ସିକ୍କିମର ନାଥୁଲରେ ହିମସ୍ଖଳନ, ୭ ପର୍ଯ୍ୟଟକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିକ୍କିମ ରାଜ୍ୟର ନାଥୁଲା ଘାଟିରେ ହିମସ୍ଖଳନ ଯୋଗୁଁ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ପ୍ରାକୃତିକ ବିପର୍ଯୟରେ ଏ ପର୍ଯ୍ୟନ୍ତ ୧୧ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଅନେକ...
ନବରଙ୍ଗପୁର: ମିଲରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରି କରି ଦୁଇ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କାଜୁ ମିଲରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରି କରି ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ମହଙ୍ଗା ପଡ଼ିଲା। କାଜୁ ଚୋରି ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ବିଜରାଗୁଡ଼ା...
ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’ ହେଲା ଟିକସ ମୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର (ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ) ଛାଡ଼ କରିଛନ୍ତି। ଏପ୍ରିଲ ୭ ତାରିଖରେ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବ।
ଓଡ଼ିଶାରେ ଅଧିକ...
ଭଦ୍ରକ: ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ବଡ଼ ଅଘଟଣ ଘଟିଛି। ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣକୁ ଗୁରୁତର...
ଜୟପୁର: ସାନକିଚବ ଗ୍ରାମରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ସାନକିଚବ ଗ୍ରାମରେ ଚଢ଼ଉ କରି ପୋଲିସ ୨୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଗ୍ରାମର ଦେବ ବଡ଼ନାୟକଙ୍କ ଘରେ ବେଆଇନ...
ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ସାମିଲ ହେଲା ମିଲେଟ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏବେ ମିଳିବ ମିଲେଟ୍ସ ଜାତୀୟ ଖାଦ୍ୟ। ସୋମବାର ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ମିଲେଟ୍ ଯୁକ୍ତ ଖାଦ୍ୟର...
କର୍ଣ୍ଣାଟକ ରେସ୍ରେ ୩ ଘୋଡ଼ା: ବିଜେପି, କଂଗ୍ରେସ ଓ ଜେଡିଏସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିଜର ଦମ୍ ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି ୩ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ୍। ତ୍ରିମୁଖୀ ପ୍ରତିଦ୍ଵନ୍ଦ୍ଵିତାରେ କିଏ ମାରିବ ବାଜି?
ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ। ଏଥିପାଇଁ...
ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଆଜି ନିପନ୍ ଷ୍ଟିଲର ଅଧ୍ୟକ୍ଷଙ୍କ ସହ କରିବେ ଅଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତୃତୀୟ ବିଦେଶ ଗସ୍ତରେ ଯାଇ ଜାପାନରେ ପହଞ୍ଚିଛନ୍ତି। ସେ ମଙ୍ଗଳବାର ସକାଳେ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିଲେ। ଟୋକିଓରେ ଭାରତୀୟ ରାଷ୍ଟ୍ରଦୂତ ସି ବି ଜର୍ଜ...
ଓଡ଼ିଶାରେ ଏବେ ବିଏସସି ନର୍ସିଂ ପଢ଼ିବା ପାଇଁ ଦେବାକୁ ହେବ ନିଟ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଓଡ଼ିଶାରେ ବିଏସସି ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ନିଟ୍ ପରୀକ୍ଷା। ଡାକ୍ତରୀ ପଢ଼ା ଭଳି ଏବେ ବିଏସସି ନର୍ସିଂ ପାଇଁ ମଧ୍ୟ ଜାତୀୟ ସ୍ତରରେ...
ଜାତୀୟ ଆଜୀବିକା ସେବା କେନ୍ଦ୍ର ପକ୍ଷରୁ ଏପ୍ରିଲ ୬ରେ ନିଯୁକ୍ତି ମେଳା, ୩୦୦ ଅଧିକ ଚାକିରି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନସିଏସସିଡିଏ) ପକ୍ଷରୁ ଭୁବନେଶ୍ଵରେ ଆୟୋଜିତ ହେବାକୁ ଯାଉଛି ଏକ ନିଯୁକ୍ତି ମେଳା। ଏପ୍ରିଲ ୬ ତାରିଖ ଦିନ ଭୁବନେଶ୍ଵରସ୍ଥିତ ଜାତୀୟ ଅଜୀବିକା କେନ୍ଦ୍ରରେ ଏହି ନିଯୁକ୍ତି...





















