଣ ହୀନ ରୋଗୀଙ୍କୁ ହୋମ୍ ଆଇସୋଲେସନ୍ ଅନୁମତି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=5NrpWbvttF4]ହୋମ୍ ଆଇସୋଲେସନ୍ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର।
ସହରାଞ୍ଚଳର କରୋନା ରୋଗୀ ହୋମ୍ ଆଇସୋଲେସନ ପାଇଁ ଅନୁମତି
ଲକ୍ଷଣହୀନ କରୋନା ରୋଗୀ ହୋମ୍ ଆଇସୋଲେସନରେ ରହିପାରିବେ
ସାମାନ୍ୟ...
କୋରାପୁଟରେ ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ଦୁଇଦିନ ମଧ୍ୟରେ କୋରାପୁଟ ଜିଲ୍ଲାରେ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଗତକାଲି ୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ...
ବର୍ଷା ଦିନରେ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବ ତୁଳସୀ କାଢ଼ା, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷାଦିନରେ ବିଭିନ୍ନ ପ୍ରକାରର ରୋଗ ଯଥା କାଶ, ସର୍ଦ୍ଦି, ଛିଙ୍କ ଆଦି ମାଡ଼ ବସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହି ସମୟରେ ନିଜକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ହୋଇପଡ଼ିଛି।...
୨୭% ହ୍ରାସ ପାଇଲା ଫାବି ଫ୍ଲୁ ଦର, ବଟିକା ପିଛା ଦେବାକୁ ହେବ ୭୫ ଟଙ୍କା
ଓଡିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଫାର୍ମା କମ୍ପାନୀ ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ ଏକ ଆଶ୍ଵସ୍ତିକର ପଦକ୍ଷେପ ଗ୍ରହଣ କରିଛି। ଏହି କମ୍ପାନୀ ସାମାନ୍ୟ କରୋନା ଲକ୍ଷଣ ଥିବା ରୋଗୀଙ୍କ...
କଟକ ସହରରୁ ୧୬ ନୂଆ ପଜିଟିଭ୍ – ୮ ଲୋକାଲ୍ କେସ୍, ୮ କ୍ୱାରେଣ୍ଟାଇନରୁ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ୧୬ ନୂଆ ପଜିଟିଭ୍ କେସ୍। ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୩ ଆକ୍ରାନ୍ତଙ୍କ ଭିତରୁ ୧୬ ଜଣ କଟକ ସହରର ବୋଲି ଜଣାପଡ଼ିଛି।...
ଭୁବନେଶ୍ୱରରୁ ପୁଣି ୧୪ ପଜିଟିଭ୍ ଚିହ୍ନଟ – ଆକ୍ରାନ୍ତଙ୍କ ଭିତରେ ଜଣେ ବର୍ଷକର ଶିଶୁ କନ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୪ କରୋନା ପଜିଟିଭ୍। ଏଥିସହ ରାଜଧାନୀର କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି। ଏନେଇ ବିଏମସି ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି।
ଚିହ୍ନଟ...
କରୋନା ଟିକାର ସଫଳ ପରୀକ୍ଷଣ କରିଥିବା ଦାବି କଲା ୠଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼ୁଛି। ଶହ ଶହ ବୈଜ୍ଞାନିକ ଏବଂ ବିଶେଷଜ୍ଞ କରୋନା ଟିକା ଖୋଜିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଆଶା କରାଯାଉଥିବା ସଫଳତା ହାସଲ କରାଯାଇ...
ଭାରତରେ ସାଂଘାତିକ ହେଉଛି କରୋନା – ଦିନକରେ ୨୮ ହଜାର ଆକ୍ରାନ୍ତ, ୫ ଶହ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କରୋନା ସ୍ଥିତି ସାଂଘାତିକ ହେଲାଣି। ଆମେରିକା ପରେ ଆଜି ବିଶ୍ୱରେ ସର୍ବାଧିକ କରୋନା ମାମଲା ଭାରତରେ ଦେଖାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮...
ଆଉ ୬ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା, ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାରେ ପ୍ରାଣ ହରାଇଲେ ଆଉ ୬ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...




















