ଗୋରଖପୁରରେ ଯୋଗୀଙ୍କ କରିସ୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପ୍ରଦେଶ ଗୋରଖପୁର ସଦର ଆସନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଚଳିତ ବିଧାନସଭା ନିର୍ବାଚନ ୨୦୨୨ରେ ଉତ୍ତର ପ୍ରଦେଶରେ ବିଜେପିକୁ ବିପୁଳ ସମର୍ଥନ ମିଳିଛି।...

ଉତ୍ତର ପ୍ରଦେଶରେ ପୁଣି ସରକାର ଗଢ଼ିବ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ସିଟ୍ ସଂଖ୍ୟା କମିବ, କିନ୍ତୁ ଉତ୍ତର ପ୍ରଦେଶ(ୟୁପି)ରେ ପୁଣି ବିଜେପି ସରକାର ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ଯୋଗୀ ସରକାରଙ୍କ ଉପରେ ଏଥର ବି ଭରସା କରିଛନ୍ତି ଜନତା। ଉତ୍ତର ପ୍ରଦେଶର...

ବିଧାନସଭା ନିର୍ବାଚନ ୨୦୨୨ : ପଞ୍ଜାବରେ ଆପ୍ ଓ ୪ ରାଜ୍ୟରେ ଆଗରେ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଞ୍ଚଳ, ମଣିପୁର ଏବଂ ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ବିଧାନସଭା ନିର୍ବାଚନ ହୋଇଥିବା ୫ ରାଜ୍ୟରେ ଗୁରୁବାର ସକାଳ ୮ଟାରୁ ଭୋଟ...

ବିଧାନସଭା ନିର୍ବାଚନ ୨୦୨୨ : ଉତ୍ତର ପ୍ରଦେଶରେ ବିଜେପି ଓ ପଞ୍ଜାବରେ ଆଗରେ ରହିଛି ଆପ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଜଣାପଡ଼ିବ ୫ ରାଜ୍ୟରେ କିଏ ଗଢ଼ିବ ସରକାର। ୫ ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଞ୍ଚଳ, ମଣିପୁର ଏବଂ ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର...

ମାର୍ଚ୍ଚ ୧୦ ତାରିଖ ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି

ଓଡ଼ିଶାଲାଇଭ୍ ବ୍ୟୁରୋ   ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଅଟକି ରହିଛି। ଏହି ୫ଟି ରାଜ୍ୟରେ ନିର୍ବାଚନ ସରିଥିବାବେଳେ ଆସନ୍ତା କାଲି...

କେନ୍ଦ୍ରାପଡ଼ା ପୌର ନିର୍ବାଚନ: ତିନି ଦଳ ମଧ୍ୟରେ ହେବ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌର ନିର୍ବାଚନ ପାଇଁ ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ବିଏସପି ଏବଂ ଓଡ଼ିଶା ଜନତା ପାର୍ଟି ପକ୍ଷରୁ ପୌର ଅଧ୍ୟକ୍ଷ ପ୍ରାର୍ଥୀମାନେ...

ଏଥର ହେବ ଜୋରଦାର ଲଢ଼େଇ: କିଏ ହାତେଇବ ବିଏମସି ମେୟର ପଦବୀ ?

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଜିତିବ ଭବନେଶ୍ଵର ବାସିନ୍ଦାଙ୍କ ବିଶ୍ଵାସ? କାହା ଭାଗରେ ପଡ଼ିବ ଭୁବନେଶ୍ଵର ମେୟର ଦାୟିତ୍ଵ। ଭୁବନେଶ୍ଵର ମହାନଗର ନିଗମ ପାଇଁ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଦେଇ ସାରିଥିବାବେଳେ ଏବେ ନିର୍ବାଚନ...

‘ନାରୀ ଶକ୍ତି’ ପୁରସ୍କାର ପାଇବା ପରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Sj8LUfnI6m4] ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସାମାଜିକ କର୍ମୀ ଡକ୍ଟର ଶ୍ରୁତି ମହାପାତ୍ର ‘ନାରୀ ଶକ୍ତି’ ପୁରସ୍କାର ପାଇବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ତର୍ଜାତୀୟ...

ସିଆଇଆଇ ଓଡ଼ିଶା ଷ୍ଟେଟ କାଉନସିଲ ୨୦୨୨-୨୩ର ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରୀୟ ଆଲୁମିନିୟମ କମ୍ପାନି ଲିମିଟେଡ(ନାଲ୍‌କୋ)ର ଅଧ୍ୟକ୍ଷ ଶ୍ରୀଧର ପାତ୍ର ସିଆଇଆଇ ଓଡ଼ିଶା କାଉନସିଲ ୨୦୨୨-୨୩ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହ ଏସାର ମିନମେଟ ଲିମିଟେଡର ଅଧ୍ୟକ୍ଷ ଶଶିଶେଖର ମହାନ୍ତିଙ୍କୁ...

ଡକ୍ଟର ଶ୍ରୁତି ମହାପାତ୍ର ପାଇଲେ ନାରୀଶକ୍ତି ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Sj8LUfnI6m4] ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି ମର୍ଯ୍ୟାଦାଜନକ ‘ନାରୀଶକ୍ତି’ ପୁରସ୍କାର। ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମଙ୍ଗଳବାର ରାଷ୍ଟ୍ରପତି...