ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସାଥିରେ କେକ କାଟି ଜନ୍ମଦିନ ପାଳିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=iJrtgZPH60E]ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗହଣରେ କେକ କାଟି ଜନ୍ମଦିନ ପାଳିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ। ସମସ୍ତଙ୍କୁ କେକ୍ ଖୁଆଇଲେ ଆଉ ମିଠା ମଧ୍ଯ ବାଣ୍ଟିଲେ। ନିଜ ଆତ୍ମୀୟମାନଙ୍କଠାରୁ ଦୂରରେ...
ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସ: ଦ୍ଵିତୀୟ ମ୍ୟାଚରେ ୪-୩ ଗୋଲରେ ଜିତିଲା ପୂର୍ବତଟ ରେଳବାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=lVso2bSCbo0]
ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସର ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଖେଳାଯାଇଥିବା ଦ୍ଵିତୀୟ ସେମିଫାଇନାଲରେ...
ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସ: ପ୍ରଥମ ସେମିଫାଇନାଲରେ ସେଲକୁ ୪-୦ ଗୋଲରେ ହରାଇଲା ଖୋର୍ଦ୍ଧା ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=9T6UE71ZcAY]
ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସର ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ...
କୋରାପୁଟ ମାଟିରେ ସଫଳ ଡ୍ରାଗନ ଫଳ ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ମାଟିରେ ଫଳୁଛି ବେଦଶୀ ଫଳ। ଛତିଶଗଡ଼ର ଦୁଇଜଣ ଚାଷୀ କୋରାପୁଟରେ ଡ୍ରାଗନ ଏବଂ ପିଜୁଳି ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି।
(ଜୟପୁର): ଛତିଶଗଡ଼ର ହସମୁଖ...
୭୦ ବର୍ଷ ପରେ ଭାରତରେ ଚିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୭୦ ବର୍ଷ ପରେ ପୁଣିଥରେ ଭାରତର ଜଙ୍ଗଲରେ ଦୌଡ଼ିବେ ଚିତା। ଏଥିଲାଗି ନାମିବ୍ୟାରୁ ଭାରତ ମାଟିରେ ପହଞ୍ଚିଛନ୍ତି ୮ଟି ଚିତା ବାଘ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦୀର୍ଘ...
ରାୟଗଡ଼ା: ସ୍କୁଲ ପାଚେରି କାନ୍ଥ ଭୁଶୁଡ଼ି ଛାତ୍ରୀର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବିଦ୍ୟାଳୟ ପାଚେରି କାନ୍ଥ ଭୁଶୁଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ...
କେମିତି ଜାଣିବେ ପିଲାର ବୁଦ୍ଧିର କ୍ଷମତା କେତେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=4mHuFo_o4nY]
ସବୁ ପିଲାଙ୍କର ବୁଦ୍ଧି ସମାନ ହେଇନଥାଏ। ଜଣକର ମନେ ରଖିବାର କ୍ଷମତା ଅନ୍ୟଠାରୁ ଭିନ୍ନ ହୋଇଥାଏ। ବେଳେବେଳେ ପିଲାର ବୁଦ୍ଧିର କ୍ଷମତାକୁ ନେଇ ଅଭିଭାବକମାନେ ଅନେକ ସମୟରେ ଚିନ୍ତାରେ...
ସୋଆରେ ୫-ଜି ଏବଂ ସଫ୍ଟଓୟାର ଡେଭେଲପମେଣ୍ଟ ଲ୍ୟାବ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫-ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫-ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର...
ମୁନିଗୁଡ଼ାରୁ ଧରାପଡ଼ିଲେ ନକଲି ଡାକ୍ତର, ସିଲ ହେଲା ବେଆଇନ କ୍ଲିନିକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଡାକ୍ତର ପରିଚୟ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ ଏସ୍ ସୁବ୍ରତ ବିଶ୍ଵାସ। ଚିକିତ୍ସା କରୁଥିବା ଡାକ୍ତର ଜଣକ...
ବିଜେଡିରେ ସାମିଲ ହେଲେ ନାଚିକା ଲିଙ୍ଗାଙ୍କ ପୁଅ ରବି ନାଚିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ସାମିଲ ହେଲେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ପୁଅ ରବି ନାଚିକା। ନାଚିକା ଲିଙ୍ଗା ନିଜେ ନ ମିଶି ନିଜ ପୁଅକୁ ବିଜୁ ଜନତା ଦଳ(ବିଜେଡି)ରେ...





















