“ବର୍ତ୍ତମାନ ସମୟରେ ଭିନ୍ନକ୍ଷମମାନଙ୍କୁ ସ୍ଵାବଲମ୍ବୀ କରାଇବାର ଆବଶ୍ୟକତା ରହିଛି”
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସାମାରୋହ ଉଦଘାଟିତ ହୋଇଯାଇଛି। ଏହି ତିନିଦିନିଆ ସମାବେଶକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ...
ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି। ଶୁକ୍ରବାର ରାୟପୁରରେ ମ୍ୟାଚ...
ଛତୁଆ ବିଲ୍ ପାଇଁ ଲାଞ୍ଚ, ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଛତୁଆ ବିଲ୍ କରାଇଦେବାକୁ ଲାଞ୍ଚ ନେଇ ଧରାପଡ଼ିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ...
ପାରାଦୀପ ବନ୍ଦରରେ ଜାହାଜରୁ ୨୦୦ କୋଟି ଟଙ୍କାର କୋକେନ୍ ଜବତ, ଡେନମାର୍କକୁ ଚୋରାଚାଲାଣ ବେଳେ ଧରାପଡ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ବନ୍ଦରକୁ ଆସିଥିବା ଏକ ଜାହାଜରୁ ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ ଜବତ ହୋଇଛି। ଏହି ନିଶା ଦ୍ରବ୍ୟ ‘କୋକେନ୍’ ହୋଇଥିବା ପରୀକ୍ଷା ପରେ ଜଣା ପଡ଼ିଛି। ଏହାର ମୂଲ୍ୟ ୨୦୦...
ଉତ୍କଳ ବିଶ୍ଵବିଦ୍ୟାଳୟକୁ ‘ଏ ପ୍ଲସ’ ଗ୍ରେଡ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି ‘ଏ ପ୍ଲସ’ ଗ୍ରେଡ ମାନ୍ୟତା। ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବରୁ ନାକ୍ ଟିମ୍ ଗସ୍ତ କରି ଉତ୍କଳ...
ଭୁବନେଶ୍ଵରରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪ ଜଣ ଓଡ଼ିଆ ଶ୍ରମିକ ଗୁରୁବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଶ୍ରମିକମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା...
ବାତ୍ୟା ସମ୍ଭାବନା, ଡିସେମ୍ବର ୪ରୁ ଭିଜିବ ଓଡ଼ିଶା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇ ଡିସେମ୍ବର ୪ ତାରିଖ ବେଳକୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଡିସେମ୍ବର ୪ ତାରିଖରୁ ଓଡ଼ିଶାର ବିଭିନ୍ନ...
ଏଡ୍ସ ସମ୍ପର୍କରେ ଜନସଚେତନତା ପାଇଁ ଆଜି ପାଳିତ ହେଉଛି ‘ବିଶ୍ୱ ଏଡ୍ସ ଦିବସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ। ୧୯୮୮ ମସିହାରୁ ପ୍ରତି ବର୍ଷ ଡିସେମ୍ବର ୧ ରେ ଅନ୍ତର୍ଜାତୀୟ ସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଏଡ୍ସ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା...
କେନ୍ଦୁଝର: ଅଧା ରହିଗଲା ମା’ ତାରିଣୀଙ୍କ ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେତେ ଖୁସିରେ ବାହାରିଥିଲେ ମା’ ତାରିଣୀଙ୍କ ଦର୍ଶନ କରିବାକୁ, ହେଲେ କିଏ ଜାଣିଥିଲା ବାଟରେ ଛକି ବସିଥିବ ଯମ। ମା’ଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଚାଲି ଗଲା ୮ ଜଣଙ୍କର ଜୀବନ।...
୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆସିଲା ଏକ୍ଜିଟ ପୋଲ୍, ସବୁଠି ଦଳଙ୍କ ମଧ୍ୟରେ କଡ଼ା ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ୍ଜିଟ ପୋଲ୍ ମତ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗୁଆ ବିଜେପି
କଂଗ୍ରେସ ସପକ୍ଷରେ ଯାଇପାରେ ତେଲଙ୍ଗନା ଓ ଛତିଶଗଡ଼
ମିଜୋରାମରେ ଦେଖିବାକୁ ମିଳିପାରେ ଝୁଲା ସରକାର
ଭାରତର ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼,...





















