ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶା ନେତାଙ୍କୁ ଅଣଦେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରବିବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଘୋଷଣା କରାଯାଇଛି। ନୂଆ କମିଟିରେ ଓଡ଼ିଶାର କୌଣସି ଦଳୀୟ...
୨୦୨୩ ଏସିଆ କପ୍ କ୍ରିକେଟ: ୧୭ ଜଣିଆ ଭାରତୀୟ ଦଳ ଘୋଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆ କପ୍ କ୍ରିକେଟ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ...
ଭୁବନେଶ୍ଵରରେ ଡେଙ୍ଗୁ ଭୟ, ଦିନକୁ ୮୦ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣାୟତ୍ତ ହେଲାଣି ଡେଙ୍ଗୁ ପରିସ୍ଥିତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଛୁଇଁବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ୭୦ରୁ ୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ...
ପୁରୀରେ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’ ଉଦଯାପିତ, ଫଟୋରେ କଳା ସଂସ୍କୃତିକୁ ଦେଖି ଦର୍ଶକେ ମନ୍ତ୍ରମୁଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଅନୁଷ୍ଠିତ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସଂସ୍କୃତି ଭବନ ସ୍ଥିତ ଲଲିତ କଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି...
ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ରାଜ୍ୟରେ ପ୍ରବଳ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ଆସୁଛି ବଡ଼ ବର୍ଷା। ଏବେ ଏକ ଲଘୁଚାପ ସରିଥିବାବେଳେ ଆଗକୁ ଓଡ଼ିଶାର ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୨୫ ତାରିଖରେ ବଙ୍ଗୋପସାଗରରେ...
ସମ୍ବଲପୁର: ଘର ଭିତରୁ ମା’ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁର): ବନ୍ଦ ଘର ଭିତରୁ ମା’ ପୁଅଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ାରେ। ମୃତକମାନେ ହେଲେ...
ଆଜି ଶ୍ରାବଣ ସୋମବାରରେ ରାଜ୍ୟର ଶୈବ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରାବଣ ମାସର ସୋମବାରରେ ରାଜ୍ୟର ସବୁ ଶୈବ ପୀଠରେ ଜଳ ଲାଗି ପାଇଁ କାଉଡିଆଙ୍କ ଭିଡ଼ ଲାଗିଛି। ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନେ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ...
ଭାରତରେ ୩୦ ହଜାରରୁ ଅଧିକ ‘ଗ୍ରାମ୍ୟ ଡାକ ସେବକ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅଗଷ୍ଟ ୨୩...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ୩୦ ହଜାର ୪୧ଟି ଗ୍ରାମ୍ୟ ଡାକ ସେବକ (ଜିଡିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଭାରତରେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ...
ହଜାରେ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ: ମୁଖ୍ୟ ଅଭିଯୁକ୍ତ ଡେଭିଡ୍ ଗେଜଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ହଜାର କୋଟିରୁ ଅଧିକ ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ଠକେଇରେ ସାମିଲ ‘ଏସଟିଏ କ୍ରିପ୍ଟୋ ଟୋକନ’ କମ୍ପାନିର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ...
ମାନବ ଚାଲାଣ ମାମଲାରେ ଆଗରେ ଓଡ଼ିଶା: ଏନସିଆରବି ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାନବ ଚାଲାଣ କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଏହା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି।
ନାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ମାନବ ଚାଲାଣ କ୍ଷେତ୍ରରେ ଆଗରେ...





















