ବିଶ୍ଵପ୍ରସିଦ୍ଧ ରଥଯାତ୍ରା: ପ୍ରବଳ ଖରା ଓ ଗୁଳୁଗୁଳିରେ ମଧ୍ୟ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼

 ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ମଙ୍ଗଳବାର ପୁରୀରେ ମାତ୍ରାଧିକ ଖରା ଓ ଗୁଳୁଗୁଳିର ସତ୍ତ୍ୱେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଗରମରେ ହଇରାଣ...

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁବୋଲି...

ବିଶ୍ଵପ୍ରସିଦ୍ଧ ରଥଯାତ୍ରା: ପହଣ୍ଡି ବିଜେ କରି ରଥକୁ ଗଲେ ଶ୍ରୀଜୀଉ, ଭାବପ୍ରବଣ ହୋଇ ବଡ଼ଠାକୁରଙ୍କୁ ଚାହିଁ ରହିଛନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଭକ୍ତମୟ ହୋଇଛି ପୁରୀ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସହ ସଂକୀର୍ତ୍ତନର ଧ୍ଵନିରେ କମ୍ପୁଛି ବଡ଼ଦାଣ୍ଡ। ସମସ୍ତେ ଭାବପ୍ରବଣ ହୋଇ ବଡ଼ ଠାକୁରଙ୍କୁ ଚାହିଁ ରହିଛନ୍ତି। ମଙ୍ଗଳବାର...

ଆଜି ଶ୍ରୀଗୁଣ୍ଡିଚା ଯାତ୍ରା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା’ ଘରକୁ ଯିବେ ଶ୍ରୀଜଗନ୍ନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ପୁରୀରେ...

ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା, ସକାଳ ସାଢ଼େ ୯ଟାରେ ଆରମ୍ଭ ହେବ ବଡ଼ଠାକୁରଙ୍କ ପହଣ୍ଡି ବିଜେ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ ରାତି ପାହିଲେ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ। ରଥଯାତ୍ରା ପାଇଁ...

ରାତି ପାହିଲେ ରଥଯାତ୍ରା: ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକ୍ଷେତ୍ର ପୁରୀରେ ମଙ୍ଗଳବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏଥିଲାଗି ସୋମବାର ଅପରାହ୍ଣରେ ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆଣି ରଥରେ...

‘ଆଦିପୁରୁଷ’କୁ ନେଇ ବଢ଼ୁଛି ବିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବଢ଼ୁଛି ବିବାଦ। ଚଳଚ୍ଚିତ୍ରର କେତୋଟି ଡାଏଲଗକୁ ନେଇ ଦେଶ ବ୍ୟାପୀ ଚାଲିଛି ବିରୋଧ ପ୍ରଦର୍ଶନ। ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଅପେକ୍ଷା କରିରହିଥିବା ଦର୍ଶକ ଏବେ ଏହାକୁ ବିରୋଧ ଆରମ୍ଭ...

ବିଶ୍ଵପ୍ରସିଦ୍ଧ ରଥଯାତ୍ରା: ପୁରୀକୁ ଚଳାଚଳ କରିବ ସ୍ଵତନ୍ତ୍ର ଟ୍ରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକ୍ଷେତ୍ର ପୁରୀରେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ଵତନ୍ତ୍ର...

ଅସହ୍ୟ ତାତିରୁ ସାମାନ୍ୟ ଆଶ୍ଵସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ରବିବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାରୁ ପାଣିପାଗରେ ସାମାନ୍ୟ...

ଆସନ୍ତାକାଲି ରଥଯାତ୍ରା: ଜାଣନ୍ତୁ ଭକ୍ତମାନେ କେଉଁପଟେ ପୁରୀକୁ ଯିବେ ଏବଂ କେଉଁଠି ରଖିବେ ଗାଡ଼ି?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ରବିବାର ଦିନ...