Independence Day

ସଂସଦ ସୁରକ୍ଷା ଭଙ୍ଗକୁ ନେଇ ଲୋକସଭାରେ ହଙ୍ଗମା, ଶୀତକାଳୀନ ଅଧିବେଶନରୁ ୩୩ ବିରୋଧୀ ସାଂସଦ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଏବେ ଦେଶରେ ରାଜନୀତି ସରଗରମ ରହିଛି। ଏହି ମାମଲାରେ ସୋମବାର ଲୋକସଭାରେ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗମା କରିଛନ୍ତି। ଏହି ହଟ୍ଟଗୋଳରେ ଲୋକସଭାରେ ଗୃହକାର୍ଯ୍ୟ...

ଫୁଲବାଣୀ: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଗୋଟିଏ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ତଥା ପୋକ୍ସୋ କୋର୍ଟ। ଏହା...

ପୁଣି ଚର୍ଚ୍ଚାରେ ଦାଉଦ ଇବ୍ରାହିମ, କରାଚୀରେ ବିଷ ଦିଆଯାଇଥିବା ଖବର ହେଉଛି ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ମୋଷ୍ଟ ୱାଣ୍ଟେଡ଼ ଡନ୍ ଦାଉଦ ଇବ୍ରାହିମକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଦାଉଦକୁ ବିଷ ଦିଆଯାଇଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଷକ୍ରିୟା ଯୋଗୁଁ...

ଟ୍ରାନ୍ସଫର୍ମର ଚୋର ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କଲା ବୌଦ୍ଧ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଟ୍ରାନ୍ସଫର୍ମର ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୋଲିସ। ଏହି ଗ୍ୟାଙ୍ଗରେ ସାମିଲ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ...

ଓଡ଼ିଶାରେ ଜାରି ରହିଛି ଶୀତଲହରୀ, ୧୦ ଡିଗ୍ରୀ ତଳେ ୧୦ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାରି ରହିଛି ଶୀତଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଶୀତ ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।...

ଆଜି ଓଢ଼ଣ ଷଷ୍ଠୀ, ଶ୍ରୀମନ୍ଦିରରେ ଘୋଡ଼ଲାଗି ହେଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଢ଼ଣ ଷଷ୍ଠୀ। ଶ୍ରୀମନ୍ଦିରରେ ଆଜିଠୁ ଘୋଡ଼ଲାଗି ହୋଇଛନ୍ତି ମହାପ୍ରଭୁ। ଶୀତରୁ ରକ୍ଷା ପାଇବା ପାଇଁ ଦରଜି ସେବକଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଘୋଡ଼ ବା ଶୀତବସ୍ତ୍ର ମହାପ୍ରଭୁ ପରିଧାନ କରିଛନ୍ତି।...

ରାଉରକେଲାରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି, ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି। ଶନିବାର ସୁଦ୍ଧା ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୨ ଜଣଙ୍କର ଜୀବନହାନି ହୋଇଛି। ଏହାସହ ସହରର ବିଭିନ୍ନ ଡାକ୍ତରଖାନାରେ...

ରାୟଗଡ଼ା: କଲେଜ ଛାତ୍ରଙ୍କୁ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ପ୍ରମୋଦ କଲକାଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ...

ଭାରତୀୟ ବାୟୁ ସେନା ପକ୍ଷରୁ ଆଫକାଟ୍ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁ ସେନାରେ ବିଭିନ୍ନ ପାଇଲଟ୍ ଓ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିପାଇଁ ହେବାକୁ ଆଫକାଟ୍ ପରୀକ୍ଷା (୨୦୨୪-୦୧) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି...

ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ପୁରୀ): ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ସହଯୋଗରେ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ୟୁନିସେଫ...