Independence Day

କେନ୍ଦୁଝର ଲୋକସଭା ଆସନରେ କିଏ ମାରିବ ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦୁଝର ଲୋକସଭା ଆସନରେ ଏଥର ରୋଚକ ହେବ ରାଜନୈତିକ ଲଢ଼େଇ, ବିଜେଡି ଜିତିବ ନା ବାଜି ମାରିବ ବିଜେପି? କେନ୍ଦୁଝର ଲୋକସଭା ଆସନ ଗତ ୨୦୦୯ରୁ ବିଜେଡି ଦଖଲରେ ରହିଛି। କିନ୍ତୁ ଏଥର...

ମେ’ ୨୬ରେ ବାହାରିବ ୨୦୨୪ ମାଟ୍ରିକ ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମେ’ ୨୬ ତାରିଖ ରବିବାର ଦିନ ପ୍ରକାଶ ପାଇବ ୨୦୨୪ ମାଟ୍ରିକ ପରୀକ୍ଷା ଫଳ। ମାଟ୍ରିକ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ରେଜଲ୍ଟ ମଧ୍ୟ...

ବିଜେଡି-ବିଜେପି-କଂଗ୍ରେସ: କିଏ ହାତେଇବ ସମ୍ବଲପୁର ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=t67Kv2uZ7PU ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ଜୋରଦାର ହେବ ରାଜନୈତିକ ଲଢ଼େଇ, ବିଜେପି ଦୁର୍ଗ ରକ୍ଷା କରିବ ନା ଛଡ଼ାଇ ନେବ ବିଜେଡି? ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପିପିଲି ଓ ଆଠଗଡ଼ରେ ରାଜନୈତିକ ହିଂସା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗୁରୁବାର ରାତିରେ ପିପିଲି ଓ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲିର ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର...

ପୁରୀ ଲୋକସଭା ଆସନରେ କିଏ ପିନ୍ଧିବ ବିଜୟ ମୁକୁଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=6EYMEz3OrYM ପୁରୀ ଲୋକସଭା ଆସନ ଉପରେ ମୋଦୀଙ୍କ ନଜର ରହିଥିବାବେଳେ ନବୀନଙ୍କର ବି ରହିଛି ବହୁତ ଆଶା। ଏହି ଆସନ ହାତେଇବାକୁ ଗୁରୁତ୍ଵ ଦେଉଛନ୍ତି ଉଭୟ ବିଜେପି ଏବଂ ବିଜେଡି। ଏଥିପାଇଁ...

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।ଏହାସହ ପୋଲିସ ଗୁଳିରେ...

ଖୋର୍ଦ୍ଧା ରାଜନୀତିରେ ରୋଚକ ମୋଡ଼: ବିଜେପିର ରାଲି ବେଳେ ମିଶିଲେ ବିଜେଡି ବିଧାୟକ ଜିତୁ ମିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ରାଜନୀତିରେ ଆଜି ଦେଖିବାକୁ ମିଳିଛି ରୋଚକ ଚିତ୍ର। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ବିଧାୟକ ଜିତୁ ମିତ୍ର। ଗୁରୁବାର ଦିନ ବିଜେପିର ରାଲି ଚାଲିଥିଲା ବେଳେ ଖୋର୍ଦ୍ଧା ବିଧାୟକ...

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ହଟିବ ମାଫିଆ ରାଜ୍ – ଯୋଗୀ ଆଦିତ୍ୟନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଆସିଥିବା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସୁ ଆସୁ ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲ୍ଲିକା ନିର୍ବାଚନ...

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା କ୍ଷେତ୍ରରେ ଭୋଟ୍ ଦେବେ ୯୪ ଲକ୍ଷରୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମେ’ ୨୫ ତାରିଖ ଶନିବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧିନସ୍ଥ ୪୨ଟି ବିଧାନସଭା...

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ, ମେ’ ୨୫ରେ ବାତ୍ୟା!

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଲଘୁଚାପ ଘନୀଭୂତ ହୋଇ ଗୁରୁବାର ଦିନ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା କ୍ରମଶଃ ଘନିଭୂତ ହୋଇ ମେ’ ୨୪ ତାରିଖରେ ଅବପାତରେ ପରିଣତ ହେବାର...