ଓଡ଼ିଶାର ଗ୍ରାମାଞ୍ଚଳରେ ମିଳିବ ଦ୍ରୁତ ଇଣ୍ଟରନେଟ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଗ୍ରାମାଞ୍ଚଳରେ ଭାରତନେଟ ପ୍ରକଳ୍ପ ଅନ୍ତର୍ଗତ ମିଳିବ ଦ୍ରୁତ ଇଣ୍ଟରନେଟ୍ ସେବା
ଓପିଟିସିଏଲ୍, ବିଏସଏନଏଲ ଓ ଓକାକ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ
ଉପକୃତ ହେବେ ରାଜ୍ୟର ୧୩୨ ବ୍ଲକର...
ହ୍ଵାଟ୍ସଆପର ନୂଆ ଫିଚର, ଏଣିକି ୪ଟି ଫୋନରେ ବ୍ୟବହାର କରିହେବ ଗୋଟିଏ ଆକାଉଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଆମେ ନିଜର ହ୍ଵାଟ୍ସଆପ୍ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ କିମ୍ବା କମ୍ପ୍ୟୁଟରରେ ଲଗଇନ୍ କରି ବ୍ୟବହାର କରିପାରୁଛୁ। ଆଗକୁ ହ୍ଵାଟ୍ସଆପକୁ ଏକା ସାଙ୍ଗେ ୪ଟି ଅତିରିକ୍ତ ସ୍ମାର୍ଟଫୋନରେ ବ୍ୟବହାର କରିହେବ।...
ଧାନରୁଆ ମେସିନ ତିଆରି କରି ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେଲେ ଜୟପୁରର ସଦାଶିବ ମାଝି
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ସ୍ଵଦେଶୀ ଜ୍ଞାନ କୌଶଳରେ ଧାନରୁଆ ମେସିନ ତିଆରି କରି ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି ଜୟପୁରର ସଦାଶିବ ମାଝି। ସଦାଶିବ ବୃତ୍ତିରେ ଜଣେ ଓ୍ଵେଲଡର, ହେଲେ ନିଶା ତାଙ୍କର କିଛି...
କେମିତି ତିଆରି ହୋଇଥିଲା ବିଜୁ ବାବୁଙ୍କ ‘କଳିଙ୍ଗ ଏୟାରଲାଇନ୍ସ’?
ନୀଳାମ୍ବର ରଥ
[youtube https://www.youtube.com/watch?v=feOyCCjbudg]
ତତ୍କାଳୀନ ଭାରତରେ ଗୋଟିଏ ଘରୋଇ ବିମାନ କମ୍ପାନି ତିଆରି କରିବା କୌଣସି ଅସାଧ୍ୟ କାମଠାରୁ କମ୍ ନଥିଲା। ତଥାପି ନିଜ ନିଷ୍ଠା ଏବଂ ଚେଷ୍ଟା ବଳରେ ‘କଳିଙ୍ଗ ଏୟାରଲାଇନ୍ସ’ ତିଆରି...
ଓଡ଼ିଶାର ସରକାରୀ କଲେଜରେ ଲାଗିବ ସୋଲାର ପାୱାର ସିଷ୍ଟମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଓଡ଼ିଶାର ସରକାରୀ କଲେଜରେ ଲାଗିବ ସୋଲାର ପାୱାର ସିଷ୍ଟମ୍। ଏହି ସୌର ଶକ୍ତିରୁ କଲେଜର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରାଯିବ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସୂଚନା...
ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ରିଲାଏନ୍ସ ଜିଓ ୫ଜି ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ୫ଜି ସେବା। ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ୫ଜି ଟେଲିକମ ସେବା ଆରମ୍ଭ...
ଚନ୍ଦ୍ରଯାନ-୩ ମିଶନ ପାଇଁ ସିଇ-୨୦ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ କଲା ଇସ୍ରୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରାୟନ-୩ ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଇସ୍ରୋ ଚନ୍ଦ୍ରାୟନ-୩ ମିଶନ ପାଇଁ ରକେଟରେ ବ୍ୟବହାର ହେବକୁଥିବା ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ...
ନୂଆ ରୂପ ନେଉଛି ବିଜୁ ବାବୁଙ୍କ ‘ଡାକୋଟା’
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ରୂପ ନେବାକୁ ଯାଉଛି ବିଜୁ ବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ। ଡାକୋଟାର ମରାମତି ସହ ରଙ୍ଗ ଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ ୫ ତାରିଖ...
କୃଷି ଓଡ଼ିଶା-୨୦୨୩ରେ ଚାଷ କାର୍ଯ୍ୟ ପାଇଁ ଡ୍ରୋନ ଟେକ୍ନୋଲୋଜିର ପ୍ରଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି କ୍ଷେତ୍ରରେ ଏବେ ଅନେକ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ହେଉଛି। ଏହା କୃଷକମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବାରେ ସହାୟ ହେଉଛି। ଆଗରୁ ଲୋକେ କେବଳ ଟ୍ରାକ୍ଟର...
ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ଵିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଶନିବାର ଦିନ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଇଣ୍ଡିଆନ ରାଇସ କଂଗ୍ରେସ...





















