ସଚିବଙ୍କ ଗସ୍ତକୁ ନେଇ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରମ୍ବାର ସଚିବଙ୍କ ଗସ୍ତ ଏବଂ ଖର୍ଚ୍ଚକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ବିରୋଧୀ। ସୋମବାର ଦିନ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାବେଳେ ପୁଣି ସମାନ କଥା ଦୋହରାଇ ସରକାରଙ୍କୁ ଘେରିଥିଲେ...
ବାହା ହେଲେ ପ୍ରେମ ପକ୍ଷୀ: ଏକାଠି ହେଲେ ରାଘବ-ପରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ-ପରିଣୀତି
ପତିପତ୍ନୀ ପାଲଟିଲେ ପରୀ-ରାଘବ। ପରିଣୀତି ଚୋପ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଆପ ନେତା ରାଘବ ଚଢ଼ା। ରାଜସ୍ଥାନ ଉଦୟପୁରସ୍ଥିତ ଲୀଲା ପ୍ୟାଲେସରେ ଏହି ସେଲିବ୍ରିଟି...
ଆଜିଠୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ, ସେପ୍ଟେମ୍ବର ୨୯ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ଏଥିରେ ମୌସୁମୀ ବାୟୁ ରାଜସ୍ଥାନରୁ ବାହାରି ଉତ୍ତର ଭାରତ ଏବଂ ଓଡ଼ିଶା ଦେଇ ଫେରିଯିବ। ଏଥିପାଇଁ ପାଗ ଅନୁକୂଳ ହୋଇଥିବା...
ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୁଣି ମିଳିବ ନାକ୍ ‘ଏ+’ ମାନ୍ୟତା!
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୨୬ରୁ ୨୮ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ ନାକ୍ ଟିମ। ଶିକ୍ଷାର ମାନ, ଭିତ୍ତିଭୂମି ଓ ଗବେଷଣା ବିଷୟ ଉପରେ ହେବ ପୁନଃମୂଲ୍ୟାୟନ
ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ ବା...
ଏସିଆନ ଗେମ୍ସ: ଭାରତ ହାତେଇଲା ପ୍ରଥମ ସ୍ଵର୍ଣ୍ଣ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ହାତେଇଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଏହି ପ୍ରତିଯୋଗିତାର ‘ପୁରୁଷ ୧୦ ମିଟର ଏୟାର ରାଇଫଲ’ ଟିମ ଇଭେଣ୍ଟରେ ସୋମବାର ବିଶ୍ଵ ରେକର୍ଡ...
ଜରତି-ମାନବର ରେଳ ଧାରଣା ଉପରେ ଧସିଲା ମାଟି ଅତଡ଼ା: କୋରାପୁଟରୁ ଜଗଦଲପୁରକୁ ଚଳାଚଳ କରୁଥୁବା ସମସ୍ତ ଟ୍ରେନ୍ ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜରତି ଓ ମାନବର ରେଳ ଧାରଣା ଉପରକୁ ପଥର ଓ ମାଟି ଅତଡ଼ା ଧସିବାରୁ ଜୟପୁର ଓ କୋରାପୁଟ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ୮ଟି...
ଓଡ଼ିଶାରେ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅକ୍ଟୋବର ୧୩
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ଅନେକ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ବିଭିନ୍ନ ବିଷୟ ପାଇଁ...
ସିସୋର ଠକେଇ ମାମଲା: ୯ ବର୍ଷ ପରେ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଦୀର୍ଘ ୯ ବର୍ଷ ପରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳାଙ୍କ ନାଁରେ...
ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି...
ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ୱାସ୍ଥ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଧୀରେ ଧୀରେ ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ୱାସ୍ଥ୍ୟବସ୍ଥା। ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ୭ ଦିନ ହେଲା ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ...





















