ହତ୍ୟା ଧମକ୍: ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ପ୍ଲସ ସୁରକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ଫ୍ଲସ ସୁରକ୍ଷା। ଲଗାତର ହତ୍ୟା ଧମକ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ ଶାହାରୁଖ ଖାନ।
ମହାରାଷ୍ଟ୍ର...
ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ନଭେମ୍ବର ମାସରେ ନିର୍ବାଚନ ହେବ। ଏଥିପାଇଁ ସୋମବାର ବିଜେପି ପକ୍ଷରୁ ରାଜସ୍ଥାନ,...
ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ବସ୍ ଧର୍ମଘଟକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଅଲ ଓଡ଼ିଶା ବସ ମାଲିକ...
ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ କ୍ଲାଉଡିଆ ଗୋଲ୍ଡିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଶ୍ରମବଜାର ସମ୍ପର୍କିତ ନିଜର ଗବେଷଣା ଓ ସିଦ୍ଧାନ୍ତ ପାଇଁ କ୍ଲାଉଡିଆଙ୍କୁ ମିଳିବ ନୋବେଲ ପୁରସ୍କାର
ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏନେଇ...
‘ହମାସ’ର ଅନ୍ତ ନହେବା ଯାଏଁ ଜାରି ରହିବ ଯୁଦ୍ଧ – ଇସ୍ରାଏଲ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ହମାସକୁ କଡ଼ା ଜବାବ ଦେବା ପାଇଁ ଇସ୍ରାଏଲ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ...
‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ଅକ୍ଟୋବର ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଡାକରା...
ଓଡ଼ିଶାର ୫ଟି ନୂଆ ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ଯୋଜନାରେ ଜଳ ଯୋଗାଣ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ି ହୋଇଛି ରାଜ୍ୟର ୫ଟି ନୂଆ ସହର। ସୋମବାର ଓଡ଼ିଶାର ମୟୂରଭଞ୍ଜର ରାଇରଙ୍ଗପୁର, ସୁନ୍ଦରଗଡ଼ର ବୀରମିତ୍ରପୁର ଓ ରାଜଗାଙ୍ଗପୁର, କେନ୍ଦୁଝରର ଚମ୍ପୁଆ ଏବଂ...
ଆସୁଛନ୍ତି ମା’: ଗଙ୍ଗନଗରରେ ରାଜସ୍ଥାନ ପ୍ରାସାଦରେ ପୂଜା ପାଇବେ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ମଣ୍ଡପଗୁଡ଼ିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା। କେଉଁଠି ମୂର୍ତ୍ତି ନିର୍ମାଣ ତ ଆଉ କେଉଁଠି ତୋରଣ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି।
ଚଳିତବର୍ଷ ରାଜଧାନୀର...
୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ: ନଭେମ୍ବରରେ ନିର୍ବାଚନ, ଡିସେମ୍ବରରେ ଫଳାଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନ ଓ ମିଜୋରାମରେ ଭୋଟ
ନଭେମ୍ବରରେ ନିର୍ବାଚନ, ଡିସେମ୍ବର ୩ରେ ଆସିବ ଫଳାଫଳ
ମାଓବାଦୀ ପ୍ରବଣ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ପଡ଼ିବ ଭୋଟ
ଏନଡିଏ-ଇଣ୍ଡିଆ ମଧ୍ୟରେ ହେବ କଡ଼ା ଟକ୍କର
ମଧ୍ୟପ୍ରଦେଶ,...
ସରିଲା ୧୯ତମ ଏସିଆନ ଗେମ୍ସ, ୧୦୭ ପଦକ ସହ ଏଥର ଭାରତର ଐତିହାସିକ ପ୍ରଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ହାଙ୍ଗଝୌଉରେ ସରିଛି ୧୯ତମ ଏସିଆନ ଗେମ୍ସ। ରବିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଏହି ପ୍ରତିଯୋଗିତାର ଉଦଯାପନୀ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ ହଜାର ଦର୍ଶକ ବିଭିନ୍ନ ଲାଇଟ୍, ସାଉଣ୍ଡ...





















