ବାହାନଗା ସିରିଜ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ସିରିଜ ରେଳ ଦୁର୍ଘଟଣା। ଭାରତୀୟ ରେଳ ଇତିହାସର ଏକ ବଡ଼ ଦୁର୍ଘଟଣା। ଏହା ପଛରେ କ’ଣ ରହିଛି ଅସଲ କାରଣ? ଏବେ, ଏହି କାରଣ ଖୋଜିବ ସିବିଆଇ। ରେଳ ମନ୍ତ୍ରାଳୟ ପାଇଁ...

ବାହାନଗା ଟ୍ରେନ ଟ୍ରାଜେଡି ତଦନ୍ତ କରିବ ସିବିଆଇ – ରେଳମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ଏଥିପାଇଁ ପାଇଁ ସୁପାରିସ କରିଛି ରେଳବାଇ ବୋର୍ଡ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଓ କେଉଁମାନେ ଏଥିରେ ଦାୟୀ...

ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା, ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରବିବାର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହାପରେ ମହାପ୍ରଭୁ ଅଣସର ଘରେ...

ଶବ ଭିତରୁ ଖୋଜା ଚାଲିଛି ପରିଚୟ: “କେତେ ଖୋଜିଲିଣି ମୋ ପୁଅକୁ ପାଉନି”

ଓଡ଼ିଶାଲାଇଭ୍ ବ୍ୟୁରୋ ଚାହୁଁ ଚାହୁଁ ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ଛାରଖାର କରିଦେଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା। ଏହି ଦୁର୍ଘଟଣା ଅନେକ ଜୀବନ ନେଲା, ଅନେକଙ୍କୁ ଆହତ ମଧ୍ୟ କଲା।...

ବାହାନଗା ଟ୍ରେନ ଟ୍ରାଜେଡିର ‘କବଚ’ ସିଷ୍ଟମ ସହ କୌଣସି ସମ୍ପର୍କ ନାହିଁ – ରେଳବାଇ ବୋର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଆଣ୍ଟି କୋଲିଜନ ସିଷ୍ଟମ ‘କବଚ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନଗୁଡ଼ିକରେ ‘କବଚ’ ସିଷ୍ଟମ କାହିଁକି ଲଗାଯାଇନଥିଲା ବୋଲି ବିରୋଧୀମାନେ ପ୍ରଶ୍ନ...

ବାହାନଗା ଟ୍ରେନ ଟ୍ରାଜେଡି: ଆହତଙ୍କ ଚିକିତ୍ସା ସମୀକ୍ଷା ପାଇଁ ଓଡ଼ିଶାରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ବିଷୟରେ ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ରବିବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ରବିବାର ଦିନ ଭୁବନେଶ୍ଵର ଏମ୍ସରେ...

ବାହାନଗା ଟ୍ରେନ୍ ଟ୍ରାଜେଡି: ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ଯାଏଁ ଓଡ଼ିଶାରୁ କୋଲକାତାକୁ ମାଗଣା ବସସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା ପରେ କୋଲକାତାକୁ ମାଗଣାରେ ବସ୍ ସେବା ଯୋଗାଇ ଦେବାକୁ ରବିବାର ଦିନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ, ଭୁବନେଶ୍ୱର ଏବଂ...

ବାହାନଗା ଟ୍ରେନ ଟ୍ରାଜେଡି ମୃତକଙ୍କ ସଂଖ୍ୟା ୨୮୮ ନୁହେଁ ୨୭୫ – ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ମୃତକଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସରକାର ନୂଆ ତଥ୍ୟ ଦେଇଛନ୍ତି। ଏହି ଦୁର୍ଘଟଣାରେ ମୋଟ ୨୭୫ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। କେତେକ ମୃତ ଦେହର ଦୁଇଥର...

ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ...

ବାହାନଗା ଟ୍ରାଜେଡି: ପ୍ରଧାନମନ୍ତ୍ରୀଙ୍କ ସହ ଆହତମାନଙ୍କ ଚିକିତ୍ସା ବିଷୟରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି।  ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କ ଜୀବନ ରକ୍ଷା...