କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା ୫୦ ପ୍ରତିଶତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପକୃତ ହେବେ ୩୩ ହଜାର ୩୮ କନିଷ୍ଠ ଶିକ୍ଷକ
୧୬୮ କୋଟି ବାର୍ଷିକ ଖର୍ଚ୍ଚ କରିବେ ରାଜ୍ୟ ସରକାର
ଜାନୁଆରିରୁ ଲାଗୁ ହେବ ବର୍ଦ୍ଧିତ ଦରମା
ନୂଆ ବର୍ଷରେ କନିଷ୍ଠ...
ଦେଶରେ ୧୭ ଶହ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୩ଟି ନୂଆ ଓମିକ୍ରନ ଆକ୍ରାନ୍ତ ଟିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ରାଜ୍ୟରେ ଆରମ୍ଭ ହେଲା ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଟିକାକରଣ
ଭିଡ ଭଡ଼ିଲେ ଅପରାହ୍ଣରେ ଟିକାକରଣ ପାଇଁ ବ୍ୟବସ୍ଥା ହେବ
ମାସକ ମଧ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ
୩୫ଟି...
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦାୟ ନେଇଛି ବର୍ଷ ୨୦୨୧। ଏବେ କ୍ୟାଲେଣ୍ଡରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୨। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ନୂଆବର୍ଷକୁ ଧୁମଧାମରେ ପାଳନ କରାଯାଇପାରି ନାହିଁ। କିନ୍ତୁ...
ମହଙ୍ଗା ହୋଇପାରେ ଅନଲାଇନ ଖାଦ୍ୟ ଅର୍ଡର ଓ କ୍ୟାବ ବୁକିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଏସଟିରେ ସମିଲ ହେଲେ ସ୍ଵିଗି ଓ ଜୋମାଟୋ
ଓଲା ଓ ଉବେରକୁ ୫ ପ୍ରତିଶତ ଜିଏସଟି
ଜୋତା ଚପଲ ପାଇଁ ଦେବାକୁ ହେବ ୧୨ ପ୍ରତିଶତ
ନୂଆ ବର୍ଷରୁ...
ଚିନ୍ତା ବଢ଼ାଉଛି ଓମିକ୍ରନ: ଦେଶରେ ୧୪ ଶହ ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ମୋଟ ୧୪୩୧ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି।...
ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ, ୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୨୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୧୯ ଜଣ...
୨୦୨୧ : ଏହି ଓଲିଉଡ କଳାକାରଙ୍କ ବାଜିଲା ସହାନାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୨୧ ଓଲିଉଡ଼ ଜଗତ ପାଇଁ ଖୁସି ନେଇ ଆସିଲା। ଚଳିତ ବର୍ଷ ଅନେକ କଳାକାରଙ୍କର ହାତଗଣ୍ଠି ପଡ଼ିଥିଲା। କେତେଜଣ ଚର୍ଚ୍ଚିତ କାଳାକାର ବିବାହ ବନ୍ଧନରେ ବାନ୍ଧି ହୋଇ ସଂସାର ଆରମ୍ଭ...
ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଉପହାର: ଲାଗୁ ହେବ ସପ୍ତମ ବେତନ କମିଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷକମାନଙ୍କୁ ରାଜ୍ୟ ସରକାର ନୂଆବର୍ଷ ଉପହାର ଦେଇଛନ୍ତି। ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବ। ଏ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦୨୨ ଜାନୁଆରି...
ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରି : ୫ ମହାନଗରର ବସ୍ତିବାସିନ୍ଦା ପାଇବେ ଜମିପଟ୍ଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଗା ମିଶନକୁ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ମୋଟ ୯୩୮ଟି ବସ୍ତିର ଏକ ଲକ୍ଷ ୯୦...





















