ଭକ୍ତଙ୍କ ଦର୍ଶନ ପାଇଁ ୧୨ରୁ ଖୋଲିବ ଭୁବନେଶ୍ଵରର ସବୁ ଧର୍ମାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭକ୍ତଙ୍କ ଦର୍ଶନ ପାଇଁ ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ସମ୍ପୂର୍ଣ୍ଣ ଟିକା ନେଇଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ। ମନ୍ଦିର ପ୍ରବେଶ...

ଚିରନିଦ୍ରାରେ ‘ମହାଭାରତ’ର ଭୀମ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ପ୍ରବୀଣ କୁମାର ସୋବତୀଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ପ୍ରବୀଣ କୁମାର...

ରାଜ୍ୟରେ ୯ରୁ ପୁଣି ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସକ୍ରିୟ ରହିଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବ୍ରୁଆରି ୯ ଓ ୧୦ ତାରିଖରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପଶ୍ଚିମ ଓ...

ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି  

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ସଂକ୍ରମଣ ଏବେ ମଧ୍ୟ ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ ୧,୫୦୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି। ରାଜ୍ୟରେ...

ଭିଜେଇ ଚାଲିଗଲେ କୋକିଳ କଣ୍ଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ଶୁଣିବାକୁ ମିଳିବନି ସ୍ଵର ସମ୍ରାଜ୍ଞୀଙ୍କ ମଧୁର ଗୁଞ୍ଜନ। ଚିରଦିନ ପାଇଁ ନୀରବିଗଲେ ବାଣୀକନ୍ୟା ଲତା ମଙ୍ଗେସକର । କୋଟି କୋଟି ଜନତାଙ୍କ ହୃଦୟକୁ ଭାଙ୍ଗି ଦେଇ ଚାଲିଗଲେ ଅପହଞ୍ଚ ଦୁନିଆଁକୁ। ଲତା...

ନିର୍ବାଚନ ମଇଦାନରେ ଦିବ୍ୟାଙ୍ଗ ନାଗାର୍ଜୁନ ବିଡ଼ିକା

ଓଡ଼ିଶାଲାଇଭ୍ ବ୍ୟୁରୋ “ମୁଁ ଦିବ୍ୟାଙ୍ଗ, ଅକର୍ମଣ୍ୟ ନୁହେଁ। ନିର୍ବାଚନ ପରେ ନିର୍ବାଚନ ଆସୁଛି। ଜଣକ ପରେ ଜଣେ ପ୍ରାର୍ଥୀ ବଦଳୁଛନ୍ତି। କିନ୍ତୁ ପଛୁଆ ଅଞ୍ଚଳ ଭାବେ ପରିଚିତ ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତର ଭାଗ୍ୟ...

କୋହଳ ହେଲା ନିର୍ବାଚନ କଟକଣା : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର କରିପାରିବେ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କୋଭିଡ କଟକଣା ଯୋଗୁଁ ନିର୍ବାଚନ ପ୍ରାଚାର ଠିକ୍ ଭାବେ କରିପାରୁ ନଥିଲେ ପ୍ରାର୍ଥୀ। ମାତ୍ର ୫ ଜଣଙ୍କୁ ସାଙ୍ଗରେ ଧରି ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ଅନୁମତି...

ପୁଣି ପଶ୍ଚିମା ଝଡ଼ : ୮ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ତିନି ଦିନ ବର୍ଷା ହେବା ସହ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବ...

ରାଜ୍ୟରେ ୨୦ ଜଣଙ୍କ ଜୀବନ ନେଲା କରୋନା, ଦୈନିକ ସଂକ୍ରମଣ ହାର ହଜାରେ ଉପରେ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ସଂକ୍ରମଣ ହାର ଉପର ତଳ ହେଉଥିବାବେଳେ କୋଭିଡ ଜନିତ ମୃତ୍ୟୃକୁ ନେଇ ଚିନ୍ତା ବିଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣ କୋଭିଡରେ ପ୍ରାଣ ହରାଇଛନ୍ତି।...

ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ : କୋଭିଡ ଲକ୍ଷଣ ଥିଲେ ଶିକ୍ଷାନୁଷ୍ଠାନ ନ ଆସିବାକୁ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନାର ତୃତୀୟ ଲହର ଶେଷ ହେବାକୁ ବସିଛି। କୋଭିଡ ସଂକ୍ରମଣ ହାର ମଧ୍ୟ କମିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ଘୋଷଣା ଅନୁଯାୟୀ ସୋମବାର ସାକାଳ ୧୦ଟାରୁ ରାଜ୍ୟର...