ଭାରତର ବିଭିନ୍ନ ବ୍ୟାଙ୍କରେ ‘ସ୍ପେସାଲିଷ୍ଟ ଅଫିସର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅଗଷ୍ଟ ୨୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ବ୍ୟାଙ୍କରେ ଅନେକ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୧ ହଜାର ୪୦୨ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ...
ଲୋକସଭାରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି। ସଂସଦରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରିଭିଲେଜ ରିପୋର୍ଟ ଦେବା ପର୍ଯ୍ୟନ୍ତ ଅଧୀର...
କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ, ଭୋଟ ପୂର୍ବରୁ କକ୍ଷତ୍ୟାଗ କଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ବାଚନିକ ଭୋଟରେ କାଟ୍ ଖାଇଛି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ। ଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ।
ଅନାସ୍ଥା...
ବୌଦ୍ଧ: ଶୋଇଥିଲେ ନାବାଳକ ନିର୍ମମ ଭାବେ ହାଣି ଚାଲିଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଜଣେ ନାବାଳକ ଶୋଇଥିବାବେଳେ ଘରେ ପଶି ହାଣିଚାଲେ ଯୁବକ। ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ମସିନାଗୋରା ଗ୍ରାମରେ।
ମସିଣାଗୋରା ଗ୍ରାମର ପ୍ରକାଶ...
ଅନାସ୍ଥା ପ୍ରସ୍ତାବ ଆମର ନୁହେଁ ବରଂ ବିରୋଧୀଙ୍କ ଏକତାର ପରୀକ୍ଷା କରିବ – ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନିଜ ମତ ରଖି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି।...
“ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାରେ ନେତୃତ୍ୱ ନିଅନ୍ତୁ ଯୁବପିଢ଼ି”
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର, ଜଙ୍ଗଲ କ୍ଷୟ, ମାତ୍ରାଧିକ ପ୍ରଦୂଷଣ ପରିବେଶକୁ ପ୍ରଭାବିତ କରିବା ସହ...
ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକି: ପାକିସ୍ତାନ ବିଦା, ସେମିରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକିର ସେମିଫାଇନାଲକୁ ଯାଇଛି ଭାରତ। ବୁଧବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ୪-୦ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି ଟିମ ଇଣ୍ଡିଆ। ଭାରତ ମୋଟ ୧୩...
ଘରୋଇ ତଥା ଅଣଅନୁଦାନ ପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ
୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ
ଉପକୃତ ହେବେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
(ଭୁବନେଶ୍ୱର): ରାଜ୍ୟର ଘରୋଇ ତଥା ଅଣଅନୁଦାନ...
ସମ୍ବଲପୁର ଡିଭିଜନରେ ପ୍ରଭାବିତ ହେବ ରେଳ ସେବା, ଜାଣନ୍ତୁ କେଉଁ କେଉଁ ରୁଟରେ ବନ୍ଦ ରହିବ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଓ ସମ୍ବଲପୁର ସିଟି ରେଳ ଷ୍ଟେସନ ମଧ୍ୟରେ ଲାଇନ ଦୋହରୀକରଣ ଓ ଅନ୍ୟାନ୍ୟ ଆଧୁନିକୀକରଣ କାମ କରାଯିବ। ଏଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ। ରେଳଧାରଣା...
ଘରୁ ମଶା ବାହାରିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଫାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରୁ ମଶା ବାହାରିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଫାଇନ। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)।
ଘରକୁ ଘର ବୁଲି ବିଏମସି ପକ୍ଷରୁ ମଶା...




















