ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ରକ୍ଷା କରିବା ଆବଶ୍ୟକ – ଡାକ୍ତର ଅଲକ୍ତା ଦାସ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=SPif6SF5ihE]
ପିରିୟଡ୍ସ ବା ଋତୁସ୍ରାବ ସମୟରେ କିଶୋରୀ ଏବଂ ମହିଳାମାନେ ପରିଷ୍କାର ପରିଚ୍ଛନତା ରକ୍ଷା କରିବା ଆବଶ୍ୟକ। କାରଣ ଏହି ସମୟରେ ସ୍ଵଚ୍ଛତା ରକ୍ଷା ନକଲେ ଏହା ଶାରୀରିକ ଓ...
ତାତିରୁ ନିସ୍ତାର ନାହିଁ, ଅସହ୍ୟ ଗରମରେ ଆଉଟୁପାଉଟୁ ରାଜ୍ୟବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆଉ ୩ ଦିନ ଗ୍ରୀଷ୍ମ ପ୍ରକୋପ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି।...
ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି ଦୁଇଟି ବିଶ୍ଵସ୍ତରୀୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ – ଅଶୋକ ଚନ୍ଦ୍ର ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଗତ ୪ ବର୍ଷ ମଧ୍ୟରେ ଭୁବନେଶ୍ଵର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ କାର୍ଯ୍ୟକାରୀ ହୋଇଛି। ଏହାଛଡ଼ା ମଧୁବାବୁ ପେନସନ ଯୋଜନାରେ ହିତ୍ୟଧିକାରୀଙ୍କ...
ବଦଳିବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ଢ଼ାଞ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ କ୍ରମେ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କେବଳ ବାର୍ଷିକ ପରୀକ୍ଷା ଦେବେ।...
ଏଣିକି ଓଡ଼ିଶାର ଗ୍ରାମାଞ୍ଚଳରେ ଆରମ୍ଭ ହେବ ‘ମୋ ବସ’ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ମିଳିବ ‘ମୋ ବସ’ ସେବା। ଏବେ ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରୁ ନିକଟସ୍ଥ ବ୍ଲକ ଯାଏଁ ‘ମୋ ବସ’ ସେବା ଆରମ୍ଭ କରିବାକୁ...
ପରିୟଡସ୍ ସମୟରେ ସଫାସୁତରା ରହିବେ କେମିତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=yLb1k-YjCqM]
୨୦୨୩ ମେ’ ୨୮ ତାରିଖ (ରବିବାର) ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ। ମେ’ ୨୪ରୁ ଆରମ୍ଭ ହେଉଛି ମାସିକ ଋତୁସ୍ରାବ ସ୍ୱଚ୍ଛତା ସପ୍ତାହ। ଏହି ଅବସରରେ ଓଡ଼ିଶାଲାଇଭ୍, ସ୍ୱାସ୍ଥ୍ୟପ୍ଲସ...
ନବୀନ-ଜଗନଙ୍କ ଭରସାରେ ମୋଦୀ ଓ କେଜ୍ରିଓ୍ଵାଲ: ରାଜ୍ୟସଭା ଗଣିତରେ ପାସ୍ ହେବ କି ଦିଲ୍ଲୀ ଅର୍ଡିନାନ୍ସ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀ ଅର୍ଡିନାନ୍ସ ଲଢ଼େଇକୁ ଏବେ ଜାତୀୟ ପ୍ରସଂଗ କରିସାରିଲେଣି ଅରବିନ୍ଦ କେଜ୍ରିଓ୍ଵାଲ। ଏହି ଲଢ଼େଇରେ ଜିତିବାକୁ ହେଲେ କେଜ୍ରିଓ୍ଵାଲଙ୍କୁ ସବୁ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ପଡ଼ିବ। କିନ୍ତୁ ନରେନ୍ଦ୍ର...
ଆଇପିଏଲ୍ ୨୦୨୩: ଦଶମ ଥର ପାଇଁ ଫାଇନାଲ ଖେଳିବ ଚେନ୍ନାଇ ସୁପର କିଙ୍ଗସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ଵାଲିଫାୟର ମ୍ୟାଚରେ ଦଳ ଗୁଜରାଟ...
ଟିଭି ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା: ଗୋଟିଏ ଦିନରେ ଅଭିନେତା ନିତେଶ ପାଣ୍ଡେ ଓ ଅଭିନେତ୍ରୀ ବୈଭବୀଙ୍କର ଅକାଳ ବିୟୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିଭି ଇଣ୍ଡଷ୍ଟ୍ରିକୁ ଆଜି ଶକ୍ତ ଧକ୍କା ଲାଗିଛି। ବୁଧବାର ଦିନ ହିନ୍ଦୀ ଧାରାବାହିକର ଦୁଇ ଜଣ ପ୍ରସିଦ୍ଧ କଳାକାରଙ୍କର ଅକାଳ ବିୟୋଗ ଘଟିଛି। ଧାରାବାହିକ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ସଡ଼କ ଦୁର୍ଘଟଣାରେ...
୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା: ୩୮ ତମ ରାଙ୍କ ସହ ଅନୁପ ଦାସ ଓଡ଼ିଶା ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ଏହି ପରୀକ୍ଷାରେ ସାରା ଦେଶରୁ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏ ବର୍ଷର ୟୁପିଏସସି...





















