କାହିଁକି ଆଖି ଧରେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=fxSU59vs4Yg]
ସାଧାରଣତଃ ବର୍ଷା ଋତୁରେ ଆଖି ଧରିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ସାଧାରଣତଃ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ ବୋଲି ଡାକ୍ତର କୁହନ୍ତି।
ଏହି ସମୟରେ ଆଖି ଧରିଥିବା...
ଡିଏନ୍ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ଆଗକୁ ତଦନ୍ତ କରିବ ଇଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଗୁରୁବାର ମଧ୍ୟ ଜାରି ରହିଛି। ଦ୍ଵିତୀୟ ଦିନରେ ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଘରେ ରେଡ କରାଯାଇଛି। ଏଥିରେ...
ପାଓ୍ଵାର ପାଇଁ ଫ୍ୟାମିଲି ଓ୍ଵାର୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଓ୍ଵାର ପରିବାରର କ୍ଷମତା ଲଢ଼େଇ, ବିଗତ ଦିନରେ ଘଟିଥିବା ଅନେକ ରାଜନୈତିକ ପରିବାରର ଲଢ଼େଇକୁ ତାଜା କରିଛି।
ଭାରତୀୟ ରାଜନୀତିରେ ନୂଆ ନୁହେଁ ପରିବାର ଲଢ଼େଇ
ଚୌକି ପାଇଁ ଦାଦା-ପୁତୁରା...
ବାହାରିଲା ଯୁକ୍ତ ୨ ପ୍ରଥମ କଟଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...
ବାହାନଗା ଟ୍ରେନ ଟ୍ରାଜେଡି: ମାସେ ପରେ ମୃତଦେହ ପାଇଲେ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ସିରିଜ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁରୁଷୋତ୍ତମ ମହାନ୍ତିଙ୍କ ମୃତଦେହ ପାଇଲେ ପରିବାର ଲୋକ। ମୃତ୍ୟୁ ଖବର ଯେତିକି କଷ୍ଟ ଦେଇଥିଲା ତା’ଠାରୁ ଯନ୍ତ୍ରାଦାୟକ ଥିଲା ମାସେ ପରେ ପୁରୁଷୋତ୍ତମଙ୍କ...
ମହାରାଷ୍ଟ୍ର ମହାନାଟକ: ଅଜିତ ନେଲେ ଶରଦଙ୍କ ପାୱାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହାରାଷ୍ଟ୍ରରେ କ୍ଷମତା ଲଢ଼େଇ। ଦାଦାଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛନ୍ତି ଅଜିତ ପାୱାର।
ରାଜନୀତିରେ କେତେବେଳେ କ’ଣ ହେବ ଏହାର ଆକଳନ କରିହୁଏ ନାହିଁ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...
ଓଡ଼ିଶାରେ ସକ୍ରିୟ ମୌସୁମୀ, ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ତ୍ତମାନ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ମାତ୍ରା ଆହୁରି ବଢ଼ିବାର ସମ୍ଭାବନା...
ଜଷ୍ଟିସ୍ ଶୁଭାଶିଷ ତଲାପାତ୍ର ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତଲାପାତ୍ର। ସୁପ୍ରିମକୋର୍ଟ କୋଲେଜିୟମ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ସେ ବର୍ତ୍ତମାନ...
ଆଜି ବାହାରିବ ଯୁକ୍ତ ୨ ପ୍ରଥମ କଟଅଫ୍ ମାର୍କ ତାଲିକା, ଆସନ୍ତାକାଲିଠୁ ନାମଲେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶ ପାଇବ। ଏହି ତାଲିକା ଅନୁସାରେ ଛାତ୍ରଛାତ୍ରୀମାନେ ଶୁକ୍ରବାରରୁ କଲେଜରେ ନାମ ଲେଖାଇ ପାରିବେ। ଜୁଲାଇ...
ନୟାଗଡ଼ରେ ଘନ ଘନ ବିଜୁଳି କାଟ୍: ମୁଣ୍ଡ ଟେକୁଛି ଜନଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ଘନ ଘନ ବିଜୁଳି କାଟକୁ ନେଇ ନୟାନ୍ତ ହେଲେଣି ଉପଭୋକ୍ତା। ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଲିମିଟେଡ (ଟିପିସିଓଡିଏଲ) ର ଅନିୟମିତ ବିଜୁଳି ଯୋଗାଣ...





















