ଜୋତା ପଲିସ କରି ପ୍ରତିବାଦ କଲେ ଯୁବ ଇଞ୍ଜିନିୟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଫଳ ବିକିବା ସହ ଜୋତା ପଲିସ କରି ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ
ଆଜି ହେଉଛି ଇଞ୍ଜିନିୟର୍ସ ଡେ। ସାଧାରଣତଃ ଆଜିର ଦିନଟିକୁ ଇଞ୍ଜିନିୟରମାନେ ଉତ୍ସାହର ସହ ପାଳନ କରିଥାନ୍ତି। କିନ୍ତୁ ଭୁବନେଶ୍ୱରରେ...
କନ୍ଧମାଳର ଦୁଃଖ: ଖଟିଆରେ ବୁହା ହୋଇ ଡାକ୍ତରଖାନା ଗଲେ, ବିଳମ୍ବ ଚିକିତ୍ସା ପାଇଁ ବଞ୍ଚି ପାରଲେନି ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷା ଯୋଗୁଁ ବିଚ୍ଛିନ୍ନ ହେଲା ଯୋଗାଯୋଗ, ରୋଗୀଙ୍କୁ ଖଟିଆ ଭାରରେ ବୋହି ଡାକ୍ତରଖାନା ନେଇଥିଲେ ପରିବାର ଲୋକ। କିନ୍ତୁ ବିଳମ୍ବ ଚିକିତ୍ସା ପାଇଁ ବଞ୍ଚି ପାରିଲେନି ରୋଗୀ।
(ଫୁଲବାଣୀରୁ ସଦାଶିବ...
ଅକ୍ଟୋବର ମାସରୁ ଓଡ଼ିଶାରେ ବାଘ ଗଣନା, ଆଜିଠୁ ବନ କର୍ମଚାରୀଙ୍କ ତାଲିମ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଅକ୍ଟୋବର ମାସରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା। ଏଥିପାଇଁ ଶୁକ୍ରବାରଠାରୁ ରାଜ୍ୟ ବନ କର୍ମଚାରୀଙ୍କ ତାଲିମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିର ବନ ବିଭାଗ ପକ୍ଷରୁ ରାଜ୍ୟରେ...
ବିଧାନସଭା ମୌସୁମୀ ଅଧିବେଶନ: କମିଶନରେଟ ପୋଲିସର ଟ୍ରାଫିକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା
ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ...
ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଓଡ଼ିଶାର ୪ ଜଣ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଅମ୍ବୁଲାନ୍ସର ଦୁର୍ଘଟଣା
୪ ଓଡ଼ିଆଙ୍କ ମୃତ୍ୟୁ, ୩ ଜଣ ଗୁରୁତର
ମୃତକମାନେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳର
ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଶୁକ୍ରବାର ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୪...
ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍, ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଦିନ ହୀରାକୁଦର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୦ଟି ଗେଟ୍ ଦେଇ...
ଲୋୟର ପିଏମଜିରେ ଗର୍ଜିଲେ ସରପଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ରାଜ୍ୟର ସମସ୍ତ ସରପଞ୍ଚ
୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚ। ଶୁକ୍ରବାର ରାଜ୍ୟର ସମସ୍ତ ସରପଞ୍ଚ ଏକାଠି ହୋଇ ଭୁବନେଶ୍ୱର ଲୋୟର...
ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ: କଂଗ୍ରେସ ପରେ ଏବେ ବର୍ଜନ କରିବ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ବିରୋଧୀ ଦଳଙ୍କ ନିଷ୍ପତ୍ତି।
ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି। ନୂଆଁଖାଇ ସମୟରେ ଏହି ନିର୍ବାଚନ ହେଉଥିବାରୁ ଦଳ ଏହାର ବର୍ଜନ...
ଆୟୁଷ୍ମାନ ଭବ – କେନ୍ଦ୍ର ସରକାରଙ୍କ ନୂଆ ସ୍ଵାସ୍ଥ୍ୟସେବା ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ସ୍ଵାସ୍ଥ୍ୟସେବାକୁ ଆହୁରି ବ୍ୟାପକ କରିବାକୁ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ।
ଭାରତରେ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ନୂଆ ସ୍ୱାସ୍ଥ୍ୟସେବା ଅଭିଯାନ ‘ଆୟୁଷ୍ମାନ ଭବ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର...
ଆଜି ଏସିଆ କପରେ ଭାରତ-ବାଂଲାଦେଶ ମୁକାବିଲା, ଶ୍ରେୟସଙ୍କୁ ମିଳିପାରେ ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସପ୍ତାହେ ବିଶ୍ରାମ ପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳିପାରନ୍ତି ଭାରତୀୟ ବ୍ୟାଟର୍ ଶ୍ରେୟସ ଆୟର
ଶୁକ୍ରବାର ଏସିଆ କପରେ ଖେଳାଯିବ ଭାରତ-ବାଂଲାଦେଶ ମ୍ୟାଚ। ଭାରତୀୟ ଦଳରେ ଖେଳିପାରନ୍ତି ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର।...





















