ଜେପି ନଡ୍ଡାଙ୍କ ନେତୃତ୍ଵରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଲାଗି ପାଗ ଭିଡ଼ୁଛି ବିଜେପି। ନିର୍ବାଚନ ବୈତରଣୀ ପାର ହେବା ଲାଗି ଦଳର ବଡ଼ ଆସ୍ଥା ପାଲଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଗାମୀ ସାଧାରଣ...

ସୋଆ-ସିଆଇଆଇର ‘ୱିୱେର’କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ (ସିଆଇଆଇ) ଅଧୀନସ୍ଥ ଷ୍ଟାର୍ଟଅପ 'ୱିୱେର'କୁ ଇନୋଭେଟିଭ ଷ୍ଟାର୍ଟଅପ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ...

ରାଉରକେଲାରେ ‘ସରସ ମେଳା’: ତୃତୀୟ ସନ୍ଧ୍ୟାରେ ରାଜସ୍ଥାନର ଭବାଇ, ଗଞ୍ଜାମର ଯୋଡ଼ି ଶଙ୍ଖ ଓ ରଣପା ନୃତ୍ୟରେ ଦର୍ଶକ...

ଓଡ଼ିଶାଲାଇଭ୍ ବ୍ୟୁରୋ (ରାଉରକେଲା): ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆୟୋଜନ କରାଯାଇଛି ‘ସରସ ମେଳା’। ରବିବାରଠାରୁ ଭଞ୍ଜ ଭବନ ପଡ଼ିଆଠାରେ ଚାଲିଥିବା ଏହି ମେଳା ମଙ୍ଗଳବାର ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ତଥା ରାଜ୍ୟ...

ପୁଅକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣା: ଗିରଫ ହେଲେ ମୃତକଙ୍କ ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷର ପୁଅକୁ ହତ୍ୟା କରିବା ପରେ ସାବତ ମା’ର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ଦିନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଥିବାବେଳେ ମଙ୍ଗଳବାର ଦିନ ମୃତ ମହିଳାଙ୍କ ସ୍ଵାମୀକୁ ଗିରଫ...

ସରିଲା ‘ଫିଲ୍ମି ଚକ୍କର’, ଆର ଥରକୁ ‘ଭାରତର ଦେଶୀୟ ଭାଷାର ଚଳଚ୍ଚିତ୍ର’

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଚଳଚ୍ଚିତ୍ର ଉପରେ ଚାଲିଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’ ଉଦଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ...

ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ। ଟିକାକରଣ ପାଇଁ ଓଡ଼ିଶାରେ ୧ ଲକ୍ଷ କୋଭିଡ ଟିକା ପହଞ୍ଚିଥିବାବେଳେ ମଙ୍ଗଳବାରଠାରୁ ଟିକା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜାନୁଆରି ୧୯...

ଡଟ୍ ଫେଷ୍ଟ: ନାଚ, ଗୀତରେ ଝୁମୁଛି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=wpGYB4VyE2Q] ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ। ଡଟ୍ ଫେଷ୍ଟରେ ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ ଏବଂ ଝୁମୁଛନ୍ତି ଦର୍ଶକ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ ଉତ୍ସବକୁ ରବିବାର ସନ୍ଧ୍ୟାରେ ଉଦଘାଟନ...

‘ଫିଲ୍ମି ଚକ୍କର’ର ଦ୍ୱିତୀୟ ଦିନ: “ଚଳଚ୍ଚିତ୍ରର ସଫଳତା ପଛରେ ଅଭିନେତ୍ରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ”

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): “ଗୋଟିଏ ଚଳଚ୍ଚିତ୍ର ସଫଳ ହେବା ପଛରେ ସମସ୍ତଙ୍କର ଅବଦାନ ରହିଥାଏ। ଅନେକ କ୍ଷେତ୍ରରେ ଅଭିନେତ୍ରୀମାନେ ଅଭିନେତାଙ୍କ ଭଳି ପରିଶ୍ରମ କରୁଥିଲେ ମଧ୍ୟ ଶ୍ରେୟ ମିଳେ ଅଭିନେତାଙ୍କୁ। ଅନେକ କ୍ଷେତ୍ରରେ ଅଭିନେତ୍ରୀଙ୍କ...

ଦୁଇ ବର୍ଷର ପୁଅକୁ ହତ୍ୟା କରି ଆତ୍ମହତ୍ୟା କଲା ସାବତ ମା’!

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷର କୁନି ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ସାବତ ମା’ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହିଭଳି ଅଭାବନୀୟ ଘଟଣା ଘଟିଛି କଟକ...

ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ: ସୋରିଷ ଚାଷ କରି ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହେଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷ କରି ଜିଲ୍ଲାର ଆଦିବାସୀ ଚାଷୀମାନେ ବେଶ ଲାଭବାନ ହୋଇପାରୁଛନ୍ତି। ସୋରିଷ ହେଉଛି...