Independence Day

ଏସିଆନ ଗେମ୍ସରେ ଭାରତକୁ ପଞ୍ଚମ ସ୍ଵର୍ଣ୍ଣ, ୫୦ ମିଟର୍‌ ରାଇଫଲ୍‌ ୩ ପୋଜିସନ୍‌ ଇଭେଣ୍ଟରେ ସିଫ୍ଟ କୌର ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତକୁ ମିଳିଛି ପଞ୍ଚମ ସ୍ଵର୍ଣ୍ଣ ପଦକ। ପ୍ରତିଯୋଗିତାରେ ବୁଧବାର ୫୦ ମିଟର୍‌ ରାଇଫଲ୍‌ ୩ ପୋଜିସନ୍‌ ଇଭେଣ୍ଟରେ ଭାରତର ସିଫ୍ଟ କୌର ସାମ୍ରା...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା: ଖବର ଦେଇଥିବା ଆଟେଣ୍ଡାଣ୍ଟ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆଟେଣ୍ଡାଣ୍ଟଙ୍କୁ ବୁଧବାର ଦିନ ନିଲମ୍ବିତ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଦାୟିତ୍ଵରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବିତ...
Utkal University

ଉତ୍କଳ ବିଶ୍ୱବିଦ୍ୟାଳୟରେ ନାକ୍ ଟିମ: ବିଭାଗ ବୁଲିଲେ, ଭିତ୍ତିଭୂମି ପରଖିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟ ଗବେଷଣା ଭିତ୍ତିଭୂମି ଦେଖି ଖୁସିବ୍ୟକ୍ତ କଲେ ନାକ୍ ଟିମ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଛନ୍ତି ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ(ନାକ୍‌) ପ୍ରତିନିଧି ଦଳ। ପ୍ରଫେସର ପରିମଲ ବ୍ୟାସଙ୍କ ଅଧ୍ୟକ୍ଷତାରେ...

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ୍: କ୍ରୀଡ଼ା ଶିକ୍ଷକ ମୃତ, ୨୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ବୁଧବାର ଦିନ ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କ୍ରୀଡ଼ା ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ସ୍ଵାମୀ ବିବେକାନନ୍ଦ ହାଇସ୍କୁଲର କ୍ରୀଡ଼ା...

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ, କ’ଣ ରହିଛି ଏହି ଦିନର ବିଶେଷତ୍ୱ?

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳିତ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା।...

ଏସିଆନ ଗେମ୍ସ: ପୁଣି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ୨୫ ମିଟର ପିସ୍ତଲ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଆଉ ଦୁଇଟି ପଦକ ଜିତିଛି ଭାରତ। ମହିଳା ୨୫ ମିଟର ପିସ୍ତଲ...

ବିଧାନସଭାରେ ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ସମେତ ୬ଟି ବିଲ୍ ପାରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବିଲ୍ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା...

ଭୁବନେଶ୍ଵରରେ ଖୋଲିଲା ‘ଟ୍ରୁ ଟୋନ ସ୍ପିଚ୍ ଆଣ୍ଡ ହିୟରିଂ କେୟାର’ର ନୂଆ କ୍ଲିନିକ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ଵରରେ ଖୋଲିଲା ‘ଟ୍ରୁ ଟୋନ ସ୍ପିଚ୍ ଆଣ୍ଡ ହିୟରିଂ କେୟାର’ର ଆଉ ଏକ ନୂଆ କ୍ଲିନିକ୍। ସହିଦ ନଗରଠାରେ ଥିବା ଏହି କ୍ଲିନିକକୁ ମଙ୍ଗଳବାର ଦିନ ଲୋଇସିଂହା ବିଧାୟକ ଡକ୍ଟର...

ନୂଆଦିଲ୍ଲୀରେ ଗ୍ଲୋବାଲ୍ ଷ୍ଟ୍ରୋକ୍ ଆଲାଏନ୍ସର ବାର୍ଷିକ ବୈଠକ, ଷ୍ଟ୍ରୋକ ଉପରେ ଅନ୍ତର୍ଜାତୀୟ ଘୋଷଣାନାମା ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ବିଶ୍ଵ ଷ୍ଟ୍ରୋକ୍ ଦିବସ ପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଗ୍ଲୋବାଲ୍ ଷ୍ଟ୍ରୋକ୍ ଆଲାଏନ୍ସର ବାର୍ଷିକ ବୈଠକ। ବିଶ୍ୱ ଷ୍ଟ୍ରୋକ ସଂଗଠନ (ଡବ୍ଲୁଏସଓ), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ବିଭିନ୍ନ...

ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କଲା ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସିସୋର ଚିଟଫଣ୍ଡ ଠକେଇ ମାମଲାରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ପତ୍ନୀ ଲକ୍ଷ୍ମୀ...