ଏମିତି ଦିଶିବ ପୁରୀ ବେଳାଭୂମି, ମୁଖ୍ୟମନ୍ତ୍ରୀ ସେଆର କଲେ ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଜେଇ ହେଉଛି ପୁରୀ ବେଳାଭୂମି। ଏଣିକି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ପୁରୀର ଗୋଲ୍ଡେନ୍ ବିଚ୍। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ତରର ବେଳାଭୂମିର କିଛି ସୁନ୍ଦର...
ରାଜ୍ୟରୁ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଶୀର୍ଷରେ ଖୋର୍ଦ୍ଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରୁ ୩୫୪୩ ପଜିଟିଭ୍
କ୍ୱାରେଣ୍ଟାଇନରୁ ୨୧୬୧, ଲୋକାଲ କେସ ୧୩୮୨
ଖୋର୍ଦ୍ଧାରୁ ସର୍ବାଧିକ ୮୭୮ ଜଣ
ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ...
ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ପକ୍ଷରୁ ଗୁରୁବାର ନିଗମର ମୁଖ୍ୟ କାର୍ଯ୍ୟଳୟ ପରିସରରେ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କୋଭିଡ-୧୯ର ସମସ୍ତ କଟକଣା ସହ ଭର୍ଚୁଆଲ ମାଧ୍ୟମରେ ଦିବସଟିକୁ ନିରାଡ଼ମ୍ଵର ଭାବେ...
ଟାଇମ୍ସ ସର୍ବେକ୍ଷଣରେ ଦିତ୍ଵୀୟ ସ୍ଥାନ ହାସଲ କଲା କିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳତା ପରେ ସଫଳତା ସାଉଁଟି ଚାଲିଛି କିଟ୍। ଟାଇମ୍ସ ବିବିଏ ଏଜୁକେସନ ରାକିଂ ସର୍ବେକ୍ଷଣ-୨୦୨୦ରେ ଦିତ୍ଵୀୟ ସ୍ଥାନ ଅଧିକାର କରିଛି କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ।
ଟାଇମ୍ସ ସର୍ଭେ ପକ୍ଷରୁ ଭାରତର ପୂର୍ଣ୍ଣକାଳୀନ...
ନବରଙ୍ଗପୁର ସାଂସଦ ରମେଶ ମାଝି କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଉ ଜଣେ ନେତା କରୋନା ପଜିଟିଭ୍ ଚିହ୍ନଟ। ନବରଙ୍ଗପୁର ବିଜେଡ଼ି ସାଂସଦ ରମେଶ ମାଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ରମେଶଙ୍କର ନମୁନା...
ପୁରୀ ପର୍ଯ୍ୟଟନ ପାଇଁ ହଟିଲା କଟକଣା, କୋଭିଡ ନିୟମ ମାନି ବୁଲିପାରିବେ ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ଅପେକ୍ଷା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ ପର୍ଯ୍ୟଟନ
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ
ହୋଟେଲରେ ରହିପାରିବେ ପର୍ଯ୍ୟଟକ
ପିପିଲି ଟୋଲ ଗେଟ୍ କଟକଣା ମୁକ୍ତ
ପର୍ଯ୍ୟଟକ ମାନିବେ...
କୋରାପୁଟ: କେବଳ ନାମକୁ ରହିଛି ବତୀଖୁଣ୍ଟ, ୪ ବର୍ଷ ହେଲା ଅନ୍ଧାରରେ ମାଦୀ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ: ବିଜୁଳି ସେବାରୁ ବଞ୍ଚିତ ହେଉଛନ୍ତି କୋରାପୁଟ ଜିଲ୍ଲାର ମାଦୀ ଗ୍ରାମବାସୀ। ଗ୍ରାମରେ କେବଳ ନାମକୁ ମାତ୍ର ରହିଛି ବିଦ୍ୟୁତ୍ ଖୁଣ୍ଟ। ମାତ୍ର ୨୦୧୬ ମସିହାରୁ ଚାରି ବର୍ଷ ଧରି ଗାଁ'କୁ...
ରାଜ୍ୟରୁ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଖୋର୍ଦ୍ଧାରେ ସର୍ବାଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିଲା ବେଳେ ୧୩୦୬ ଲୋକାଲ କେସ ରହିଛି।...
ଓଡ଼ିଶା ଡାକସେବାରେ ୨୦୬୦ ପଦବୀ ପାଇଁ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଷ୍ଟାଲ ସର୍କଲରେ ମୋଟ ୨୦୬୦ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପାର୍ଥୀମାନେ ଅନଲାଇଲ୍ ମାଧ୍ୟମରେ ଆବେଦନ କରିପାରିବେ। ଜାଣନ୍ତୁ ଆବେଦନ କରିବା...
ଏଣିକି ହୋଟେଲ, ରେସ୍ତୋରାଁ ବସି ଖାଇପାରିବେ ଗ୍ରାହକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏଣିକି କୋଭିଡ ଗାଇଡଲାଇନ ମାନି ହୋଟେଲ, ରେସ୍ତୋରାଁ ଏବଂ ବାର୍ ଆଦିରେ ବସି ଖାଇପାରିବେ ଗ୍ରାହକ। ରାଜ୍ୟର ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ ବାର୍ଗୁଡ଼ିକୁ ଗ୍ରାହକମାନଙ୍କ...




















