କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ୍ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ଭାରତର ସର୍ବବୃହତ୍ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ସୁଟର ଅଭିନବ...
୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଥିଲା ସର୍ତ୍ତମୂଳକ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବହୁ ଚର୍ଚ୍ଚିତ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲରୁ ବାହାରିଛନ୍ତି। ତାଙ୍କୁ ଇଡି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିବାପରେ ସେ...
‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ଏବେ ବର୍ଷ ସାରା ଚାଲିବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ...
ରାୟଗଡ଼ା: ଦାଦନ ଖଟିବାକୁ ଯାଇ ଅସୁସ୍ଥ ହୋଇ ଫେରିଥିବା ଦୁଇ ଭାଇଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜ ଅଞ୍ଚଳରେ କାମଧନ୍ଧା ନପାଇ ଅନେକ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। କେତେବେଳେ ଅସୁସ୍ଥତା କାରଣରୁ ତ ଆଉ କେତେବେଳେ କାମ କରୁଥିବା...
ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ସୋମବାର ଦିନ ମଧ୍ୟପ୍ରଦେଶରେ ବସିଥିବା ବିଧାୟକ ଦଳର...
ଫୁଲବାଣୀ: ୭୦ତମ ରାଜ୍ୟ ସିନିୟର୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସମ୍ବଲପୁରକୁ ହରାଇ ଚାମ୍ପିୟନ ହେଲା କିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀରେ ୭୦ତମ ରାଜ୍ୟ ସିନିୟର୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏହାର ଫାଇନାଲ ମ୍ୟାଚରେ ସମ୍ବଲପୁରକୁ ୩-୦ ସେଟ୍ରେ ହରାଇ କିଟ୍ ଦଳ ଚାମ୍ପିୟନ ହୋଇଥିଲା। ରବିବାର...
ପାରାଦୀପ: ଜାହାଜରୁ କୋକେନ ମିଳିବା ଘଟଣାରେ ତନାଘନା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକ କୋକେନ ଖୋଜିବା ପାଇଁ ଜାହାଜର ତଳ ଭାଗର ଯାଞ୍ଚ କଲେ ସ୍କୁବା ଡାଇଭର।
ପାରାଦୀପ ବନ୍ଦରରେ ଜାହାଜରୁ କୋକେନ ମିଳିବା ଘଟଣାରେ ଏବେ ଜୋରଦାର ତଦନ୍ତ ଜାରି ରହିଛି। କଷ୍ଟମ୍ସ,...
ପାଞ୍ଚଦିନରେ ସରିଲା ମଦ ବ୍ୟବସାୟୀଙ୍କଠାରୁ ଜବତ ଟଙ୍କାର ଗଣତି, ମୋଟ ୩୪୮ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟକର ଠକେଇ ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରି ଟଙ୍କାର ପାହାଡ଼ ଠାବ କରିଥିଲା ଆୟକର ବିଭାଗ। ମେସିନ ଓ ମଣିଷ ପାଞ୍ଚଦିନ ଧରି ଜବତ ସବୁ...
ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ: ୧୦୦ ଏକର ଜମି ଯୋଗାଇବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୦୦ ଏକର ଜମି ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏମ୍ସକୁ ଜମି ପଟ୍ଟା ହସ୍ତାନ୍ତର କରାଯିବା ପରେ...
ଖସିବ ପାରଦ, ଓଡ଼ିଶାରେ ବଢ଼ିବ ଶୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗକୁ ଓଡ଼ିଶାରେ ଶୀତର ପ୍ରକୋପ ଆହୁରି ବଢ଼ିବ। ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇଦିନ ମଧ୍ୟରେ...





















