କଣ୍ଟାବାଞ୍ଜି ପହଞ୍ଚିଲା କ୍ରାଇମବ୍ରାଞ୍ଚ୍ ଟିମ୍: ସାଇବର୍ ବିଶେଷଜ୍ଞ, ଫଟୋ ବ୍ୟୁରୋ ଓ ଫରେନସିକ୍ ଟିମ୍ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପୋଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଣ୍ଟାବାଞ୍ଜି ଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ବିଜୟ ମଲ୍ଲିକଙ୍କ...
ନୟାଗଡ଼ ଅମ୍ରିତ ପାତ୍ର ଅପହରଣ ମାମଲା, ୩ ଜଣଙ୍କୁ ଗିରଫ କଲା ଓଡ଼ଗାଁ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନିଖୋଜ ହେବାର ୫ ଦିନ ପରେ ନାଟକୀୟ ଢଙ୍ଗରେ ନିଜ ଗାଁରୁ ସୋମବାର ଦିନ ଉଦ୍ଧାର ହୋଇଥିଲେ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର। କୁରାଳ ଗାଁର ଏକ...
ଓଡ଼ିଶା ମିଡିଆ ଆୱାର୍ଡ-୨୦୨୨: ‘ବେଷ୍ଟ ୟୁଜ ଅଫ ନିଉ ମିଡିଆ’ ବର୍ଗରେ ‘ସ୍ଵାସ୍ଥ୍ୟପ୍ଲସ’ ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ
ପ୍ରଗତିଶୀଳ ସାମ୍ବାଦିକମାନେ ହିଁ ସାମାଜର ଜାଗ୍ରତ ପ୍ରହରୀ
ଲୋକ ସାମ୍ବାଦିକ ହିଁ ଲୋକଙ୍କ ମନ କଥା ବୁଝେ ଓ ଲୋକଙ୍କ କଥା...
ଗୋବିନ୍ଦ ସାହୁଙ୍କୁ ମାରି ଦିଆଯାଇଛି – ବିଧାୟକ ତାରା ପ୍ରସାଦ ବାହିନୀପତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କଣ୍ଟାବାଞ୍ଜି ଜେଲ ପରିସରରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ମରିନାହାନ୍ତି ବରଂ...
ଜୟପୁରରେ ନିର୍ମାଣ ହେବ ସ୍ପୋର୍ଟସ ହଷ୍ଟେଲ – କ୍ରୀଡ଼ା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜୟପୁର ଗସ୍ତରେ ଯାଇ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଇଣ୍ଟିଗ୍ରେଟେଡ ସ୍ଫୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ...
ମୋ ସ୍ଵାମୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି: ଗୋବିନ୍ଦଙ୍କ ସ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ ସୁଷମା। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ଗୋବିନ୍ଦଙ୍କ ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ...
ଗୋବିନ୍ଦ ସାହୁ ମୃତ୍ୟୁ: ଦିନେ ହତ୍ୟା ଷଡ଼ଯନ୍ତ୍ର କରିଥିଲା, ଆଜି ନିଜେ ମୃତ୍ୟୁ ଶଯ୍ୟାରେ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୧ ମସିହାରେ ସାରା ରାଜ୍ୟକୁ ହଲଚଲ୍ କରିଥିଲା ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝର୍ନି ଗାଁର ହେଉଛନ୍ତି ମମିତା। ସେ କଳାହା଼ଣ୍ଡି ଜିଲ୍ଲା ମହାଲିଙ୍ଗା ସନସାଇନ୍ ଇଂଲିଶ...
ଜେଲ୍ ପରିସରରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲ ପରିସରରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ...
ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିଆଇଡି କ୍ରାଇମବ୍ରଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ...
ଜେଲ ଭିତରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ତଦନ୍ତ କରିବେ ଜେଲ ଡିଆଇଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଉପୁଜିଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। କେମିତି ହେଲା ଗୋବିନ୍ଦ ସାହୁଙ୍କ...



















