ବୌଦ୍ଧରେ ଖୋଲିଲା ମିଶନ ଶକ୍ତି କାଫେ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ବୌଦ୍ଧ ବ୍ଲକ ଏବଂ ଏନଏସିର ରାମେଶ୍ଵର ବିହାର ଠାରେ...

ଭୁବନେଶ୍ୱରରେ ୪୬ ଦିନ: ଫେବ୍ରୁଆରି ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ୪୬ ଦିନ ଧରି ଚାଲିଥିବା ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଆସନ୍ତା ଫେବ୍ରୁଆରି ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ୮ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ...

କୋଭିଡ ନିୟମାବଳୀ: ଭିଡ଼ରେ ମାସ୍କ ପରିଧାନ ଓ ଲକ୍ଷଣ ଥିଲେ ପରୀକ୍ଷା କରିବାକୁ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ ପରାମର୍ଶ ହକି ପାଇଁ ବାହାରୁ ଆସୁଥିବା ଦର୍ଶକଙ୍କ ଯୋଗୁଁ ବଢ଼ିପାରେ ସଂକ୍ରମଣ ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ...

ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଖଣ୍ଡର...

ଓଡ଼ିଶାରେ ଆଉ ଜଣେ ଋଷ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲାରେ ଦୁଇଜଣ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଉପରୁ ପରଦା ହଟି ନଥିବାବେଳେ ମଙ୍ଗଳବାର ଦିନ ଓଡ଼ିଶାରେ ଆଉ ଜଣେ ଋଷ ନାଗରିକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଏହି ଅଘଟଣ...

ବୌଦ୍ଧରେ ହକି ଟ୍ରଫିକୁ ସ୍ଵାଗତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ପୁରୁଷ ହକି ବିଶ୍ଵକପ୍ ୨୦୨୩ର ଆୟୋଜନ କରୁଛି ଓଡ଼ିଶା। ହକି ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋର ପ୍ରସ୍ତୁତି କରାଯାଇଛି। ହକି ବିଶ୍ଵକପ ପୂର୍ବରୁ ଗତ...

ଆସିଲା ଡାକ୍ତର ଶୁଭ୍ରଶ୍ରୀ କରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା ଚଳାଇଛି ପୋଲିସ। ଏହାରି ମଧ୍ୟରେ ମଙ୍ଗଳବାର ଦିନ...

ଜିରୋ ନାଇଟ ସେଲିବ୍ରେସନ ପରେ ଡାକ୍ତର ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି। ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାକ୍ତର ଶୁଭଶ୍ରୀ ଜିରୋ...

୨୯ ବର୍ଷରେ ପାଦ ଥାପିଲା ବୌଦ୍ଧ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ସୋମବାର ଦିନ ୨୯ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା। ୧୯୯୪ ମସିହା ଜାନୁୟାରି ୨ ତାରିଖରେ ଅବିଭକ୍ତ କନ୍ଧମାଳ ଜିଲ୍ଲାରୁ ସ୍ୱତନ୍ତ୍ର ହୋଇ ଜିଲ୍ଲାର ମାନ୍ୟତା...
covid testing centers-2

କୋଭିଡ ଚିନ୍ତା: ହକି ପାଇଁ ଷ୍ଟାଡିୟମରେ ରହିବ ସ୍ଵତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କ ରହିବାକୁ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ କଟକ-ଭୁବନେଶ୍ଵର-ରାଉରକେଲାର ସମସ୍ତ ଡାକ୍ତରଖାନାରେ ଟେଷ୍ଟିଂ ବ୍ୟବସ୍ଥା ଚୀନ, ଜାପାନ, ହଂକଂ, ସିଙ୍ଗାପୁର, କୋରିଆ ଏବଂ ଥାଇଲାଣ୍ଡ ଭଳି ୬ଟି...