ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଓଡ଼ିଶାରେ ଆରମ୍ଭ ହେଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ନୂତନ ପ୍ରଯୁକ୍ତିବିଦ୍ୟା ଆଜି ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ଉପରେ ଗୁରୁତ୍ଵ ମହିଳା ଓ ଶିଶୁବିକାଶ...

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳଙ୍କୁ ନିମହାନ୍ସ ନେବା ଲାଗି ହୋଇଥିବା କ୍ରାଇବ୍ରାଞ୍ଚର ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ବେଙ୍ଗାଳୁରୁ ନେବାକୁ ଆବେଦନ କରାଯାଇଥିଲା। କିନ୍ତୁ କ୍ରାଇବ୍ରାଞ୍ଚର ଏହି ଆବେଦନକୁ ଶୁକ୍ରବାର...

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସ୍‌ପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବାବେଳେ ତଦନ୍ତ ପାଇଁ ଗଠନ ହୋଇଛି ଟିମ୍। ଭିସୁଟ ଛାତ୍ରୀ ଚିନ୍ମୟୀ...

କନ୍ଧମାଳ: ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର 

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବଟିମୁଣ୍ଡା ଗ୍ରାମରେ ଭାରତୀୟ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ...

କ୍ରେଗ ଫୁଲଟନ ହେଲେ ଭାରତୀୟ ପୁରୁଷ ହକି ଦଳର ନୂଆ ପ୍ରଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପୁରୁଷ ହକି ଦଳକୁ ମିଳିଛି ନୂଆ ପ୍ରଶିକ୍ଷକ। ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନ ଭାରତୀୟ ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର ହକି ଇଣ୍ଡିଆ...

ତ୍ରିପୁରାରେ ସରକାର ଗଢ଼ିବ ବିଜେପି, ନାଗାଲାଣ୍ଡରେ ଏନଡିପିପି ଓ ମେଘାଳୟରେ ଏନପିପି କରିବ ରାଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଏହି ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସମସ୍ତଙ୍କ ନଜର। ତ୍ରିପୁରା, ନାଗାଲାଣ୍ଡ ଏବଂ...

ଓଡ଼ିଶାର ସବୁ ସରକାରୀ ଡାକ୍ତରଖାନାରେ ଲାଗୁ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସ୍ଵାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏବେ ଡାକ୍ତରଖାନାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଡାକ୍ତର,...

ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର ଭୁବନେଶ୍ଵରରେ ଆସି ପହଞ୍ଚିଛି। ଗୁରୁବାର ରାତିରେ ହାଇଦ୍ରାବାଦରୁ ବିମାନ ଯୋଗେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ଶୁକ୍ରବାର ଅପରାହ୍ଣରେ ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ...

ଏବେ ମିଶନ ଶକ୍ତିର ମା’ କରିବେ ‘ବ୍ରାଇଡାଲ ମେକଅପ୍’: ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମ ନେଇ ବାହାରିଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ପାରମ୍ପରିକ କାର୍ଯ୍ୟରୁ ବାହାରି ଅଣପାରମ୍ପରିକ ଓ ବୈଷୟକ କାମ ହାତକୁ ନେଇ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଶେଷ ସଫଳତା ପ୍ରଦର୍ଶନ କରିପାରିଛନ୍ତି। ଏବେ ରାଜ୍ୟର ୪୦...

‘ଏ ଗଉରା…’ ପିଣ୍ଟୁଙ୍କୁ ଦେଇଥିଲା ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଳେବେଳେ କିଛି ଗୀତ ଏବଂ ଚରିତ୍ର ଜଣେ ଅଭିନେତାଙ୍କୁ ରାତାରାତି ପରିଚିତ କରାଇଦିଏ। ଓଡ଼ିଆ ଆଲବମ ‘ଏ ଗଉରା...’ ସେଥି ମଧ୍ୟରୁ ଗୋଟିଏ। ଏହି ଆଲବମଟି ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦେଇଥିଲା...