ୟୁଥ୍ ଫର ୱାଟର ପ୍ଲସ ପକ୍ଷରୁ ବାଲେଶ୍ୱରରେ ନୀଳ ରକ୍ତ କଙ୍କଡ଼ା ସଂରକ୍ଷଣ ଅଭିଯାନ ‘ଲିମୁଲସ୍ ପଲିଫେମସ୍’ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଚାନ୍ଦିପୁରରେ ଆରମ୍ଭ ହୋଇଛି ନୀଳ ରକ୍ତ କଙ୍କଡ଼ା (ହର୍ସ ସୁ କ୍ରାବ) ସଂରକ୍ଷଣ ଅଭିଯାନ ‘ଲିମୁଲସ୍ ପଲିଫେମସ୍’। ମଙ୍ଗଳବାର ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ଶିନ୍ଦେ ମୁଖ୍ୟ ଅତିଥି ଭାବେ...
ଆସୁଛି ଭାଇଜାନଙ୍କ ‘ଟାଇଗର ୩’, ରିଲିଜ ହେଲା ଟିଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳିରେ ରିଲିଜ ହେବ ସଲମାନ ଖାନଙ୍କ 'ଟାଇଗର ୩', ଟିଜର ରିଲିଜ ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ
ରିଲିଜ ହୋଇଛି 'ଟାଇଗର ୩'ର ଟିଜର। ସଲମାନ ଖାନ ତାଙ୍କ ସୋସିଆଲ ମିଡିଆ ପେଜରେ...
କମୁଛି ଜଳସ୍ତର, ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରମୁଣ୍ଡରେ ବର୍ଷା କମିଥିବାରୁ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।
ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର...
ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଏବଂ ତାଙ୍କ ପତ୍ନୀ ମାଳବିକା ଦେଓ। ବୁଧବାର ଦିନ ଭୁବନେଶ୍ଵରସ୍ଥିତ ବିଜେପି କାର୍ଯ୍ୟାଳୟରେ ଉଭୟ ଦଳରେ ମିଶିଛନ୍ତି।
ବିଜେପିର...
ଭୁବନେଶ୍ୱର ଏମସରେ ଖୋଲିବ ତିନି ନୂଆ ବିଭାଗ, ସମ୍ପ୍ରସାରିତ ହେବ ଏକାଡେମିକ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଏମସରେ ଖୋଲିବ ତିନୋଟି ନୂଆ ବିଭାଗ। ସେଗୁଡ଼ିକ ହେଲା ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ଏବଂ ବାୟୋଷ୍ଟାଟିଷ୍ଟିକ୍ସ ବିଭାଗ। ଷ୍ଟାଣ୍ଡିଂ ଏକାଡେମିକ କମିଟି ଏଥିପାଇଁ ଆବଶ୍ୟକ ଅନୁମୋଦନ ପ୍ରଦାନ...
ଏସିଆନ ଗେମ୍ସରେ ଭାରତକୁ ପଞ୍ଚମ ସ୍ଵର୍ଣ୍ଣ, ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ଇଭେଣ୍ଟରେ ସିଫ୍ଟ କୌର ପ୍ରଥମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତକୁ ମିଳିଛି ପଞ୍ଚମ ସ୍ଵର୍ଣ୍ଣ ପଦକ। ପ୍ରତିଯୋଗିତାରେ ବୁଧବାର ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ଇଭେଣ୍ଟରେ ଭାରତର ସିଫ୍ଟ କୌର ସାମ୍ରା...
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା: ଖବର ଦେଇଥିବା ଆଟେଣ୍ଡାଣ୍ଟ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆଟେଣ୍ଡାଣ୍ଟଙ୍କୁ ବୁଧବାର ଦିନ ନିଲମ୍ବିତ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଦାୟିତ୍ଵରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବିତ...
ଉତ୍କଳ ବିଶ୍ୱବିଦ୍ୟାଳୟରେ ନାକ୍ ଟିମ: ବିଭାଗ ବୁଲିଲେ, ଭିତ୍ତିଭୂମି ପରଖିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟ ଗବେଷଣା ଭିତ୍ତିଭୂମି ଦେଖି ଖୁସିବ୍ୟକ୍ତ କଲେ ନାକ୍ ଟିମ
ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଛନ୍ତି ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ(ନାକ୍) ପ୍ରତିନିଧି ଦଳ। ପ୍ରଫେସର ପରିମଲ ବ୍ୟାସଙ୍କ ଅଧ୍ୟକ୍ଷତାରେ...
ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ୍: କ୍ରୀଡ଼ା ଶିକ୍ଷକ ମୃତ, ୨୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ବୁଧବାର ଦିନ ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କ୍ରୀଡ଼ା ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ସ୍ଵାମୀ ବିବେକାନନ୍ଦ ହାଇସ୍କୁଲର କ୍ରୀଡ଼ା...
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ, କ’ଣ ରହିଛି ଏହି ଦିନର ବିଶେଷତ୍ୱ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳିତ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା।...





















