ଗଜପତି ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲାରେ ଶୁକ୍ରବାର ଦିନ ‘ଲକ୍ଷ୍ମୀ’ ବସର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ମାଲକାନଗିରି ପରେ ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’...
କ୍ୟାବିନେଟ ବୈଠକ: ୧୬ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର। ଏଥିରେ ବିଶେଷକରି ଜଳସେଚନ, ସଘନ କୃଷି ଉପରେ ସରକାର ଅଧିକ ଗୁରୁତ୍ଵ...
ଆଜିଠୁ ଗଡ଼ୁନି ଘରୋଇ ବସ୍: ସାରା ରାଜ୍ୟରେ ଯାତ୍ରୀ ହନ୍ତସନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୁକ୍ରବାରଠାରୁ ଘରୋଇ ବସ୍ ଚଳାଚଳ ବନ୍ଦ। ଅନିର୍ଦିଷ୍ଟ କାଳ ଯାଏଁ ଆରମ୍ଭ ହୋଇଥିବା ଏହି ବସ ଧର୍ମଘଟର ପ୍ରଭାବ ସିଧାସଳଖ ଯାତ୍ରୀଙ୍କ ଉପରେ ପଡ଼ିଛି। ନିଜ ନିଜ ଗନ୍ତବ୍ୟ ସ୍ଥଳକୁ...
ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା ପାଇବେ ‘ସୁରେଶ ସୃଜନ ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ପ୍ରଦାନ କରାଯିବ ‘ସୁରେଶ ସୃଜନ ସମ୍ମାନ’। ସୁରେଶ ବଳବନ୍ତରାୟ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ପାଇଁ ଏହି ସମ୍ମାନ ଘୋଷଣା କରାଯାଇଛି।
ଚିତ୍ରଶିଳ୍ପୀ ରାମହରି ଜେନା ଏକାଧାରରେ...
ଆସନ୍ତାକାଲିଠାରୁ ବସ୍ ଧର୍ମଘଟ, ଅନିର୍ଦିଷ୍ଟ କାଳଯାଏଁ ଗଡ଼ିବନି ଘରୋଇ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଜାରି ରହିବ ବୋଲି ସୂଚନା ଦେଇଛି ଘରୋଇ ବସ ମାଲିକ ସଂଘ।
‘ଲକ୍ଷ୍ମୀ’ ଯୋଜନା ବସ୍ ବ୍ଲକ ମୁଖ୍ୟାଳୟରୁ...
ରାଜ୍ୟର ସ୍ଵତନ୍ତ୍ର ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ପ୍ରଦାନ କରାଯାଉ – ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସ୍ଵତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇବା ପାଇଁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଉକ୍ତ ସ୍କୁଲଗୁଡ଼ିକରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଆରପିଡବ୍ଲୁଡି ଆଇନ...
ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଏବଂ ଏହାର ପାଦଦେଶରେ ଚଳିତ ବର୍ଷ ପାଇଁ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ...
ଆଇସିସି ବିଶ୍ଵକପରେ ଭାରତ-ବାଂଲାଦେଶ ଟକ୍କର, ଟିମ୍ ଇଣ୍ଡିଆ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ବାଂଲାଦେଶ ସହ ମୁକାବିଲା କରୁଛି ଟିମ୍ ଇଣ୍ଡିଆ। ମହାରଷ୍ଟ୍ରର ପୁଣେରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଇନିଂସରେ ବାଂଲାଦେଶର ବ୍ୟାଟିଂ ସରିଛି। ଭାରତ ଆଗରେ ୨୫୭...
ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ ରଖଯାଇଛି। ଆସନ୍ତା ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ...
ଆସୁଛି ଲଘୁଚାପ, ଭିଜିବ ଦଶହରା ପୂଜା ମଣ୍ଡପ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ପ୍ରଭାବରେ ଆସନ୍ତା ୨୧ ତାରିଖ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଆସନ୍ତା ଅକ୍ଟୋବର ୨୩ ତାରିଖ...





















