ମହାନଦୀ ଜଳବିବାଦ: ଟ୍ରିବ୍ୟୁନାଲରେ ତଥ୍ୟ ରଖିବାକୁ ଓଡ଼ିଶାକୁ ମିଳିଲା ଚାରି ସପ୍ତାହ ଅଧିକ ସମୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମାମଲାର ଏବେ ଶୁଣାଣି ଚାଲୁଅଛି। ବୁଧବାର ଏହି ଶୁଣାଣିବେଳେ ମହାନଦୀ ଟ୍ରିବ୍ୟୁନାଲରେ ତଥ୍ୟ ଦାଖଲ ପାଇଁ ଓଡ଼ିଶା ସରକାର ଅଧିକ...

ସ୍ତ୍ରୀଙ୍କୁ ମାରି ଆଜୀବନ: ପୂର୍ବତନ ବିଧାୟକଙ୍କ କ୍ରାଇମ୍ ଫାଇଲ୍

ଶୁଭଲକ୍ଷ୍ମୀ ବଳ [youtube https://www.youtube.com/watch?v=yB7IQ1rlQKk] କୁହାଯାଏ ସତ କେବେ ଲୁଚି ରହେନା। ଗୋଟିଏ ହତ୍ୟା ମାମଲାର ରାୟ ପାଇଁ ୨୮ ବର୍ଷ ବିଳମ୍ବ ହେଲା ସତ, ହେଲେ ଆଇନ ଆଖିରୁ ଲୁଚି ପାରିଲାନି ଅପରାଧ। ଗୋଟିଏ ଜଘନ୍ୟ...

କୋରାପୁଟ: ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ   କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ଉନ୍ନତିକରଣ କରିବାକୁ ଓଡ଼ିଶା ସରକାର ଯୋଜନା କରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବୁଧବାର ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥରେ ପୀଠରେ...

ମୟୂରଭଞ୍ଜ: ଜଳନ୍ତା ଜୁଇରୁ ଅଧାପୋଡ଼ା ଶବର ମାଂସ ଖାଇଲା ମଣିଷ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜଳନ୍ତା ଜୁଇରୁ ଅଧାପୋଡ଼ା ଶବର ମାଂସକୁ ଖାଇଗଲେ ଦୁଇଜଣ ମଣିଷ। ଏହା କୌଣସି କାହାଣୀର ସ୍କ୍ରିପ୍ଟ ନୁହେଁ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବୀରେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି...

ରାଜ୍ୟରେ ମୌସୁମୀ ବର୍ଷା ଜାରି, ଜୁଲାଇ ଶେଷରେ ଲଘୁଚାପ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଉପକୂଳ ଓ କିଛି ଅଭ୍ୟନ୍ତରୀଣ ଜିଲ୍ଲାରେ ବୁଧବାର ମୌସୁମୀଜନିତ ବର୍ଷା ଜାରି ରହିଛି। ଜୁଲାଇ ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ୍ୟରୁ ମାଧ୍ୟମଧରଣର ବର୍ଷା ହେବ। ଏହାପରେ...

ବାହାନଗା ଟ୍ରେନ ଟ୍ରାଜେଡି: ୭ ଜଣ ରେଳ କର୍ମଚାରୀ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ସିରିଜ ରେଳ ଦୁର୍ଘଟଣା ମାମଲାରେ ବୁଧବାର ଦିନ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରିଛି ରେଳେଓ୍ଵେ ବୋର୍ଡ। ଦାୟିତ୍ଵରେ ଅବହେଳା କାରଣରୁ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା...

ବିଭିନ୍ନ ଯୋଜନାରେ ଉପକୃତ କିଶୋରୀଙ୍କଠାରୁ ଟେଲିଫୋନରେ ମତାମତ ନେବ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟରେ କିଶୋରୀମାନଙ୍କ ସହ ସପ୍ତାହକୁ ଥରେ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବାକୁ ଯୋଜନା କରାଯାଇଛି। ଏହି ଆଲୋଚନା ମାଧ୍ୟମରେ ରାଜ୍ୟ ସରକାରଙ୍କ...

ରାଜ୍ୟରେ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସୃଷ୍ଟି ହେଲା ୯୦୨ ନୂଆ ପଦବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଗି ୯୦୨ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ୬୪୨ଟି ଶିକ୍ଷକ ଏବଂ ୨୬୦ଟି ଅଣଶିକ୍ଷକ ପଦବୀ ରହିଛି। ଖୁବ ଶୀଘ୍ର ନିଯୁକ୍ତି...

ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତଙ୍କ ଆଉ ଏକ କମାଲ, ହାସଲ କଲେ ପଞ୍ଚମ ଜାତୀୟ ଟାଇଟଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେସ୍ ଦୁନିଆରେ ଓଡ଼ିଆ ତାରକା ପଦ୍ମିନୀ ରାଉତଙ୍କ ନାଁ ସହ ଯୋଡ଼ି ହୋଇଛି ଆଉ ଏକ ସଫଳତା। ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ ମହିଳା ଚେସ୍‌ ଚମ୍ପିୟନସିପରେ ବିଜୟୀ ହୋଇ ସେ ହାସଲ...

ଆଜି କୁଆଖାଇ ନଦୀରୁ ଆଉ ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତର ଧବଳହାର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଦିନ ୪ ସାଙ୍ଗ ବୁଡ଼ି ଯାଇଥିଲେ। ମଙ୍ଗବାର ଦୁଇଜଣଙ୍କୁ ମୃତ...