ଅଗଷ୍ଟ ୯ରେ ହେବ ମହାପ୍ରଭୁଙ୍କର ବନକଲାଗି ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଧରି ଲାଗି ରହିଥିବା ବାଦ ବିବାଦର ଅନ୍ତ ହୋଇ ଶେଷରେ ବଡ଼ଠାକୁରଙ୍କର ବନକଲାଗି ନୀତି ପାଇଁ ଧାର୍ଯ୍ୟ ହେଲା ତାରିଖ। ଆସନ୍ତା ଅଗଷ୍ଟ ୯ ତାରିଖରେ ମହାପ୍ରଭୁଙ୍କର ବନକଲାଗି...

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ଦେଢ଼ କୁଇଣ୍ଟାଲ ସୁନା ଅଳଙ୍କାର: ହାଇକୋର୍ଟରେ ସତ୍ୟପାଠ ଦାଖଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ରତ୍ନଭଣ୍ଡାର ସୁରକ୍ଷିତ ଥିବା କୁହାଯାଇଛି। ରତ୍ନଭଣ୍ଡାରରେ ୧୪୯ କିଲୋ ୪୬୦ ଗ୍ରାମ ସୁନା ଏବଂ ୧୮୪ କିଲୋଗ୍ରାମ...

କଲ୍ୟାଣସିଂହପୁରରେ ପୋଲ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣା: ୩ ଯନ୍ତ୍ରୀ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଶିକରପାଇ ପଞ୍ଚାୟତର ଉପରସଜା ଗ୍ରାମ ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ରାଜ୍ୟରେ ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା...

ଆଜି ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ‘ସମ୍ବଲପୁରୀ ଦିନ୍’, ସମ୍ବଲପୁରୀ ନାଚ ଗୀତର ଜମୁଛି ଆସର

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ପଶ୍ଚିମ ଓଡ଼ିଶା ମଙ୍ଗଳବାର ପାଳୁଛି ‘ସମ୍ବଲପୁରୀ ଦିନ୍’। ସମ୍ବଲପୁରୀ ଭାଷା ସାହିତ୍ୟର ବିଶିଷ୍ଟ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ସମ୍ବଲପୁରୀ...

ହରିୟାଣାରେ ଧର୍ମୀୟ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ହିଂସାରେ ୨ ହୋମଗାର୍ଡଙ୍କ ସମେତ ୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଷ୍ଠୀ ସଂଘର୍ଷର ନିଆଁରେ ଜଳୁଛି ହରିୟାଣା। ରାଜ୍ୟର ନୁହ ଜିଲ୍ଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ଏକ ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ...

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଖୋଲିଛି ଭିତରକନିକା। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭରେ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ...

ସୋଆ ପ୍ରତିଷ୍ଠାତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ସୋମବାର ଦିନ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ...

ଏସଏସସି ପକ୍ଷରୁ ୧୩୪୨ଟି ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅଗଷ୍ଟ ୧୬

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନରେ ୧୩୪୨ଟି ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଇଞ୍ଜିନିୟରିଂର ବିଭିନ୍ନ ବିଭାଗ ଯଥା ସିଭିଲ, ମେକାନିକାଲ୍ ଓ ଇଲେକ୍ଟ୍ରିକାଲରେ ଖାଲିଥିବା ପଦବୀରେ...

ମୟୂରଭଞ୍ଜ: ସାପ କାମୁଡ଼ାରେ ଦୁଇ ଶିଶୁଙ୍କର ମୃତ୍ୟୁ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ     (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୋରଡ଼ା ଥାନା ଅନ୍ତର୍ଗତ ଚିକିଟାମାଟିଆ ଗ୍ରାମର ହିତୁଡ଼ ବିନ୍ଧାଣୀଙ୍କ ୩ ବର୍ଷର ଝିଅ...