ଯୁବକଙ୍କ ପାଇଁ ମହଙ୍ଗା ପଡ଼ୁଛି ଶସ୍ତା ଇଣ୍ଟରନେଟ ପ୍ୟାକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଟରନେଟ ବଢ଼ାଉଛି ମାନସିକ ରୋଗ
ପ୍ରତିଦିନ ପ୍ରାୟ ୫୦ ଜଣ ଲୋକ ମାନସିକ ରୋଗରେ ଆକ୍ରାନ୍ତ
୧୬ ବର୍ଷ ବୟସ ମଧ୍ୟରେ ଶତକଡ଼ା ୧୩ ଭାଗ ପିଲା ମାନସିକ...
ପୁଣି ଜିକା ଭାଇରସ୍ ଆତଙ୍କ – ରାଜସ୍ଥାନରେ ୨୨ ଆକ୍ରାନ୍ତ, ପିଏମ୍ଓ ମାଗିଲା ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନରେ ଜିକା ଭାଇରସ୍ର ଆତଙ୍କ। ରାଜସ୍ଥାନର ରାଜଧାନୀ ଜୟପୁରରେ ଜିକା ଭାଇରସ୍ରେ ୨୨ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଜିକା ଭାଇରସ୍ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ)...
ସକାଳ ଜଳଖିଆ ଖାଆନ୍ତୁ, ସୁସ୍ଥ ରୁହନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ ଶରୀର ପାଇଁ ବ୍ରେକଫାଷ୍ଟ ନିହାତି ଦରକାର। କାରଣ ବ୍ରେକଫାଷ୍ଟ ଶରୀରକୁ ସତେଜ ରଖିଥାଏ।
ସୁସ୍ଥ ଜୀବନ ଯାପନ ପାଇଁ ଖାଦ୍ୟର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସକାଳ ଜଳଖିଆ ସବୁଦିନ ଖାଇବା...
Jio Odisha lends support to Swachhata Hi Sewa movement
OdishaLIVE Bureau
Cleanliness drive near schools, anganwadis, parks and public places across Odisha by Jio
World Health Organisation (WHO) estimates that cleanliness drives can help save...
କଦଳୀ ପତ୍ରରେ ଖାଆନ୍ତୁ, ସୁସ୍ଥ ରୁହନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ କଦଳୀ ପତ୍ରରେ ଭୋଜନ କରନ୍ତୁ।
ଫାଇବର, କାଚ, କଂସା, ସିଲ୍ଭର୍ ଓ ଷ୍ଟିଲ ଆଦି ପ୍ଲେଟ୍ରେ ଖାଦ୍ୟ ଖାଇବା ଅପେକ୍ଷା କଦଳୀ...
ଆସନ୍ତୁ ଜାଣିବା ସାମ୍ପୁ କରିବାର ସଠିକ୍ ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
କେଶର ସୌନ୍ଦର୍ଯ୍ୟକୁ ଯଦି ବଢ଼େଇବାକୁ ଚାହୁଁଛନ୍ତି, ତେବେ ଏହି ଉପାୟକୁ ଆପଣାନ୍ତୁ।
ଯଦି ଆପଣଙ୍କ କେଶମୂଳ ଶୁଷ୍କ, ତେବେ ଆପଣ ସବୁଦିନ ସାମ୍ପୁ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ...
ଖଣ୍ଡେ ବରଫ ଦୂର କରିବା ଆପଣଙ୍କ ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତୁ ଜାଣିବା ବରଫର ଉପକାରୀ ଗୁଣ ବିଷୟରେ…
ମେକଅପ୍ କରିବା ପୂର୍ବରୁ ବରଫକୁ ନିଜ ମୁହଁରେ ୫ମିନିଟ ଯାଏଁ ମାଲିସ କରନ୍ତୁ। ଏପରି କରିବା ଫଳରେ ମେକଅପ୍ ଅଧିକ ସମୟ ରହିଥାଏ।
...
କେଉଁ ସବୁ ଖାଦ୍ୟ ରାତିରେ ଖାଇବା ମନା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତୁ ଜାଣିବା ରାତିରେ କେଉଁ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
ବର୍ଗର
ରାତିରେ ବର୍ଗର ଖାଇଲେ ତାହା ପେଟରେ ଏସିଡ୍ ଉତ୍ପନ୍ନ କରିଥାଏ। ଏଥିପାଇଁ ଛାତି ପୋଡ଼ାଜଳା ହୁଏ।
ଇଟାଲିଅନ୍ ଖାଦ୍ୟ
ଇଟାଲିଅନ୍ ଖାଦ୍ୟକୁ...
ଲସି ପିଅନ୍ତୁ, ଫିଟ୍ ରୁହନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆମେ ଆପଣଙ୍କୁ ଜଣାଉଛୁ, ଲସି ପିଇଲେ କ’ଣ ସବୁ ଫାଇଦା ମିଳିଥାଏ?
ଶରୀର ତାପମାତ୍ରାକୁ ନିୟନ୍ତ୍ରଣ କରେ
ଲସିରେ ଥିବା ଇଲେକ୍ଟ୍ରେଲାଇଟ୍ ଏବଂ ପାଣିର ମାତ୍ରା ଶରୀରର ନମନିୟତାକୁ ବଜାଇ ରଖିଥାଏ। ଯାହାଦ୍ୱାରା...
ଓଡ଼ିଶାରେ ଭୟଙ୍କର ହେଉଛି କ୍ୟାନ୍ସର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କର୍କଟ ରୋଗ ଭୀଷଣ ଭାବରେ ମାଡ଼ି ଚାଲିଛି। ସମଗ୍ର ଦେଶରେ କର୍କଟ ରୋଗ କ୍ଷେତ୍ରରେ ରାଜ୍ୟ ଏକ ଗୁରୁତର ସ୍ଥିତିରେ ପହଞ୍ଚିଥିବା ବିଷୟ ଏକ ଅଧ୍ୟୟନରୁ ଜଣାପଡ଼ିଛି। କର୍କଟ ରୋଗରେ...





















