ରୋବୋଟ ସହାୟତାରେ ସଫଳ ହେଉଛି ଆଣ୍ଠୁ ପ୍ରତ୍ୟାରୋପଣ: ଡାକ୍ତର ଅନିରୁଦ୍ଧ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେବା ସହ ଅଳ୍ପ ଦିନ ମଧ୍ୟରେ...
ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ...
ମହାରାଷ୍ଟ୍ର ପାଓ୍ଵାର ପ୍ଲେ: ଆଗକୁ କ’ଣ ହେବ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମହାରାଷ୍ଟ୍ରରେ ସରକାର ସ୍ଥିର, କିନ୍ତୁ ରାଜନୀତି ନୁହେଁ। ଗତ ସପ୍ତାହରେ ଆରମ୍ଭ ହୋଇଥିବା ‘ପାଓ୍ଵାର ପ୍ଲେ’ରେ ଆଗକୁ ଆହୁରି ବହୁତ ଖେଳ ବାକି ଅଛି।
ମହାରାଷ୍ଟ୍ର ରାଜନୀତିରେ ଯାହା ଘଟୁଛି ତାହା ଅପ୍ରତ୍ୟାଶିତ...
ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କୁ ଜେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରମୁଖ ବ୍ୟବସାୟିକ ସଂସ୍ଥା ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଶେଷ ହେବାର ନାଁ ଧରୁନି। ଶନିବାର ଲଗାତର ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ୍। ଆୟକର ଅଧିକାରୀମାନେ...
କ୍ଷମା ମାଗିଲେ ‘ଆଦିପୁରୁଷ’ର ଡାଏଲଗ୍ ଲେଖକ ମନୋଜ ମୁନ୍ତଶିର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଡାଏଲଗକୁ ନେଇ ଟ୍ରୋଲିଂ ହେବା ପରେ ଏବେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି ଡାଏଲଗ ଲେଖକ ମନୋଜ ମୁନ୍ତଶିର। ସାଧୁ ସନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତମାନଙ୍କ...
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନୀ ଉତ୍ସବ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ବେଦାନ୍ତ ମିଡୋଜ୍ ସ୍ଥିତ ନିଜର ଟାଉନସିପରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନ ଓ ଅଭିଷେକ ଉତ୍ସବ ପାଳନ କରାଯାଇଛି। ଏହି ସମାରୋହରେ ଓଡ଼ିଶା ଶିଳ୍ପ...
କେନ୍ଦୁଝର ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ପାଣି ପହଞ୍ଚାଇବା ପାଇଁ ବୃହତ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ...
ଓଡ଼ିଶାଲାଇଭ୍ ବ୍ୟୁରୋ
୫ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପମାଧ୍ୟମରେ ୨.୮୧ ଲକ୍ଷ ପରିବାର ପାଇବେ ପାଣି
ଜିଲ୍ଲାର ୫ଟି ସହରାଞ୍ଚଳ ପାଇଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’, ୪୫ ହଜାର ଘରକୁ...
ମୌସୁମୀ ସହ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଏହି ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଶନିବାର ଆଭ୍ୟନ୍ତରୀଣ...
ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବିବାହିତ ଝିଅଙ୍କୁ ବି ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହିତ ଝିଅଙ୍କୁ ବି ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି। ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
ମୃତ ସରକାରୀ କର୍ମଚାରୀଙ୍କ...
ଡେଙ୍ଗୁ ଦାଉରୁ କିପରି ରକ୍ଷା ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=EgGa0rDYrT4]
ଡେଙ୍ଗୁ ହେଉଛି ଏକ ଭୂତାଣୁ ଜନିତ ରୋଗ, ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ିଥାନ୍ତି। ସୂର୍ଯ୍ୟୋଦୟର ୩ ଘଣ୍ଟା ପରେ ଏବଂ...





















