ଓଡ଼ିଆ ହାସ୍ ଟ୍ୟାଗ୍ରେ ବନ୍ଧୁଙ୍କୁ ଜଣାନ୍ତୁ ଦୀପାବଳିର ଶୁଭେଚ୍ଛା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୁଇଟରରେ ଓଡ଼ିଆ ହାସ୍ ଟ୍ୟାଗ୍ ବ୍ୟବହାର କରି ନିଜ ବନ୍ଧୁ ପରିବାରବର୍ଗଙ୍କୁ ଜଣାନ୍ତୁ ଦୀପାବଳିର ଶୁଭେଚ୍ଛା। ଶନିବାର ଟୁଇଟର ଇଣ୍ଡିଆ ପକ୍ଷରୁ ଲଞ୍ଚ୍ କରାଯାଇଛି #ଶୁଭଦୀପାବଳି ହାସ୍ଟ୍ୟାଗ୍।
ନିଆ ଢଙ୍ଗରେ ଦୀପାବଳୀର ଶୁଭେଚ୍ଛା ଜଣାଇବା...
ଗର୍ଭବତୀଙ୍କ ପାଇଁ ହାନିକାରକ ହୋଇପାରେ ବାଣର ଧୂଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଣ ଫୁଟାଇବାକୁ ତ ସମସ୍ତେଙ୍କୁ ଭଲ ଲାଗେ। କିନ୍ତୁ ବାଣ କେଉଁ ହାନିକାରକ ରସାୟନରେ ତିଆରି କରାଯାଉଛି ଏବଂ ଏହା ସ୍ୱାସ୍ଥ୍ୟ ଉପରେ କିପରି କୁପ୍ରଭାବ ପକାଉଛି ତାହା ଜାଣନ୍ତୁ।
- ବାଣରେ...
ଦୀପାବଳିରେ ବାଣ ପ୍ରଦୂଷଣରୁ କିପରି ରକ୍ଷା ପାଇବେ ଶ୍ୱାସ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଗଲା ଦୀପାବଳି। ଘର ସଫା ଠାରୁ ଆରମ୍ଭ କରି ଘରସଜ୍ଜା ଯାଏଁ, ଘରେ ଘରେ ଚାଲିଛି ପ୍ରସ୍ତୁତି। କିନ୍ତୁ ଦୀପାବଳିରେ ମୁଖ୍ୟ ଆକର୍ଷଣ ହେଲା ବାଣ। ଦୀପାବଳିରେ ବାଣର ଖୁବ୍ ମଜା...
ଲଞ୍ଚ୍ ହେଲା Vivo iQoo Neo 855 ସ୍ମାର୍ଟଫୋନ, ମିଳିବ ୩୩ ୱାଟ୍ ଫାଷ୍ଟ୍ ଚାର୍ଜିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏହାର iQoo Neo 855 ନାମକ ସ୍ମାର୍ଟଫୋନ ଚୀନ୍ରେ ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୮୫୫ ପୋସେସର ଦିଆଯାଇଥିବା ବେଳେ ଏଥିରେ ୩୩ ୱାଟ୍...
ବ୍ୟକ୍ତିଗତ ସମ୍ପତ୍ତି ସହ ଲିଙ୍କ୍ ହେବ ଆଧାର ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗକୁ ବ୍ୟକ୍ତିଗତ ସମ୍ପତ୍ତି ସହ ଲିଙ୍କ୍ ହେବ ଆଧାର ନମ୍ବର। ସାଧାରଣ ଲୋକଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଏଭଳି ଏକ ନୂଆ ଆଇନ୍ ତିଆରି କରିବାକୁ ଯାଉଛନ୍ତି ଭାରତ...
ଫେସବୁକରେ ମିଳବ ଟଙ୍କା, ଆସୁଛି ନୂଆ ଫିଚର
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେସବୁକ୍ ତାର ବ୍ୟବହାରକାରୀମାନଙ୍କ ପାଇଁ ଗୋଟିଏ ନୂଆ ଫିଚର ଆଣୁଛି। ଯାହାର ନାଁ ହେଉଛି ନ୍ୟୁଜ୍। ଏହି ଫିଚରରେ କ୍ଲିକ୍ କରିବା ମାତ୍ରେ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ଖବର ଜାଣିପାରିବେ।
ତେବେ ଏହି...
୬ ଦିନ ବନ୍ଦ ରହିବ ମୋବାଇଲ ନମ୍ବର ପୋର୍ଟିଂ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆହୁରି ସହଜ ହେବ ମୋବାଇଲ ନମ୍ବର ପୋର୍ଟାବିଲ ବ୍ୟବସ୍ଥା। ଫୋନ୍ ନମ୍ବର ପୋର୍ଟ ହେବାକୁ ଆଗରୁ ୭ ଦିନ ଲାଗୁଥିବା ବେଳେ ଏଣିକି ମାତ୍ର ୨ ଦିନରେ ନମ୍ବର ପୋର୍ଟ ହୋଇପାରିବ।...
୩ ମାସରେ ଥରେ ବଦଳାନ୍ତୁ ଟୁଥ୍ ବ୍ରସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତ୍ୟେକ ଜିନିଷ ବ୍ୟବହାରର ଗୋଟିଏ ସମୟ ଅବଧି ରହିଛି। ଅବଧି ଶେଷ ହେବା ପରେ କୌଣସି ଜିନିଷକୁ ବ୍ୟବହାର କରିବା ଶରୀର ପାଇଁ ହାନିକାରକ ହୋଇଥାଏ।
କେବଳ ସେତିକି ନୁହେଁ ଦାନ୍ତ ଘଷିବା...
କପ୍ରୁ କେମିତି ଛଡ଼ାଇବେ ଚା’-କଫି ଦାଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ଚା’ ଓ କଫି ପିଇବା ଦ୍ୱାରା କପ୍ରେ ବା ମଗ୍ରେ ଦାଗ ଲାଗିଯାଏ। ପ୍ରାୟ ଲୋକ ଜାଣି ନଥା’ନ୍ତି, କେମିତି କପ୍ରୁ ଦାଗ ଛଡ଼ାଇବେ ବା ପୂର୍ବ ଭଳି ଚମକ...
ସହଜରେ କେମିତି ଛଡ଼ାଇବେ ରସୁଣ ଚୋପା?
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ କଲା ବେଳେ ରସୁଣ ଚୋପା ଛଡ଼ାଇବା କଷ୍ଟ ହୋଇଥାଏ। ଜାଣନ୍ତୁ କମ୍ ସମୟରେ କେମିତି ଛଡ଼ାଇବେ ରସୁଣ ଚୋପା।
ଗୋଟେ ପାତ୍ରରେ ପାଣି ଭର୍ତ୍ତି କରନ୍ତୁ। ଏଥିରେ ରସୁଣ କୋଲାକୁ ପକାନ୍ତୁ।...





















