ଟ୍ଵିଟରର ନୂଆ ଫିଚର୍: ଏଡ଼ିଟ୍ କରିପାରିବେ ପୋଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଟ୍ଵିଟରରେ ଏଡିଟ କରିବାର ବିକଳ୍ପ ଉପଲବ୍ଧ ହେବ। ଏହି ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିଛି ଟ୍ୱିଟର। ପରୀକ୍ଷାମୂଳକ ଭାବେ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ନୂଆ ଫିଚର...
ଆକାଶ ନୀଳ ଦିଶେ କାହିଁକି?
ଉପସ୍ଥାପନା: କପିଳାସ ଭୂୟାଁ
ପୃଥିବୀ ଉପରକୁ ଆସୁଥିବା ସୂର୍ଯ୍ୟାଲୋକର କିରଣ ଧଳା ଦିଶୁଥିବା ବେଳେ ଆକାଶର ରଙ୍ଗ କାହିଁକି ନୀଳ ଦିଶେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରେ।
ଆକାଶର ରଙ୍ଗ ନୀଳ ଦିଶିବା ପଛରେ...
ଜାଣନ୍ତୁ ଆପଣଙ୍କ ସ୍ମାର୍ଟଫୋନରେ କାମ କରିବ କି ନାହିଁ ୫-ଜି ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଜିଓ ଭାରତରେ ୫-ଜି ସେବା ଆରମ୍ଭ କରିବାକୁ ଘୋଷଣା କରିସାରିଛି। କମ୍ପାନି ଦୀପାବଳି ଅବସରରେ ଜିଓ ୫-ଜି ସେବା ଆରମ୍ଭ କରି ଉପଭୋକ୍ତାଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପହାର ଦେବ।...
ପ୍ରଥମ ବିଫଳତାରୁ ପାଇଥିଲି ସଫଳ ଷ୍ଟାର୍ଟଅପ୍ର ସୂତ୍ର – ଅମୀୟ ସାମନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UdPfYdDq6Ts]
ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା...
ବିକ୍ରମ ସାରାଭାଇ – ଭାରତୀୟ ମହାକାଶ ଗବେଷଣାର ଜନକ
ଓଡ଼ିଶାଲାଇଭ୍ ବ୍ୟରୋ
ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରତିଷ୍ଠାତା ବିକ୍ରମ ସାରାଭାଇଙ୍କ ଆଜି ଜୟନ୍ତୀ। ୧୯୧୯ ମସିହା ଆଜିର ଦିନରେ ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ ସାରାଭାଇ।...
ଓଡ଼ିଶାରେ ଉଦ୍ୟୋଗ ବିକାଶ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନୂଆ ଫୋରମ – ନିପୋ
ବିଶ୍ଵଜିତ ସାହୁ
[youtube https://www.youtube.com/watch?v=dhM9Uyq9BHo]
ଗ୍ଲୋବାଲ ନେଟଓ୍ଵର୍କ ଅଫ୍ ଅନ୍ତ୍ରୋପ୍ରିନିୟର୍ସ ଆଣ୍ଡ୍ ପ୍ରଫେସନାଲସ୍ ଫର୍ ଓଡ଼ିଶା (ନିପୋ)
ଜାତୀୟ ଏବଂ ଅନ୍ତର୍ଜାତୀୟ ନେଟଓ୍ଵର୍କିଂ ଉପରେ ଗୁରୁତ୍ଵ
ଓଡ଼ିଶାର ଷ୍ଟାର୍ଟଅପ୍ମାନଙ୍କୁ ନୂଆ ଦିଗ ଦେବା...
ସାଇବର ଗୁପ୍ତଚର ‘ପେଗାସସ୍’କୁ ନେଇ ଦେଶରେ ଝଡ଼
ବିଶ୍ଵଜିତ ସାହୁ
[youtube https://www.youtube.com/watch?v=PwJfZP9jHfo]
ଭାରତ ସରକାର ଇସ୍ରାଏଲଠାରୁ ସ୍ପାଇଓ୍ଵେର ଟେକ୍ନୋଲୋଜି 'ପେଗାସସ୍' କିଣିଥିବା ନେଇ ନିକଟରେ ବୈଦେଶିକ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଆସିବା ପରେ ଗତ...
ଜିଓର ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’ – ଜାଣନ୍ତୁ କ’ଣ ରହିଛି ଫିଚର?
Tech Review by Biswajit Sahoo
ଏଥର ଦୀପାବଳିରେ ବଜାରକୁ ଆସିଛି ଜିଓର ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’। ଭାରତୀୟ ସ୍ମାର୍ଟଫୋନ୍ ବଜାରର ବଢୁଥିବା ଚାହିଦାକୁ ଲକ୍ଷ୍ୟ କରି ରିଲାଏନ୍ସ ଜିଓ ଏହି ସ୍ମାର୍ଟଫୋନ୍...
‘ଷ୍ଟାର୍ଟଅପ୍ ଷ୍ଟୋରି’ର ଷଷ୍ଠ ଅଧ୍ୟାୟରେ ‘ଅଫ୍ବିଜିନେସ୍’ ସିଇଓ ଆଶିଷ ମହାପାତ୍ରଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Z5u89fn4eJQ]
ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବ୍ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି'ର ସେପ୍ଟେମ୍ଵର ସଂସ୍କରଣରେ ଦେଖନ୍ତୁ ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ରଙ୍କ କାହାଣୀ।
ବଡ଼ ବଡ଼ କର୍ପୋରେଟ୍ ଉଦ୍ୟୋଗ ଦେଶର ଜିଡିପି ବୃଦ୍ଧିରେ...
ରେଡିଓ ଚକଲେଟ୍ରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ – ଆଜି ଦିନ ୧ଟାରେ ଶୁଣନ୍ତୁ ଯୁବ ଉଦ୍ୟୋଗୀ ଗୌତମ କୁମାରଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=dJ8kl3NR_-4]
‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ରେଡିଓ ଚକଲେଟ୍ ୧୦୪ ଏଫଏମ୍ରେ ପ୍ରାସାରିତ ହେବ। ଆଜି ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ପ୍ରତିଭାବାନ୍ ଯୁବ ଷ୍ଟାର୍ଟଅପ୍...




















