Independence Day

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ-ନେଦରଲାଣ୍ଡସ୍ କରୁଛନ୍ତି ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଖେଳାଯାଉଛି ଦୁଇଟି ମୁକାବିଲା। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟକ୍କର ନେଉଥିବାବେଳେ ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ନେଦରଲାଣ୍ଡସ୍। ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚଟି...

ମୃତ୍ୟୁ ଏମିତି ବି ଆସେ: ବସ ଚଲଉ ଚଲଉ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ମୃତ୍ୟୁ କେବେ, କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଜଣେ ଡ୍ରାଇଭର ବସ ଚଲଉ ଥିବା...

ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ମିଳିଲା ‘ସୁରେଶ ସୃଜନ ସମ୍ମାନ’

କପିଳାସ ଭୂୟାଁ    ଏବେ କେବଳ ପାର୍ବଣ ଋତୁ ନୁହେଁ, ସାଂସ୍କୃତିକ ଋତୁ ମଧ୍ୟ ଚାଲିଛି। ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର। ଏହି ଧାରାରେ ଗତ ଅକ୍ଟୋବର ୨୬ ତାରିଖ...

ଅଫେରା ରାଇଜେ ସ୍ଵରୂପ ନାୟକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଫେରା ରାଇଜରେ ଏବେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ। ଶନିବାର ଦିନ କଟକସ୍ଥିତ ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ଵରୂପ ନାୟକଙ୍କ...

ଚାଲାଣ ବେଳେ ମୟୂରଭଞ୍ଜରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଛି। ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ...

ଏସିଆନ ପାରା ଗେମ୍ସ: ଦୃଷ୍ଟିବାଧିତ ଚେସରେ ସ୍ଵର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ପାରା ଗେମ୍ସରେ ସ୍ଵର୍ଣ୍ଣ ଜିତିଛନ୍ତି ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ। ସେ ପ୍ରତିଯୋଗିତାର ଦୃଷ୍ଟିବାଧିତ ଚେସ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ସହ ଏକ ରୌପ୍ୟ ପଦକ...

ଆଜି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏହି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶନିବାର ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ...

ଭାରତୀୟ ଗୁଇନ୍ଦା ବିଭାଗରେ ୬୭୭ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ନଭେମ୍ବର ୧୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ମଲ୍ଟି ଟାସ୍କିଂ ଷ୍ଟାଫ’ ଓ ‘ସୁରକ୍ଷା ସହାୟକ (ଡ୍ରାଇଭର)’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି।...

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଷ୍ଟ୍ରୋକ ସମ୍ପର୍କରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚିବା ଦରକାର - ମେୟର ଷ୍ଟ୍ରୋକ ନିୟନ୍ତ୍ରଣ, ପ୍ରତିଷେଧକ ଓ ପରିଚାଳନା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ - ସ୍ୱାସ୍ଥ୍ୟ ନିର୍ଦେଶକ (ଭୁବନେଶ୍ୱର): ବ୍ରେନ୍‌ ଷ୍ଟ୍ରୋକ...

ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ପାଳନ ହେଲା ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ (ଫ୍ଲୋରିଡା): ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଧୁମଧାମର ସହ ପାଳନ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ। ଏଠାରେ...