କରୋନା ମାଡ଼ରେ କୋରାପୁଟ ଜିଲ୍ଲା ଦୁଗ୍ଧ ଚାଷୀ ହନ୍ତସନ୍ତ, ରାସ୍ତା ଉପରେ କ୍ଷୀର ଢାଳି କଲେ ପ୍ରତିବାଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋରାପୁଟ : କରୋନା ଭାଇରସ ଯୋଗୁଁ କୋରାପୁଟ ଜିଲ୍ଲାରେ ଦୁଗ୍ଧ ଚାଷୀ ହନ୍ତସନ୍ତ ହେଉଛନ୍ତି। ଲକ୍ଡାଉନ ଯୋଗୁଁ ଦୁଗ୍ଧ ସମବାୟ ସମିତି ଚାଷୀଙ୍କଠାରୁ କ୍ଷୀର କିଣୁ ନାହିଁ।। ଏନେଇ କୋରାପୁଟ...
କରୋନାରେ ମୃତ୍ୟୁବରଣ କଲେ ସ୍ପେନର ରାଜକୁମାରୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସରେ ମୃତ୍ୟୁବରଣ କଲେ ସ୍ପେନର ରାଜକୁମାରୀ ମାରିଆ ଟେରେସା। ୮୬ ବର୍ଷ ବୟସରେ ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।
ଏନେଇ ତାଙ୍କର ଭାଇ ପ୍ରିନ୍ସ ସିକ୍ସଟୋ ଏନ୍ରିକ୍...
କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଛାଡ଼ିବାକୁ ହେବ ଏହି ୫ଟି ଅଭ୍ୟାସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ ଭାଇରସ ଦ୍ଵାରା ଅଧିକ...
କରୋନା ମୁକାବିଲା ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ – ‘‘ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଓଡ଼ିଶା ସୀମାରେ ଅଟକାଅ’’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଯେଉଁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କୁ ସୀମାନ୍ତରେ ଅଟକାଇବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି...
କରୋନା ପାଇଁ ସେଲିବ୍ରିଟିଙ୍କ ସହାୟତା – କିଏ ଦେଲେ କେତେ ଟଙ୍କା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ଏକତ୍ରିତ ହୋଇଛି ସାରାଦେଶ। କରୋନାର ମୁକାବିଲା ପାଇଁ ସହାୟତାର ହାତ ବଢ଼େଇଛନ୍ତି ସେଲିବ୍ରିଟି। ଦେଶର ସୁରକ୍ଷାରେ ସରକାରଙ୍କୁ ସହାୟତା କରିବା ପାଇଁ ଅର୍ଥଦାନ କରୁଛନ୍ତି ସେମାନେ। ଏହି...
କେନ୍ଦ୍ରର କଡ଼ା ନିର୍ଦ୍ଦେଶ – ସିଲ୍ ହେବ ରାଜ୍ୟ ଓ ଜିଲ୍ଲାର ସମସ୍ତ ସୀମା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ସମସ୍ତ ରାଜ୍ୟର ସୀମା ସିଲ୍ ହେବ। ଫଳରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକମାନେ ଯିବା ଆସିବା କରିପାରିବେ ନାହିଁ। କେବଳ ସେତିକି ନୁହେଁ ରାଜ୍ୟ ଭିତରେ ଥିବା...
ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା – ମହାମାରୀ ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବଡ଼ଦାଣ୍ଡକୁ ଆସନ୍ତି ‘ବାଡ଼ିନୃସିଂହ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେତେବେଳେ ମହାମାରୀ ପଡ଼ିଛି ସେତେବେଳେ ବାଡ଼ିନୃସିଂହ ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ବଡ଼ଦାଣ୍ଡକୁ ଓହ୍ଲାଇଥିବା ଗବେଷକମାନେ କହନ୍ତି।
ଶ୍ରୀମନ୍ଦିରରୁ ପୁରୀ ବଡ଼ଦାଣ୍ଡକୁ ଓହ୍ଲାଇଲେ ବାଡ଼ିନୃସିଂହ। ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ବାଡ଼ିନୃସିଂହ ବିମାନରେ...
୨୦୦୭ରେ ଜିତାଇଥିଲେ ଟି-୨୦ ବିଶ୍ଵକପ : ଏବେ କରୋନାକୁ ନେଇ କରାଉଛନ୍ତି ସଚେତନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତକୁ ଟି -୨୦ ବିଶ୍ୱକପ ଜିତାଇଥିବା ଯୋଗୀନ୍ଦିର ଶର୍ମା ବର୍ତ୍ତମାନ ଲୋକଙ୍କୁ କରୋନାଠାରୁ ରକ୍ଷା କରୁଛନ୍ତି।
ଭାରତରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସଚେତନ...
ଲକଡାଉନ୍ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦୀ, ଶୁଣିଲେ କରୋନାର କାହାଣୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରବିବାର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
“ଦେଶର ସମସ୍ତ ଜନସାଧାରଣ ମତେ କ୍ଷମା କରଦିଅନ୍ତୁ। କାରଣ କରୋନା ଭାଇରସ୍ ବିରୋଧରେ ଲଢ଼ିବା...
ଭାରତୀୟ ଏମ୍ଏସ୍ଏମ୍ଇ ବଜାର ପାଇଁ କୋଭିଡ୍-୧୯ ମହାସଂକଟ – କ’ଣ କହୁଛନ୍ତି ବିଶେଷଜ୍ଞ?
ନୀଳାମ୍ବର ରଥ
ଏମ୍ଏସ୍ଏମ୍ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଓମ୍ ପ୍ରକାଶ ଜଗତିଙ୍କ ପରାମର୍ଶ।
ଅନ୍ତତଃ ୬ ମାସ...





















