ଗଗନଯାନ ମିଶନ ପାଇଁ ଆଉ ପାଦେ ଆଗେଇଲା ଇସ୍ରୋ, ସଫଳ ହେଲା ପ୍ରଥମ ପରୀକ୍ଷାମୂଳକ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ନିଜର ମାନବ ମହାକାଶ ମିଶନ 'ଗଗନଯାନ'ର ପ୍ରଥମ ଟେଷ୍ଟ ଫ୍ଲାଇଟ ‘ଟିଭି-ଡି୧’କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଟେଷ୍ଟ ଫ୍ଲାଇଟରେ ଗଗନଯାନ ମିଶନର...
ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନୁଷ୍ଠିତ ହେଲା ଶିଳ୍ପ ସୁରକ୍ଷା ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ପ୍ଲାଣ୍ଟରେ ଗୁରୁବାର ଏକ ଶିଳ୍ପ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଆଇନ ଶୃଙ୍ଖଳା ଓ ଶିଳ୍ପ ସୁରକ୍ଷା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ...
ରାଜ୍ୟରେ ଗଡ଼ିଲା ଘରୋଇ ବସ୍, ଅକ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ଧର୍ମଘଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବସ୍ ଧର୍ମଘଟକୁ ସ୍ଥଗିତ ରଖିବା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଏବେ ଅକ୍ଟୋବର ୩୧ ତାରିଖ ଯାଏଁ ଧର୍ମଘଟକୁ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା...
ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା, ପୀଠରେ ମହାଅଷ୍ଟମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଜଗତଜନନୀ ମା' ଦୁର୍ଗାଙ୍କର ମହାସପ୍ତମୀ ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବାବେଳେ, ପୀଠରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।ମା'ଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା...
ଏସବିଆଇରେ ୪୩୯ଟି ସ୍ପେସାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ସୁଯୋଗ, ଆଜି ସରିବ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ରହିଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୪୩୯ଟି ଏସଓ ପଦବୀ ପୂରଣ...
ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ୨୭ ବର୍ଷ ପରେ ଆସିଲା ରାୟ, ୩ ଦୋଷୀଙ୍କୁ ଆଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ବରମୁଣ୍ଡାଠାରେ ଦୀର୍ଘ ୨୭ ବର୍ଷ ପୂର୍ବେ ଘଟିଥିବା ଟ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି। ଭୁବନେଶ୍ଵର ଏଡିଜେ-୨ କୋର୍ଟ ଏହି ହତ୍ୟା ମାମଲାର ବିଚାର କରି ଶୁକ୍ରବାର ଦିନ...
ପାର୍ବଣ ସମୟରେ ଭୁବନେଶ୍ଵରବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ବଣ ଋତୁ ଆସିଲେ ଭୁବନେଶ୍ଵରରେ ବଢ଼ିଯାଏ ଅପରାଧୀଙ୍କ ଦୌରାତ୍ମ୍ୟ। ଏବେ ପ୍ରତଦିନ ଚୋରି, ଡକାୟତି ଘଟଣା ସାମ୍ନାକୁ ଆସୁଥିବାରୁ ପୋଲିସ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜଧାନୀରେ ଅପରାଧୀଙ୍କୁ...
ଏସିଆନ ପାରା ଗେମ୍ସ: ପ୍ରତି ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ପାରା ଗେମ୍ସରେ ଖେଳିବେ ଓଡ଼ିଶାର ୭ ଖେଳାଳି
ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ରାଶି ଘୋଷଣା
ଚୀନର ହାଙ୍ଗଝୌଉରେ ହେବାକୁ...
ଜେଲରୁ ମୁକୁଳିଲେ ନିଠାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରୁ ମୁକୁଳିଲେ ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର। ଅକ୍ଟୋବର ୧୬ ତାରିଖରେ ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ଅଭିଯୁକ୍ତ ମୋନିନ୍ଦର ସିଂ...
ଆଇସିସି ବିଶ୍ଵକପ: ଅଷ୍ଟ୍ରେଲିଆର ଭଲ ବ୍ୟାଟିଂ ପ୍ରଦର୍ଶନ, ପାକିସ୍ତାନ ଆଗରେ ୩୬୮ ରନର ବିଜୟ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶୁକ୍ରବାର ଖେଳାଯାଉଛି ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ମ୍ୟାଚ। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୩୬୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ପକ୍ଷରୁ...





















