ଖସୁଛି କୋଭିଡ ସଂକ୍ରମଣ ହାର : ୨୪ ଘଣ୍ଟା ୬୭୧ ପଜିଟିଭ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବୟସର ୧୩୧ ଜଣ ରହିଛନ୍ତି। ୩୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ...

‘କାଚ୍ଚା ବାଦାମ…’ ଭାଇରାଲ ଷ୍ଟାର ଭୁବନ ବୈଦ୍ୟକର

ଓଡ଼ିଶାଲାଇଭ୍ ବ୍ୟୁରୋ ଯାହା ମୋବାଇଲ ଆଡେଇବ ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ‘କାଚ୍ଚା ବାଦାମ..’ ଗୀତ। ଗୀତଟିକୁ ନେଇ ନିର୍ମାଣ ହୋଇଛି ଲକ୍ଷାଧିକ ରିଲସ୍। ‘କାଚ୍ଚା ବାଦାମ’ରୁ ଭାଇରାଲ ଷ୍ଟାର ପାଲଟିଛନ୍ତି ପଶ୍ଚିମବଙ୍ଗର ବାଦାମ...

ଗୀତ, ସ୍ୱର, ସଙ୍ଗୀତର ତ୍ରିବେଣୀ ସଙ୍ଗମ ‘ବାପ୍ପି ଦା’

ଓଡ଼ିଶାଲାଇଭ୍ ବ୍ୟୁରୋ ବାପ୍ପି ଦା... ବଲିଉଡ ଜଗତର ରକଷ୍ଟାର ଥିଲେ ବାପି ଲାହିରୀ। ସେ ନିଜେ ଗାଉଥିଲେ, ଲେଖୁଥିଲେ ଏବଂ ଗୀତକୁ ସଙ୍ଗୀତରେ ସଜାଉ ଥିଲେ। ତେଣୁ ସେ ଥିଲେ ଗୀତ ସ୍ୱର ଓ...

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ହିଂସା : ୨୫ଟି ବୁଥରେ ପୁନଃ ନିର୍ବାଚନ ପାଇଁ ପ୍ରସ୍ତାବ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନ ସମୟରେ ରାଜ୍ୟର ଚାରିଟି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିଲା। ଫଳରେ ୪ଟି ଜିଲ୍ଲାର ୨୫ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହି ୨୫ଟି ବୁଥରେ ପୁନର୍ବାର...

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ସଜବାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୨.୨ ପ୍ରତିଶତ ଅଧିକ ମତଦାନ ହୋଇଥିବା ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ...

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ : ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟର କଲେ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଆଳି ବ୍ଲକରେ ପୁରୁଷଙ୍କ ଅପେକ୍ଷା ୨ ପ୍ରତିଶତ ଅଧିକ ମହିଳା ମତଦାନ କରିଛନ୍ତି। ସେହିପରି...

ରାଜ୍ୟରେ କମୁଛି ସଂକ୍ରମଣ, ହଜାରେ ତଳେ ଦୈନିକ କୋଭିଡ ପଜିଟିଭ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ କମିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୮୮୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ୍ ବୟସର ୧୬୯ ଜଣ...

ସାଂସଦ ଅନୁଭବ ମହାନ୍ତି ପଚାରିଲେ – ଭାରତରେ କେବେ ଗଠନ ହେବ ପୁରୁଷ କମିଶନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କେବେ ଗଠନ ହେବ ପୁରୁଷ କମିଶନ? ଏହି ଭଳି ପ୍ରଶ୍ନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ଏହି ପୋଷ୍ଟକୁ ନେଇ ରାଜନୈତିକ...

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ : ୬୦ ପ୍ରତିଶତରୁ ଅଧିକ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ଭୋଟର ମତଦାନ କରିଥିବା ରାଜ୍ୟ...

ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଅମରାବତୀ ବଦଳରେ ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ। ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ୱାଇଏସ...