ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ୩୯୯ଟି ପଦବୀ ପାଇଁ ଓପିଏସସି ପକ୍ଷରୁ ବାହାରିଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ୨୦୨୪ରେ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ବିଭିନ୍ନ ବିଭାଗରେ ମୋଟ ୩୯୯ଟି ଗ୍ରୁପ୍-ଏ ଓ...
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ ହେଲେ ଡକ୍ଟର ମନୋରମା ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ ହୋଇଛନ୍ତି ଡକ୍ଟର ମନୋରମା ମହାନ୍ତି। ସେ ଏବେ ଗୁଜରାଟର ଅହମ୍ମଦାବାଦର ପାଣିପାଗ କେନ୍ଦ୍ରର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ପଦୋନ୍ନତି ସହ...
ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ, ୪ ଜଣ ଗୁରୁତର ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଏସିରେ ଗ୍ୟାସ ଫିଲିଂ ବେଳେ ଏହି ବିସ୍ଫୋରଣ ହୋଇଥିବା...
ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ। ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ଆସନ୍ତା ୨୦୨୪ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି...
ବୌଦ୍ଧ: ରୋଶନି ଟ୍ରେଡର୍ସରେ ଜିଏସଟି ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଜିଏସଟି ଠିକିବା ଅଭିଯୋଗରେ ବୌଦ୍ଧ ସହର ପୋଡ଼ାପଡ଼ା ସ୍ଥିତ ରୋଶନି ଟ୍ରେଡର୍ସରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଚଢ଼ଉ କରାଯାଇଛି। ରୋଶନି ଟ୍ରେଡର୍ସର ମାଲିକ...
ଓଡ଼ିଶାରେ ୧୨ ଆଇପିଏସଙ୍କୁ ପଦୋନ୍ନତି: ଘନଶ୍ୟାମ ଉପାଧ୍ୟାୟଙ୍କୁ ମିଳିଲା ଏଡିଜି ପାହ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ୟାଡରର ୧୨ ଜଣ ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୧୯୯୯ ବ୍ୟାଚର ଆଇପିଏସ୍...
କୋରାପୁଟ ତାନସିଂ ନଦୀରେ ଡଙ୍ଗା ଓଲଟିବା ଘଟଣା: ନିଖୋଜ ୫ ଜଣଙ୍କ ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ମଙ୍ଗଳବାର ଦିନ ଡଙ୍ଗା ଓଲଟି ମୋଟ ୫ ଜଣ ନିଖୋଜ ହୋଇଥିଲେ। ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କର...
ସିଆଇଏସଫର ପ୍ରଥମ ମହିଳା ମହାନିର୍ଦେଶକ ହେଲେ ନୀନା ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳର (ସିଆଇଏସଫ) ମହାନିର୍ଦେଶକ ହୋଇଛନ୍ତି ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଧିକାରୀ ନୀନା ସିଂହ। ପ୍ରଥମ ମହିଳା ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହାପୂର୍ବରୁ...
ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ, ବର୍ଷକ ମଧ୍ୟରେ ବିଶ୍ଵସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ଵସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆଗୀମ ୮ରୁ...
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡର ଶୁଭାରମ୍ଭ, ଉପକୃତ ହେବେ ରାଜ୍ୟର ୯୦ ପ୍ରତିଶତ ଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)-ନବୀନ କାର୍ଡର ଶୁଭାରମ୍ଭ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇର ତୃତୀୟ ପର୍ଯ୍ୟାୟରେ ଏହି କାର୍ଡର ଶୁଭାରମ୍ଭ କରିଛନ୍ତି। ଏଥିରେ ପ୍ରାୟ ୧...





















