ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ। ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡରେ। ଝାଡ଼ଖଣ୍ଡର ଚାଇବାସା...

ଓଡ଼ିଶାରେ ମେଡିକାଲ ପଢ଼ା ପାଇଁ ନାମଲେଖା ଜାରି, ପ୍ରଥମ ପର୍ଯ୍ୟାୟ ପରେ ୪୫୨ ସିଟ୍ ଖାଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚଳିତ ଶିକ୍ଷାବର୍ଷରେ ମେଡିକାଲ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହୋଇଛି। ରାଜ୍ୟର ୧୬ଟି ମେଡିକାଲ କଲେଜର ସମୁଦାୟ ୨ ହଜାର ୬୩ଟି ସିଟରେ ନାମଲେଖା ଜାରି ରହିଛି। ଏବେ ପ୍ରଥମ...

ଭୁବନେଶ୍ୱରରେ ମଶା ଦମନ କରିବ ଡ୍ରୋନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ମଶା ଦାଉରେ ନୟାନ୍ତ ହେଲେଣି ଭୁବନେଶ୍ୱର ବାସିନ୍ଦା। ମଶା ଉତ୍ପତ୍ତି ସ୍ଥାନଗୁଡ଼ିକରେ ଡ୍ରୋନ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରାଯିବ ବୋଲି ଶୁକ୍ରବାର...

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି, ପତ୍ନୀ ହତ୍ୟା ମାମଲାରେ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ। ପତ୍ନୀ ଶଶିରେଖାଙ୍କ ହତ୍ୟା ମାମଲାରେ ହାଇକୋର୍ଟ ରାମମୂର୍ତ୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର ଏଡିଜେ କୋର୍ଟ ଏହି ମାମଲାରେ...

ବଦଳିବ ବ୍ରିଟିଶ ଅମଳର ଆଇପିସି, ସିଆରପିସି ଓ ଆଇଇଏ ଧାରା, ଆସିବ ନୂଆ ଆଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟିଶ ଅମଳର ୩ଟି ଗୁରୁତ୍ଵପୂର୍ଣ୍ଣ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଆଇପିସି, ସିଆରପିସି ଏବଂ ଆଇଇଏ ଧାରା ବଦଳି ଆସିବ ନୂଆ ଆଇନ। ଶୁକ୍ରବାର ଦିନ ଏ ନେଇ ସଂସଦରେ ୩ଟି...

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ: ୧୯ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୧୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ଏଠାରେ କିଛି ନୂଆ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

ଆସିଲା ଡିଏନଏ ରିପୋର୍ଟ: କେ. ଦୀପିକାଙ୍କ ସନ୍ତାନର ବାପା ହେଉଛନ୍ତି ଦିନେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା କେ. ଦୀପିକା ଓ ଦିନେଶଙ୍କ ଡିଏନଏ ରିପୋର୍ଟ। ଦୀପିକାଙ୍କ ସନ୍ତାନର ବାପା ହେଉଛନ୍ତି ଦିନେଶ। ଆସିଥିବା ଡିଏନଏ ରିପୋର୍ଟରେ ଉଲ୍ଲେଖ ରହିଛି ଦୀପିକାଙ୍କ ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟ ଦିନେଶ ଓ କେ....

ଏକ୍ସଆଇଏମ ବିଶ୍ଵବିଦ୍ୟାଳୟ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ସ୍ଥିତ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ କମ୍ୟୁନିକେସନ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବର୍ତ୍ତମାନର ଡିଜିଟାଲ ଯୁଗରେ ମିଡିଆରେ ଅତ୍ୟାଧୁନିକ ଗବେଷଣା ଓ...

ଓଡ଼ିଶାରେ ୭୭ତମ ସ୍ଵାଧୀନତା ଦିବସ ସମାରୋହ, ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୭୭ତମ ସ୍ଵାଧୀନତା ଦିବସକୁ ଆଉ ଅଳ୍ପ ଦିନ ରହିଲା ବାକି। ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ସବୁଆଡ଼େ ଏହି ଜାତୀୟ ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ...

ଜମି ରେକର୍ଡ ଡିଜିଟାଇଜେସନରେ ସବୁଠୁ ଆଗରେ ଓଡ଼ିଶା – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମି ରେକର୍ଡର କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...