ରାଜ୍ୟରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସ୍କ୍ରବ୍ ଟାଇଫସକୁ ନେଇ ଚିନ୍ତା ବଢ଼ିବାକୁ ଲାଗିଛି। ରାଜ୍ୟରେ ପ୍ରତିଦିନ ନୂଆ ନୂଆ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହେଉଛନ୍ତି। ଦୁଇ ତିନୋଟି ଜିଲ୍ଲାକୁ ଛାଡ଼ିଲେ ଅନ୍ୟ ଜିଲ୍ଲାରେ ସ୍କ୍ରବ ଟାଇଫସ୍...
କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ, ଚାଲିଛି ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ରକ୍ତ ନମୁନା ପରୀକ୍ଷା କରାଇଥିଲେ।...
କାହିଁକି ହୋଇଥାଏ ଗଳା ସଂକ୍ରମଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/f2ZgtFagHkY?si=_FHbpk6-JLlNNLNX
ଗଳା ସଂକ୍ରମଣ ହେଲେ ଗଳା ଦରଜ ହେବା, ଛେପ ଢୋକିବା ବେଳେ କଷ୍ଟ ଅନୁଭବ ହେବା, ତଣ୍ଟି ବସିଯିବା ଭଳି ଲକ୍ଷଣ ଦେଖାଦିଏ। ଗଳା ସଂକ୍ରମଣ ଅଧିକ ଦିନ ଧରି...
ପଦାର୍ଥ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ, ଆନୀ ଏଲ'ହୁଇଲିଅର ପାଇବେ ଫିଜିକ୍ସ ନୋବେଲ ପୁରସ୍କାର
ଘୋଷଣା ହୋଇଛି ଚଳିତବର୍ଷର ନୋବେଲ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାମ। ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ...
ଦିଲ୍ଲୀ ଆଖପାଖ ଅଞ୍ଚଳରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨
ଓଡ଼ିଶାଲାଇଭ୍ ବ୍ୟୁରୋ
ଥରିଲା ଉତ୍ତର ଭାରତ। ମଙ୍ଗଳବାର ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିଲା।
୨ଟା ୫୧ ଓ ୨ଟା ୫୩...
ରାଜ୍ୟରେ ଅସୁରକ୍ଷିତ ଗଜରାଜ, ୮ ବର୍ଷରେ ୬୯୮ ହାତୀ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ହାତୀ ଓ ବାଘଙ୍କ ଅକାରଣରେ ମୃତ୍ୟୁ ନେଇ ବିଧାନସଭାରେ ବିତର୍କ ହୋଇଛି। ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନରେ ରାଜ୍ୟରେ ହାତୀ ଓ ବାଘ ମୃତ୍ୟୁର କାରଣ ଓ ନିରାକରଣର ଉତ୍ତର...
ଭାରତର ସିରମ ଇନଷ୍ଟିଚ୍ୟୁଟର ନୂଆ ମ୍ୟାଲେରିଆ ଟିକାକୁ ‘ଡବ୍ଲୁଏଚଓ’ର ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମ୍ୟାଲେରିଆ ନିରାକରଣ ପାଇଁ ଭାରତର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ଟିକାକୁ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ମଞ୍ଜୁରୀ ମିଳିଛି। 'ଆର୍ ୨୧/ ମାଟ୍ରିକ୍ସ ଏମ' ନାମକ...
ଡେଙ୍ଗୁଠାରୁ କିପରି ରକ୍ଷା ପାଇବେ?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟବ୍ୟୁରୋ
https://youtu.be/4zkg_zuzS8M?si=bA_zv9kOCAx2mngf
ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ, ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ନ୍ତି।
ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ, ଡେଙ୍ଗୁକୁ ରୋକିବା କିପରି ଏବଂ...
ବୟସ୍କ ବ୍ୟକ୍ତି କେମିତି କରିବେ ଯୋଗାସନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/LMd0fJz_g-s?si=VSthitKphHBq-xlJ
ଯୋଗ ହେଉଛି ଏକ ସାଧନ। ଯୋଗକୁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କରି ସୁସ୍ଥ ରହିପାରିବେ। କିନ୍ତୁ ସମସ୍ତଙ୍କ ପାଇଁ ଯୋଗର ଆସନ ଭିନ୍ନଭିନ୍ନ ହୋଇଥାଏ। ଯୋଗ ଦ୍ଵାରା ବୟସ୍କଙ୍କଠାରେ ଦେଖାଦେଉଥିବା ବିଭିନ୍ନ...
ବରିଷ୍ଠ ନାଗରିକ କେମିତି ରହିବେ ଫିଟ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/s0XIN1r8Cu4?si=a6rZ0bRb3yZZpbiV
ଆଜି ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନ ପାଇଁ ସଚେତନ ହେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ମାସ ୧ ତାରିଖରେ ଏହି...





















