ଗ୍ରାଣ୍ଡସ୍ଲାମ କ୍ୟାରିୟରରୁ ସନ୍ନ୍ୟାସ ନେଲେ ଟେନିସ ତାରକା ସାନିଆ ମିର୍ଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାଣ୍ଡସ୍ଲାମ କ୍ୟାରିୟରରୁ ସନ୍ନ୍ୟାସ ନେଲେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ନିଜ କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରିଲିଆନ ଓପନ ୨୦୨୩ ଖେଳିଛନ୍ତି ସାନିଆ। ଯୋଡ଼ିଦାର ରୋହନ ବୋପନ୍ନାଙ୍କ ସହ ମିକ୍ସଡ...

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଓଡ଼ିଶାର ସାମଗ୍ରିକ ବିକାଶରେ ସୁନ୍ଦରଗଡ଼ ଜିଲ୍ଲାର ରହିଛି ବିଶେଷ ଅବଦାନ’’ ‘‘କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଆଜି ଓଡ଼ିଶା ପାଇଁ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ’’– ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଭାରତୀୟ ଗଣତନ୍ତ୍ରର ଏକ ବଡ଼...

ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବର୍ଷ ୨୦୨୨ ପାଇଁ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯...

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ, ରାଜ୍ୟପାଳ କଲେ ପତାକା ଉତ୍ତୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୬ ଜାନୁଆରିରେ ସାରା ଦେଶରରେ ପାଳିତ ହେଉଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହା ଆମ ଗଣତନ୍ତ୍ରର ଏକ ବଡ଼ ପର୍ବ। ଗୁରୁବାର ଏହି ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ...

ଆଜି ସମଗ୍ର ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶ ଆଜି ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ କୋଭିଡ କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାରୁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।...

ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କ ପରିବାରର ସହମତିରେ ସେ ଏହି ବିବାହ କରାଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି...

ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କ ଦେହାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ବିୟୋଗ ହୋଇଛି। ମାତ୍ର ୨୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି। ଗତ କିଛି ଦିନ ହେଲା...

ଜୟପୁର: ୩୩୦ କେଜି ଗଞ୍ଜେଇ ଜବତ, ୭ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୩୩୦ କେଜିର ଗଞ୍ଜେଇ ଜବତ କରିଛି। କୋରାପୁଟ ଜିଲ୍ଲାରୁ ରାଜ୍ୟ...

ଲଞ୍ଚ ହେଲା ଭାରତରେ ପ୍ରସ୍ତୁତ ପ୍ରଥମ ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ‘ସେର୍ଭଭାକ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପ୍ରଥମ ଥର ପ୍ରସ୍ତୁତ କରାଯାଇଥିବା ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ‘ସର୍ଭଭାକ’ (CERVAVAC)କୁ ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଞ୍ଚ କରିଛନ୍ତି। ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କଠାରେ ସର୍ଭାଇକଲ କନ୍ସର...

ବିବାହ ପୂର୍ବରୁ ଓଡ଼ିଶା ଆସି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ପୂର୍ବରୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଦିନ ଅନନ୍ତ ଅମ୍ବାନୀ ଭୁବନେଶ୍ୱର ବିମାନବନ୍ଦରରେ...