ରାଜ୍ୟରେ ବଢ଼ିଲା ଖରା ଛୁଟି, ଏବେ ଜୁନ ୨୧ରୁ ଖୋଲିବ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଦ୍ୟାଳୟଗୁଡ଼ିକର ଖରା ଛୁଟିର ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଜୁନ ୨୧ ତାରିଖରେ ରାଜ୍ୟର ସବୁ ବିଦ୍ୟାଳୟ ଖୋଲିବ। ପୂର୍ବରୁ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାକୁ ଘୋଷଣା...
ଭାରତୀୟ ଗୁଇନ୍ଦା ବିଭାଗରେ ‘ଜୁନିୟର ଇଣ୍ଟେଲିଜେନ୍ସ ଅଫିସର’ ପଦବୀ ପାଇଁ ଜାରି ରହିଛି ଆବେଦନ, ଜୁନ ୨୩ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ‘ଜୁନିୟର ଇଣ୍ଟେଲିଜେନ୍ସ ଅଫିସର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ମାସିକ ୨୫...
ନୟାଗଡ଼ ସହରରେ ଦନ୍ତାହାତୀ, ଲୋକେ ଆତଙ୍କିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ସହରକୁ ଗୋଟିଏ ଦନ୍ତାହାତୀ ପଶି ଆସିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ। ଶୁକ୍ରବାର ସନ୍ଧ୍ୟାରେ ନୟାଗଡ଼ ସହର ନିକଟସ୍ଥ ରୁକ୍ଷୀ ପାହଡ଼ରେ ଏକ ଦନ୍ତାହାତୀକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ।...
ରାଉରକେଲାରେ ଜେଏସପି ଫାଉଣ୍ଡେସନ ଓ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ଫାଉଣ୍ଡେସନ ପକ୍ଷରୁ ଗ୍ରାସରୁଟ ହକି ଡେଭେଲପମେଣ୍ଟ ପ୍ରୋଗ୍ରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉଲକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଆୟୋଜିତ ହୋଇଯାଇଛି ଗ୍ରାସରୁଟ୍ ହକି ଡେଭଲପମେଣ୍ଟ ପ୍ରୋଗ୍ରାମ। ଜେଏସପି ଫାଉଣ୍ଡେସନ ଏବଂ ଦିଲ୍ଲୀପ ତିକ୍ରୀ ସ୍ପୋର୍ଟସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ...
ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ପକ୍ଷରୁ କମ୍ପାନି ପରିସରରେ ପ୍ରତିଷ୍ଠା ହେଲା ‘ବଟରଫ୍ଲାଏ ପାର୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିଜର ଝାରସୁଗୁଡ଼ା ସ୍ଥିତ କମ୍ପାନି ପରିସରରେ ଏକ ‘ବଟରଫ୍ଲାଏ ପାର୍କ’ ପ୍ରତିଷ୍ଠା କରାଯାଇଛି। ଏହି ପାର୍କରେ ୩୦ରୁ ଅଧିକ ବିରଳ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାକୁ ମିଳିବ। ପ୍ରଜାପତିମାନଙ୍କୁ...
କୋରାପୁଟ: ସ୍କୁଟି ଉପରକୁ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ପ୍ରାଣ ହରାଇଲେ ୨ ଯୁବତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଗୋଟିଏ ସ୍କୁଟି ଉପରକୁ ଓଲଟି ପଡ଼ିବାରୁ ସ୍କୁଟିରେ ଯାଉଥିବା ଦୁଇଜଣ ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି...
ବଦଳିଲା ନେହରୁ ମେମୋରିଆଲ ମ୍ୟୁଜିୟମର ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳିଲା। ଏଣିକି ଏହାକୁ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ନାଁରେ ଜଣାଯିବ।
ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ...
ଆଜିଠୁ ‘ମୋ ଘର’ ଯୋଜନାରେ ଗୃହ ଋଣ ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁକ୍ରବାରଠାରୁ ‘ମୋ ଘର’ ଯୋଜନାରେ ଗୃହ ଋଣ ପାଇଁ ଆବେଦନ ଆରମ୍ଭ ହୋଇଛି। ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଯେଉଁ ହିତାଧିକାରୀମାନେ କୌଣସି ସରକାରୀ ଯୋଜନାରେ ଘର ପାଇନଥିବେ,...
ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ମାମଲା: ପୂର୍ବତନ ଡିଜିପି ରାଜେଶ ଦାସଙ୍କୁ ୩ ବର୍ଷ ଜେଲଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଆଇପିଏସ୍ ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାମିଲନାଡ଼ୁର ପୂର୍ବତନ ଡିଜିପି ରାଜେଶ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଲ୍ଲୁପୁରମ କୋର୍ଟ।...
ଗୁଜରାଟରେ ‘ବିପର୍ଯ୍ୟୟ’ ତାଣ୍ଡବ: ଅନ୍ଧାରରେ ହଜାରେରୁ ଅଧିକ ଗାଁ, ଉଡ଼ିଲା ଏକାଧିକ ଘରର ଛାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରବ ସାଗରରେ ଆସିଥିବା ଅତି ଭୀଷଣ ଘୂର୍ଣ୍ଣି ବାତ୍ୟା ‘ବିପର୍ଯ୍ୟୟ’ ଶୁକ୍ରବାର ରାତି ୧୨ଟାରେ ଗୁଜରାଟର ଜଖଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ପ୍ରଭାବରେ ଗୁଜରାଟର ଉପକୂଳ ସମେତ ବିଭିନ୍ନ...





















