ଆଇପିଏଲ୍ ୨୦୨୩: ପ୍ରଥମ ମ୍ୟାଚରେ ଚେନ୍ନାଇକୁ ହରାଇଲା ଗୁଜରାଟ ଟାଇଟନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ ୨୦୨୩ର ଦମଦାର ଶୁଭାରମ୍ଭ ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫ ଓ୍ଵିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ ପାଇଁ ଗୁଜୁରାଟର...
ବାପା ଥିଲେ ଆଜି ବହୁତ ଖୁସି ହେଇଥାନ୍ତେ – ଦୀପାଳି ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=te1W4y-CG84]
“ଆଜି ମୋ ପାଇଁ ଏବଂ ଆମ ପରିବାର ଲାଗି ବହୁତ ବଡ଼ ଦିନ। ବାପା ଚାହୁଁଥିଲେ ମୁଁ ରାଜନୀତିକୁ ଆସେ ବୋଲି, ଆଜି ତାଙ୍କ ସ୍ଵପ୍ନ ପୂରଣ ହେଲା। କିନ୍ତୁ...
ବିଧାନସଭାରେ ପ୍ରତ୍ୟାହାର ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩କୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଶୁକ୍ରବାର ଦିନ ବିଧାନସଭାରେ ଏହି ବିଧେୟକ ପ୍ରତ୍ୟାହାର ହୋଇଛି। ଏନେଇ ଓଡ଼ିଶା ଗୃହ ନିର୍ମାଣ ଓ...
ଆଇପିଏଲ୍ ୨୦୨୩: ପ୍ରଥମ ଦିନରେ ଗୁଜରାଟ-ଚେନ୍ନାଇ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ୍। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୨୦୨୩ ସଂସ୍କରଣ। ପ୍ରଥମ ଦିନରେ ଏକ ଦମ୍ଦାର ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ...
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ: ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।
ଦୀପାଳି ଦାସ ହେଉଛନ୍ତି...
ସମ୍ବଲପୁର: କେନାଲକୁ ଖସିଗଲା ବରଯାତ୍ରୀ ଗାଡ଼ି, ୭ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନାଲ ଭିତରକୁ ବରଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ପରମାଣପୁର ବିଶାଳଖିଣ୍ଡା ଗାଁ ନିକଟରେ।...
ଆସିଲା ଓଡ଼ିଶା ଅବକାରୀ ନୀତି ୨୦୨୩-୨୪, ଏଣିକି ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାରି ହୋଇଛି ଅବକାରୀ ନୀତି ୨୦୨୩-୨୪। ଏହି ନୂଆ ନୀତି ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି। ଏହା ପ୍ରଭାବରେ ରାଜ୍ୟରେ ବିଦେଶୀ ମଦ ଦର ୫ରୁ ୧୦ ପ୍ରତିଶତ...
ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରୀରାମ ନବମୀ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପାବନ କ୍ଷେତ୍ରରେ ଗୁରୁବାର ଦିନ ଧୁମଧାମରେ ପାଳନ ହୋଇଯାଇଛି ଶ୍ରୀରାମ ନବମୀ ଉତ୍ସବ। ୯ ଦିନ ଧରି ଚାଲିବ ପ୍ରଭୁ ଶ୍ରୀରାମଙ୍କ...
ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ଉତ୍ତର ଓ ଉପକୂଳ ଓଡ଼ିଶା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଜାରି ରହିଛି ପଶ୍ଚିମା ଝଡ଼ର ପ୍ରଭାବ। ଏହା ଦ୍ଵାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି। ଶୁକ୍ରବାର ମଧ୍ୟ ଓଡ଼ିଶାର ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି...
ଓପିଏସସି ପକ୍ଷରୁ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୨୮
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି।...





















