କରୋନାକୁ ଜିଣିଲେ: ସୁସ୍ଥ ହେଲେ ୯୩ ବର୍ଷୀୟ ବୃଦ୍ଧ ଓ ୮୮ ବର୍ଷୀୟା ବୃଦ୍ଧା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL]
କରୋନାକୁ ହରାଇଲେ ଦୁଇ ବୃଦ୍ଧ। ଯେଉଁଠି ଗବେଷକମାନେ କହୁଛନ୍ତି କରୋନା ଭାଇରସ ବୃଦ୍ଧଙ୍କ କ୍ଷେତ୍ରରେ ଅଧିକ କ୍ଷତିକାରକ, ସେଇଠି ୯୩ ବର୍ଷୀୟ ଥୋମାସ୍ ଓ ତାଙ୍କ ପତ୍ନୀ ୮୮...
ଲକ୍ଡାଉନରେ ଘରେ ପିଲାଙ୍କୁ କେମିତି ଖୁସିରେ ରଖିବେ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକଡାଉନ ସମୟରେ ଆପଣଙ୍କ ପିଲା ଘରେ ଥିବ। ଘରେ ଅଧିକ ସମୟ ରହିଥିବାରୁ ପିଲାମାନେ ଚିଡ଼୍ଚିଡ଼ା ସ୍ୱଭାବର ହେଉଥିବେ। ତେବେ ଜାଣନ୍ତୁ କେମିତି ତାଙ୍କୁ ଖୁସିରେ ରଖିବେ।
ପିଲାଙ୍କ ଉପରେ ସବୁବେଳେ...
ଲକଡାଉନ ଯୋଗୁଁ ଜୁନ୍ ୩୦ ଯାଏଁ ବଢ଼ିଲା ଗାଡ଼ି ପରମିଟ୍ ଅବଧି, କେନ୍ଦ୍ର ପରିବହନ ମନ୍ତ୍ରାଳୟର ସୂଚନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ଲକ୍ଡାଉନ ଯୋଗୁଁ ଗାଡ଼ି ପରମିଟ୍ ଅବଧି ବଢ଼ିଲା। ଫେବ୍ରୁଆରି ୧ରୁ ଯେଉଁ ଗାଡ଼ିର ପରମିଟ୍ ଅବଧି ସରୁଛି ଜୁନ ୩୦ ତାରିଖ ଯାଏଁ ତାହା ବୈଧ ରହିବ। ଏହାସହ...
କରୋନା ପାଇଁ ହ୍ୱାଟ୍ସଆପରେ ଆସିଲା ବଡ଼ ପରିବର୍ତ୍ତନ – ଜାଣନ୍ତୁ, କ’ଣ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଯେଉଁ କାରଣରୁ ଲୋକମାନେ ଘରେ ରହି ଅଧିକାଂଶ ସମୟ ଇଣ୍ଟରନେଟରେ କାଟୁଛନ୍ତି। ଏହାର ପ୍ରଭାବ ଏବେ ହ୍ୱାଟ୍ସଆପ୍ ଉପରେ...
ଲକ୍ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋରାନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ...
ପ୍ରଥମେ ଧାରା ୩୭୦ ଓ ଏବେ କରୋନା – ବିପଦରେ ଜମ୍ମୁ କଶ୍ମୀର ପଯ୍ୟଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୂପୃଷ୍ଠରେ ଯଦି ସ୍ୱର୍ଗର କଥା କୁହାଯାଏ ତା’ହେଲେ ପ୍ରଥମେ ମନକୁ ଜମ୍ମୁ କଶ୍ମୀର ଆସେ। ଜମ୍ମୁ କଶ୍ମୀର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହଁ କହିଲେ ମଧ୍ୟ ଭୁଲ ହେବ ନାହଁ।...
କରୋନା – ୧୦ ବଡ଼ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସମ୍ପର୍କିତ ଦଶଟି ବଡ଼ ଖବର ଉପରେ ଆଖି ପକାନ୍ତୁ।
କରୋନା ମୁକାବିଲାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୌତମବୁଦ୍ଧ ନଗର ଜିଲ୍ଲାପାଳଙ୍କ ଭିତରେ କଥା କଟାକଟି। ଜିଲ୍ଲାପାଳ...
ଭାରତ ଏବେ ‘ସୀମିତ ସଂକ୍ରମଣ’ ପର୍ଯ୍ୟାୟରେ – କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କରୋନା ଭାଇରସ ସଂକ୍ରମଣ ତୃତୀୟ ବା କମ୍ୟୁନିଟି ଟ୍ରାନ୍ସମିସନ ସ୍ତରକୁ ଯାଇ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ଶବ୍ଦରେ କୁହାଯାଇଛି। ମନ୍ତ୍ରାଳୟର ଯୁଗ୍ମ ସଚିବ...
କୋଭିଡ-୧୯ର ମୁକାବିଲା ପାଇଁ ବଜାରକୁ ଆସିଲା ପିପିଇ କିଟ୍ସ, ଏନ-୯୫ ମାସ୍କ ଓ ଭେଣ୍ଟିଲେଟର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ପିପିଇ କିଟ୍ସ, ଏନ୍-୯୫ ମାସ୍କ ଓ ଭେଣ୍ଟିଲେଟର ମହଜୁଦ ରଖିବା ଉପରେ ଗୁରୁତ୍ୱ।
ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ...
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ ଟପିଲା, ମୃତ୍ୟୁ ସଂଖ୍ୟା ୨୯
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି।...





















