Independence Day

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ ଘଟିଛି। ରବିବାର ଭୁବନେଶ୍ଵରରେ ୯୫ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ସେ ନିଜ ଜୀବନରେ ଅନେକ ଗଳ୍ପ, ଉପନ୍ୟାସ...
Lokaseva Bhawan

ବଢ଼ିଲା ମଧୁବାବୁ ପେନସନ ଯୋଜନା ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା ଫେବ୍ରୁଆରି ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ପେନସନ ଟଙ୍କା ବାର୍ଷିକ ୩,୬୮୩  କୋଟି ଟଙ୍କା...

ସହଜ ହେବ ପୁରୀ ସ୍ଵର୍ଗଦ୍ଵାରରେ ଦାହ ସଂସ୍କାର କାର୍ଯ୍ୟ, ଲୋକାର୍ପିତ ହେଲା ସ୍ଵର୍ଗଦ୍ଵାର ଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସହଜ ହେବ ପୁରୀ ସ୍ଵର୍ଗଦ୍ଵରରେ ଦାହ ସଂସ୍କାର କାର୍ଯ୍ୟ। ଶବଦାହ ପାଇଁ ଅନଲାଇନ ମାଧ୍ୟମରେ କରିହେବ ରେଜିଷ୍ଟ୍ରେସନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ମୋବାଇଲ ଆପ୍‌କୁ ଲୋକାର୍ପଣ କରିଛନ୍ତି ପୁରୀ...

ଓଡ଼ିଶାରେ ବୈଦ୍ୟୁତିକ ଯାନ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ ଗ୍ରୁପ୍, ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ଓ ବ୍ୟାଟେରୀ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ ଗ୍ରୁପ୍। ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏନେଇ ଶନିବାର ଓଡ଼ିଶା ସରକାର...

ଓଡ଼ିଶାକୁ ପୁଣି ଫେରିଲା ଶୀତଲହରୀ, ଆଭ୍ୟନ୍ତରୀଣ ଜିଲ୍ଲାରେ କମୁଛି ପାରଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କିଛି ଦିନ ପରେ ପୁଣି ଫେରିଛି ଶୀତଲହରୀ। ଶୁକ୍ରବାରଠାରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ କମିଛି ତାପମାତ୍ରା। ଆଉ ୨ରୁ ୩ ଦିନ ଯାଏଁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର...

ଢେଙ୍କାନାଳରେ ଅଘଟଣ: ଇଟାଭାଟି ଯୋଗୁଁ ଚାଲିଗଲା ୪ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଚାଲିଗଲା ୪ ଜଣଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ। ମୃତକମାନେ ଛତିଶଗଡ଼ର ଓ ଗୋଟିଏ...

କଂଗ୍ରେସରେ ଯୋଗଦେଲେ ଅଭିନେତା ମନୋଜ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର। ଶନିବାର ଦିନ ଭୁବନେଶ୍ଵରସ୍ଥିତ ମୁଖ୍ୟାଳୟରେ ଦଳର ଓଡ଼ିଶା ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ...

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତକୁ ବଢ଼ିଲା ଇପିଏଫ ସୁଧହାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠିର (ଇପିଏଫ) ସୁଧହାର ବଢ଼ିଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୧୦ ପ୍ରତିଶତ ଅଧିକ ସୁଧ ମିଳିବ। ଫଳରେ...

ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ...

ଆଇଆଇଏମସିର ମିଡିଆ ମ୍ୟୁଜିୟମ ବୁଲି ଦେଖିଲେ ସ୍କୁଲ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ରେ ଥିବା ମିଡିଆ ମ୍ୟୁଜିୟମ ବୁଲି ଦେଖିଛନ୍ତି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ। ଗୁରୁବାର ଦିନ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ...