ମୋ ରଙ୍ଗ ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା : ଜୟା ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=V_o_8xFD_-U] ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ଜୟା ସ୍ଵାମୀ ତାଙ୍କ ଜୀବନର ସେହି ସଂଘର୍ଷର କାହାଣୀ ସହ ଦୁଇଟି ବଡ଼ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ହେଉଛି ତାଙ୍କ ଶ୍ୟାମଳ ରଙ୍ଗ ଆଉ ଗୋଟିଏ ସିନେମା...

ହିଂସା ଛାଡ଼ି ଭାଇଚାରା ବାଣ୍ଟିବା: ପ୍ରେମ ଆନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ସମୟରେ ଗାଁ ଗହଳିରେ ଏବେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ତେଣୁ ହିଂସାକୁ ଭୁଲି ସଂଗୀତ ମାଧ୍ୟମରେ ଭାଇଚାରର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଶାଲାଇଭ୍...

ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୩ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ରାଜ୍ୟର ୨୭ଟି ଜିଲ୍ଲା,...

ଏମିତି ବି ବଦଳେ ଭାଗ୍ୟ : ଦିନ ମଜୁରିଆରୁ ମଡେଲ ୬୦ ବର୍ଷୀୟ ମମ୍ମିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଗ୍ୟ ଏମିତି ବି ପରିବର୍ତ୍ତନ ହୋଇପାରେ। ରାତାରାତି ଭାଗ୍ୟ ବଦଳିବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି କେରଳର ୬୦ ବର୍ଷ ବୟସ୍କ ମମ୍ମିକା, ଯିଏ ଦିନ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୬୪ଟି ବ୍ଲକର ୧୬୩ ଜିଲ୍ଲା ପରିଷଦ ଜୋନ୍ ଏବଂ ୧,୨୫୪ଟି ପଞ୍ଚାୟତରେ ମତଦାନ ଚାଲିଛି। ଚତୁର୍ଥ ପର୍ଯ୍ୟାୟରେ...

କଳିଙ୍ଗ ଷ୍ଟାଡିଅମରେ ୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ଓଡ଼ିଶାରେ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପ...

ମିଳିତ ଜାତିସଂଘରେ ଆମେରିକାର ଚେତାବନୀ : ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ରୁଷ ସୈନିକଙ୍କ ଗତିବିଧି ଯେଉଁଭଳି ଭାବେ ବୃଦ୍ଧି ପାଉଛି, ଏହାକୁ ଦେଖି ଯୁଦ୍ଧ ନିକଟତର ହେଉଥିବାର ଆଭାସ ମିଳୁଛି।...

କେନ୍ଦ୍ରାପଡ଼ାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ, ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି। ଜିଲ୍ଲାରେ ଚଳିତ ଥର ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ...

ମାଓବାଦୀଙ୍କ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଭଣ୍ଡୁର ଉଦ୍ୟମ ବିଫଳ, ନିୟମଗିରି ପାହାଡ଼ ନିକଟରୁ ଟିଫିନ ବୋମା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଲାଲ ବାହିନୀର ଉଦ୍ୟମ ବିଫଳ ହୋଇଛି। ଯବାନମାନଙ୍କୁ ଟାର୍ଗଟେ କରି...

ଯାଜପୁର ଜିଲ୍ଲା ବାମଦେବପୁରରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, ୪୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକାଛଳ ପଞ୍ଚାୟତ ବାମଦେବପୁରରେ ଗତ ରବିବାର ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବଚାନ ପାଇଁ ମତଦାନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି...